Daily Archives

October 25, 2019

କେମିତି କମ୍ପ୍ୟୁଟର ଚଲାନ୍ତି ତାରା ? ତାଜୁବ କରିଦେଲା ତାରାଙ୍କ ଉତ୍ତର…

କନକ ବ୍ୟୁରୋ: ତାରା କମ୍ପ୍ୟୁଟର ଶିଖିଛନ୍ତି ନା ନାହିଁ? କମ୍ପ୍ୟୁଟର ବାବଦରେ ତାଙ୍କ ପାଖରେ କେତେ ଜ୍ଞାନ ଅଛି ? ଆଗକୁ ବିଧାନସଭାର ସବୁ କାମ କମ୍ପ୍ୟୁଟର ଦ୍ୱାରା ହେବାକୁ ଥିବା ବେଳେ ବିଧାୟକ ବାହିନୀପତି ଏହାର ବ୍ୟବହାର ଜାଣିଛନ୍ତି କି ନାହିଁ ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିଲେ । ଆଉ ନିଜ…

ରୋଜଗାରର ନୂଆ ରାସ୍ତା ଦେଖାଇଲେ ବାଲେଶ୍ୱରର ଯୁବକ । ଆଧୁନିକ ଜ୍ଞାନ କୌଶଳରେ ଆରମ୍ଭ କଲେ ବାଓଫ୍ଲକ୍ ମାଛ ଚାଷ, କମ୍…

କନକ ବ୍ୟୁରୋ: ଦିନକୁ ଦିନ ବେକାରୀ ସମସ୍ୟା ବଢୁଥିବା ବେଳେ ଦୁଇ ଉଚ୍ଚ ଶିକ୍ଷିତ ଯୁବକ ଚାକିରୀ ପଛରେ ନ ଗୋଡ଼ାଇ ରୋଜଗାର ନୂଆ ରାସ୍ତା ଆପଣାଇଛନ୍ତି । ନୂତନ ଜ୍ଞାନ କୌଶଳରେ ଏମିତି ମାଛ ଚାଷ କରୁଛନ୍ତି । ଯାହା ପୋଖରୀରେ ପାରମ୍ପରିକ ମାଛ ଚାଷ ଭଳି ଭ୍ରମ ସୃଷ୍ଟି କରୁଛି । ଅଳ୍ପ ଜାଗା, ସ୍ୱଳ୍ପ…

ଜିଓଫୋନ୍ ୟୁଜର୍ସଙ୍କ ପାଇଁ ଖୁସିଖବର । ଦୀପାବଳି ପୂର୍ବରୁ ୪ ନୂଆ ‘ଅଲ୍ ଇନ୍ ୱାନ୍’ ପ୍ଲାନ ଘୋଷଣା କଲା କମ୍ପାନି,…

ଜିଓ ଫୋନ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । କମ୍ପାନି ୟୁଜର୍ସଙ୍କ ପାଇଁ ମାସିକିଆ ଅଲ୍ ଇନ୍ ୱାନ୍ ପ୍ଲାନ ଘୋଷଣା କରିଛି । ଏହି ପ୍ଲାନଟି ୭୫ରୁ ୧୮୫ ଟଙ୍କା ମଧ୍ୟରେ ଉପଲବ୍ଧ । ଏହି ପ୍ଲାନ ଜିଓ ଫୋନ୍ ରିଚାର୍ଜ ପ୍ଲାନ୍ ସହ ଉପଲବ୍ଧ ହେବ । ଏହି ନୂଆ ମାସିକିଆ ପ୍ଲାନରେ ଜିଓରୁ ଜିଓ କଲିଙ୍ଗ ମାଗଣା…

୨୪ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୪ ଜିଲ୍ଲା ପାଇଁ ଅରେଞ୍ଜ ଓ ୬ ଜିଲ୍ଲା ପାଇଁ ୟେଲୋ…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଏବେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସ୍ଥିର ହୋଇ ରହିବା ସହ କ୍ରମଶଃ ଦୁର୍ବଳ ହେବାକୁ ଆରମ୍ଭ କରିଛି।  ତେବେ, ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା…

ଗୁମ୍ମା ପାହାଡରେ ପହଞ୍ଚିଲା ପ୍ରଶାସନ । କ୍ଷତିଗ୍ରସ୍ତଙ୍କୁ ୧ ଲକ୍ଷ ଟଙ୍କା, ପକ୍କା ଘର ଓ ଆସବାବ ପତ୍ର ପାଇଁ ସହାୟତା…

କନକ ବ୍ୟୁରୋ: ଗଜପତିର ଗୁମ୍ମା ପାହାଡ ଧସିଥିବା ଅଂଚଳରେ ପହଂଚଛି ଜିଲ୍ଲା ପ୍ରଶାସନ । ପାହାଡ ଧସି କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ତୁରନ୍ତ ସହୟାତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏ ଜିଲ୍ଲା…

‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପରିବେଶ ସୁରକ୍ଷା, ରକ୍ତଦାନ ସେବା-କଲ୍ୟାଣ ଏବଂ…

କନକ ବ୍ୟୁରୋ: ଆରମ୍ଭ ହେଲା ବିଜେଡିର ‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ସଂପର୍କରେ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ତେବେ ‘ଓଡିଶା-ମୋ ପରିବାର’ରେ ମୁଖ୍ୟତଃ ୩ଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି । ପରିବେଶ, ସ୍ୱାସ୍ଥ୍ୟ ସେବା କଲ୍ୟାଣ ଓ ବିପନ୍ନ…