Daily Archives

August 26, 2019

ଦିଲ୍ଲୀରେ ମାଓ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ଓଡ଼ିଶାକୁ ନେଇ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ : ଦିଲ୍ଲୀରେ ମାଓ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ମାଓ ଦମନ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ବସିଥିବା ଏହି ବୈଠକରେ ୩ଟି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ…

ଜମ୍ମୁକାଶ୍ମୀରରୁ ହଟିଲା ସ୍ୱତନ୍ତ୍ର ପତାକା : ସବୁ ସ୍ଥାନରେ ଲାଗିଲା ଜାତୀୟ ପତାକା

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରୁ ହଟିଲା ସ୍ୱତନ୍ତ୍ର ପତାକା । ସବୁ ସ୍ଥାନରେ ଲାଗିଲା ଜାତୀୟ ପତାକା ତ୍ରିରଙ୍ଗା । ଶ୍ରୀଗନର ସ୍ଥିତ ରାଜ୍ୟ ସଚିବାଳୟ ଭବନ ଓ ଅନ୍ୟ ସମସ୍ତ ପ୍ରତିଷ୍ଠାନରୁ ଲାଗିଥିବା ସ୍ୱତନ୍ତ୍ର ପତାକାକୁ ହଟାଇ ଦିଆଯାଇ ତ୍ରିରଙ୍ଗା ଲଗାଯାଇଥିବା ଦେଖିବାକୁ ମିଳିଛି ।…

ଭ୍ରଷ୍ଟଙ୍କୁ ସରକାରୀ ଚାବୁକ୍ : ପୁଣି ୨୨ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା କଲେ ମୋଦି ସରକାର

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ସରକାରୀ ବିଭାଗର ସଫେଇ । ଆଉ ତ୍ରାହି ପାଇବେନି ଦୁର୍ନୀତିଗ୍ରସ୍ତ ଅଧିକାରୀ । ଅଭିଯୋଗ ପ୍ରମାଣିତ ହେଲେ ଚାକିରିରୁ ବିଦା ହେବା ଥୟ । ଲାଞ୍ଚ, ଦୁର୍ନୀତି ଓ ଆୟର୍ବିଭୂତ ସମ୍ପତ୍ତି ଠୁଳ ମାମଲାରେ ମୋଦି ସରକାର ୨.୦ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ…

ଦବିବା ପରେ ଓଭରବ୍ରିଜ ମରାମତି କାମ ଆରମ୍ଭ: ଭୁବନେଶ୍ୱର-ପୁରୀ ବାଇପାସ୍, ହାଇଟେକ୍ ଛକରେ ଗତକାଲି ଦବିଯାଇଥିଲା ଫ୍ଲାଏଓଭର

କନକ ବ୍ୟୁରୋ: ଗୋଟିଏ ବର୍ଷ ତଳେ ନିର୍ମାଣ ହୋଇଥିବା ଫ୍ଲାଏ ଓଭର ଦବି ଯିବା ପରେ କାମ ଆରମ୍ଭ ହୋଇଛି । ଭୁବନେଶ୍ୱର-ପୁରୀ ବାଇପାସ, ହାଇଟେକ ଛକରେ ଦବିଯାଇଛି ଓଭରବ୍ରିଜ୍ । ଫ୍ଲାଏ ଓଭର ଦୁଇଟି ଅଂଶକୁ ଯୋଡୁଥିବା ସଂଯୋଗ ସ୍ଥଳ ଅଚାନକ୍ ୬ ଇଂଚ ପର୍ଯ୍ୟନ୍ତ ଦବିଯାଇଛି । ଯାହା ଫଳରେ ଏହି ଫ୍ଲାଏ…

ପି ଚିଦାମ୍ବରମଙ୍କୁ ସୁପ୍ରିମ ଝଟକା: ସର୍ବୋଚ୍ଚ ଅଦାଲତରେ ବି ଖାରଜ ହେଲା ଆଗୁଆ ଜାମିନ ଆବେଦନ

କନକ ବ୍ୟୁରୋ: ପି ଚିଦାମ୍ୱରମଙ୍କୁ ସୁପ୍ରିମ୍ ଝଟକା । ପି ଚିଦାମ୍ୱରମଙ୍କ ଆଗୁଆ ଜାମିନ୍ ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ତାଙ୍କ ନାଁ ଆସିବା ପରେ ଇଡି ଓ ସିବିଆଇ ମାମଲା କରିଥିଲା । ଏନେଇ ଚିଦାମ୍ୱରମ୍ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ…

ସଦସ୍ୟ ସଂଗ୍ରହ ପାଇଁ ବିଜେଡିର ବୈଠକ। ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ସଦସ୍ୟ ସଂଗ୍ରହ ଅଭିଯାନ। ୭ ଜଣିଆ କମିଟି ତିଆରି…

କନକ ବ୍ୟୁରୋ: ବିଜେଡିର ସଭ୍ୟ ସଂଗ୍ରହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଆରମ୍ଭ ହୋଇଛି । ୭ ଜଣିଆ କମିଟି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ରୂପରେଖ ତିଆରି କରିବେ । ବୈଠକରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ପ୍ରଦୀପ…