Daily Archives

October 25, 2019

ଦୁର୍ଘଟଣା ପର ବି ହାରିଯାଇ ନାହାନ୍ତି ଅନୁଗୁଳର ଲାଲମୋହନ : ଗୋଟିଏ ହାତ ନାହିଁ, କାହା ଆଗରେ ହାତ ନପାତି ପାନଦୋକାନ କରି…

କନକ ବ୍ୟୁରୋ : ଗୋଟିଏ ହାତ ହରାଇଛନ୍ତି । ହେଲେ ହାରି ଯାଇନାହାନ୍ତି । ଭଗବାନ୍ ଗୋଟିଏ ହାତ ନେଇଗଲେ ସିନା ହେଲେ ଜୀବନର ରଣଭୂମିରେ ଅନବରତ ସଂଘର୍ଷ କରୁଛନ୍ତି ଅନୁଗୁଳର ଲାଲ ମୋହନ ମୁର୍ମୁ । ସମସ୍ତ ଝଡ଼ଝଞ୍ଜାକୁ ସାମ୍ନା କରି ଏକ ଛୋଟ ପାନ ଦୋକାନ କରି ଘର ଚଳାଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର…

ଆଇନ୍ ହାତରେ ଧରାପଡିଲା “ହ୍ୟାଲୋ ଗ୍ୟାଙ୍ଗ୍” ! ଯୁବତୀଙ୍କ ଭଳି ସ୍ୱର ବାହାର କରି ଲୋକଙ୍କୁ ବହୁ ଦିନରୁ ଠକି ଆସୁଥିଲା…

ଉତ୍ତରପ୍ରଦେଶ ପୋଲିସ୍ ଆଗ୍ରାରୁ ଗୋଟିଏ ଗ୍ୟାଙ୍ଗ୍ କୁ ଗିରଫ କରିଛି । “ହ୍ୟାଲୋ ଗ୍ୟାଙ୍ଗ୍” ନାମରେ ଅପରେଟ୍ କରୁଥିବା ଏହି ଗ୍ୟାଙ୍ଗ୍ ଲୋକଙ୍କୁ ଚାକିରୀ ଲଗାଇଦେବା ଲାଳସାରେ ମହାରାଷ୍ଟ୍ର ଏବଂ ଗୁଜୁରାଟରୁ ଅନେକ ଲୋକଙ୍କ ଠକେଇର ଶିକାର କରିସାରିଥିଲା । ଏହି କୁଖ୍ୟାତ ଗ୍ୟାଙ୍ଗ୍ ସହ ୨୨ ଟି ଗାଁର…

୫ଶହ ଟଙ୍କା ଭତ୍ତା ପାଇଁ ୬ ଶହ ଖର୍ଚ୍ଚ ! ତଥାପି ହିତାଧିକାରୀଙ୍କୁ ମିଳୁନି ଟଙ୍କା…ଯାଜପୁର କୋରେଇରେ ବାଟ ହୁଡିଲା…

କନକ ବ୍ୟୁରୋ: ୫ ଶହ ଟଙ୍କା ଭତ୍ତା ପାଇବା ପାଇଁ ହିତାଧିକାରୀଙ୍କୁ ଖର୍ଚ୍ଚ କରିବାକୁ ପଡୁଛି ୬ ଶହ ଟଙ୍କା । ଆଉ ଛଅ ଶହ ଟଙ୍କା ଖର୍ଚ୍ଚ କରିବା ପରେ ବି ପଂଚାୟତ ଅଫିସରୁ ନିରାଶ ହୋଇ ଘରକୁ ଫେରୁଛନ୍ତି ହିତାଧିକାରୀ । ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି କୋରେଇ ବ୍ଲକ୍ ଅନ୍ତର୍ଗତ ଜହ୍ନା ପଂଚାୟତରୁ ।…

ପାକିସ୍ତାନର ମୁଖା ଖୋଲିଲେ ଏହି ମହିଳା ! କହିଲେ , ଆତଙ୍କବାଦର ସାହାରା ନେଇ ନିଜଲୋକଙ୍କୁ ଡରାଉଛି ପାକ୍ , ପାକିସ୍ତାନକୁ…

ପାକିସ୍ତାନର ମାନବଧିକାର କାର୍ଯ୍ୟକର୍ତ୍ତା ଗୁଲାଲାଇ ଇସମାଇଲ୍ ପୁଣିଥରେ ପାକିସ୍ତାନର ମୁଖା ଖୋଲି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ପାକିସ୍ତାନ ଉପରେ ଅଭିଯୋଗ ଆଣି କହିଛନ୍ତି ତାଙ୍କ ବାପାଙ୍କୁ ଅପହରଣ କରି ପାକିସ୍ତାନୀଙ୍କୁ ଆତଙ୍କ ନାଁରେ ଡରାଇବା ପାଇଁ ଚେଷ୍ଟା କରାଯାଉଛି । ସେଠାରେ…

ବିଜେପୁର ମଙ୍ଗ ଧରିଲେ ରୀତା ସାହୁ : ବିଜୟୀ ପ୍ରାର୍ଥୀ ଓ ବିଜେଡ଼ିକୁ ଟ୍ୱିଟର ଜରିଆରେ ଅଭିନନ୍ଦନ ଜଣାଇଲେ ଓଡ଼ିଶା ବିଜେପିର…

କନକ ବ୍ୟୁରୋ : ବିଜେପୁରର ମଙ୍ଗ ଧରିଲେ ରୀତା ସାହୁ । ବିଜେପୁରବାସୀ ବାଛିଲେ ବିଧାୟକ । କଂଗ୍ରେସ ଗଡ଼ରେ କଂଗ୍ରେସକୁ ଧରାଶାୟୀ କରି ବିଜେଡ଼ି ହ୍ୟାଟ୍ରିକ୍ ଥର ପାଇଁ ବିଜୟୀ ହୋଇଛି । ବିଜେପି ମଧ୍ୟ ବିଜେପୁରରେ ଭଲ ପ୍ରଦର୍ଶନ କରିପାରି ନାହିଁ । ବିଜେପୁର ମଙ୍ଗ ଧରିବା ପରେ କେନ୍ଦ୍ରମନ୍ତ୍ରୀ ତଥା…

କିପରି ପାଳିବେ ସୁରକ୍ଷିତ ଦୀପାବଳି? ବାଣ ଫୁଟାଇବା ବେଳେ କି କି ସତର୍କତା ଅବଲମ୍ବନ କରିବେ ପରାମର୍ଶ ଦେଲା କମିଶନରେଟ୍…

କନକ ବ୍ୟୁରୋ: ଆଲୋକର ପର୍ବ ଦୀପାବଳିକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଆଉ ଏହି ଆନନ୍ଦ ଓ ଉଲ୍ଲାସର ପର୍ବଟିକୁ ମନଭରି ଉପଭୋଗ କରିବାକୁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚଳ ଚଂଚଳ ହୋଇଉଠିଛି । ତେବେ ହସଖୁସିର ଏହି ପର୍ବରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ। ଏଣୁ…