Daily Archives

June 3, 2019

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା । ଭାରତ ବିପକ୍ଷରେ ହେବାକୁଥିବା ମ୍ୟାଚ୍ ପୂର୍ବରୁ ଆହତ ହୋଇ ଦଳରୁ ବାଦ୍ ପଡ଼ିଲେ ଲୁଙ୍ଗି…

କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଦଳର ସମସ୍ୟା ବଢ଼ିବାରେ ଲାଗିଛି । ଫାଫ୍ ଡୁପ୍ଳେସିସ୍ ନେତୃତ୍ୱରେ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ ପରାଜୟ ପରେ ଏବେ ଦକ୍ଷିଣ ଆଫ୍ରିକାକୁ ପୁଣି ଏକ ଝଟକା ଲାଗିଛି ଏବଂ ତାହା ପୁଣି ଦଳର ତୃତୀୟ ମ୍ୟାଚ୍ ଭାରତ ବିପକ୍ଷର ଗୋଟିଏ ଦିନ ପୂର୍ବରୁ ।…

ପିଲାଦିନୁ ହ୍ୱିଲ ଚେୟାରରେ କିନ୍ତୁ ହାର ମାନିଲେନି ଲତିଶା । ଅକ୍ସିଜେନ୍ ସିଲିଣ୍ଡର ଲଗାଇ ଦେଲେ ଆଇଏଏସ ପରୀକ୍ଷା ।

କନକ ବ୍ୟୁରୋ: କଥାରେ ଅଛି ଯଦି ଇଚ୍ଛାଶକ୍ତି ଦୃଢ଼ ଥିବ , ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିବ । ଏଭଳି କିଛି ଉକ୍ତିକୁ ବାସ୍ତବରେ ପରିଣତ କରିଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲତିଶା ଅଂସାରୀ । ଜଟିଳ ହାଡ଼ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ…

ଭାଙ୍ଗିପାରେ ଏସପି-ବିଏସପି ମହାମେଣ୍ଟ! ମାୟାବତୀ କହିଲେ, ନିଜ ପତ୍ନୀଙ୍କୁ ଜିତାଇ ପାରିଲେନି ଅଖିଳେଶ, ଉପନିର୍ବାର୍ଚନରେ…

ସାଇକେଲ ପଛରୁ ଓହ୍ଲାଇପାରେ ହାତୀ । ଉତ୍ତର ପ୍ରଦେଶ ରାଜନୀତିରେ ଏବେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଉତ୍ତରପ୍ରଦେଶରେ ଭାଙ୍ଗିପାରେ ଏସପି-ବିଏସପି ମହାଗଠବନ୍ଧନ । ଲୋକସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ଅଖିଳେଶ ଓ ମାୟାବତୀଙ୍କ ମଧ୍ୟରେ ହୋଇଥିବା ମହାମେଣ୍ଟ ଉପରେ ଏବେ ଆଶଙ୍କାର…

ଚାଷୀ ମୁଣ୍ଡରେ କାଳବୈଶାଖୀ ପ୍ରହାର । ବର୍ଷାରେ ଭିଜିଗଲା ବିକ୍ରି ପାଇଁ ମଣ୍ଡିକୁ ଆସିଥିବା ଅମଳ ଧାନ, ଚିନ୍ତାରେ ଚାଷୀ ।

କନକ ବ୍ୟୁରୋ : ଚାଷୀ ମୁଣ୍ଡରେ କାଳବୈଶାଖୀର ଜୋରଦାର ପ୍ରହାର । କାଳବୈଶାଖୀ ବର୍ଷା ଯୋଗୁଁ କେତେକ ସ୍ଥାନରେ ତାତିରୁ ଲୋକଙ୍କୁ ଟିକେ ଆସ୍ୱସ୍ଥି ମିଳିଥିବା ବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ନିଦ ହଜି ଯାଇଛି । ଗତକାଲି ରାତିରୁ ହେଉଥିବା ବର୍ଷାରେ ମଣ୍ଡିରେ ଥିବା ଧାନ…

ଲୁଟ୍ ଉଦ୍ୟମ ବେଳେ ସାହସ ଦେଖାଇଲେ କଲେଜ ଅଧ୍ୟକ୍ଷା । ଚେନ୍ ଲୁଟେରାକୁ କାବୁ କରି ପୁଲିସର ଦେଲେ ଜିମା ।

କନକ ବ୍ୟୁରୋ : ଲୁଟ ଉଦ୍ୟମ ବେଳେ ସାହାସ ଦେଖାଇଲେ କଲେଜ ଅଧ୍ୟକ୍ଷା । ଚେନ୍ ଲୁଟେରାକୁ କାବୁ କରି ପୁଲିସର ଜିମା ଦେଇଛନ୍ତି ଜଣେ ସାହସୀ ମହିଳା । ଆଜି ସକାଳ ୮ଟାରୁ ୯ ଭିତରେ ଘଟଛି ଏଭଳି ଏକ ଘଟଣା । ଜଟଣୀରୁ କଳାପଥର ଯାଉଥିଲେ କଳାପଥର ଡିଗ୍ରୀ କଲେଜ ଅଧ୍ୟକ୍ଷା ବିନୋଦିିନି ମହାପାତ୍ର ଓ ତାଙ୍କ…

ବାୟୁସେନାର ବିମାନ AN-୩୨ ନିଖୋଜ ! ଆସାମର ଜୋରହାଟରୁ ଭରିଥିଲା ଉଡାଣ, ବିମାନରେ ୮ଜଣ କ୍ରୁମେମ୍ବରଙ୍କ ସମେତ ୫ ଜଣ…

କନକ ବ୍ୟୁରୋ : ଭାରତୀୟ ବାୟୁସେନା ସହ ଯୋଡିହୋଇଥିବା ଏକ ବଡ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । ଭାରତୀୟ ବାୟୁସେନାର ବିମାନ AN-୩୨ ନିଖୋଜ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ବିମାନଟି ଆସାମର ଜୋରହାଟରୁ ଉଡାଣ ଭରିଥିଲା । ଆଜି ଦିନ ପ୍ରାୟ ୧୨ଟା ୨୫ ମିନିଟରେ…