Daily Archives

June 3, 2019

ଦାୟିତ୍ୱ ନେବାର ଦିନକ ପରେ ସିଆଚିନରେ ପ୍ରତିରକ୍ଷା ମନ୍ତ୍ରୀ । ସ୍ଥିତି ସମୀକ୍ଷା କରିବା ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି…

କନକ ବ୍ୟୁରୋ: ସିଆଚିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦାୟିତ୍ୱ ନେବାର ଗୋଟିଏ ଦିନ ପରେ କାମ ଆରମ୍ଭ କରିଛନ୍ତି ନୂଆ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ଗସ୍ତରେ ଯାଇ ଦେଶ ପାଇଁ ସହିଦ୍ ହୋଇଥିବା ପ୍ରଥମେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ସେଠାରେ ମୂତୟନ…

ପୁଣି ଭାରତକୁ ଫେରିଲା ଘାତକ ନିପାହ ଭାଇରସ! କେରଳରୁ ଆସିଲା ନିପାହ ସଂକ୍ରମଣର ଘଟଣା, ସ୍ୱାସ୍ଥ୍ୟ ବିଭାଗ ସର୍ତକ ।

ପୁଣି ଫେରିଲା ଘାତକ ନିପାହ ଭାଇରସ । କେରଳର କୋଚିରେ ଜଣେ ଛାତ୍ର ନିପାହ ଭାଇରସରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ର ଜଣକ ନିପାହ ଭାଇରସରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ତାହା ଏନଆଇବି ରିପୋର୍ଟ ମିଳିବା ପରେ ସ୍ପଷ୍ଟ…

ସନ୍ଧ୍ୟା ସୁଦ୍ଧା ୧୫ଟି ଜିଲ୍ଲାକୁ କାଳବୈଶାଖୀ । ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୧୫ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ…

କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଅନ୍ଦାଜ: ସାଇକେଲରେ ଆସି ଅଫିସ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଅନ୍ଦାଜ । ଟିକେ ନୂଆ ଢଙ୍ଗରେ କାମ ଆରମ୍ଭ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ଏବେ ଦାୟିତ୍ୱ ସମ୍ଭାଳୁଛନ୍ତି ମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ଶପଥ ପରେ ଅଫିସରେ…

ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲଙ୍କ ବଢିଲା କାର୍ଯ୍ୟକାଳ । ଆହୁରି ପାଞ୍ଚ ବର୍ଷ ରହିବେ ଦାୟିତ୍ୱରେ

କନକ ବ୍ୟୁରୋ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଡୋଭାଲଙ୍କ କାର୍ଯ୍ୟକାଳ ଆହୁରି ୫ବର୍ଷ  ରହିବ । ଏହା ସହ ତାଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ  କେନ୍ଦ୍ର ସରକାର ନିଷ୍ପତ୍ତିି ନେଇଛନ୍ତି ।  ଡୋଭାଲ ୨୦୧୪ ମସିହାରେ ଜାତୀୟ ସୁରକ୍ଷା ପରାମର୍ଶ ଦାତା…

ବିଜେପି ବିଧାୟକଙ୍କ ଗୁଣ୍ଡାଗିରି : ଅହମଦାବାଦରେ ସର୍ବସମ୍ମୁଖରେ ମହିଳାଙ୍କୁ ମାଡ ମାରିଲେ ବିଧାୟକ । ଭିଡିଓ ହେଲା…

କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ଗୁଣ୍ଡାଗିରି । ଗୁଜୁରାଟ ନରୋଦା ବିଧାୟକ ବଳରାମ ଥୱାନୀ ଜଣେ ମହିଳାଙ୍କୁ ସର୍ବସମୁଖରେ ମାଡ ମାରୁଥିବା ଭିଡିଓ ଏବେ ସୋସିଆଲ ଭିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ ମହିଳା ଜଣକୁ ପାଣି ନମିଳିବାରୁ ବିଧାୟକଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ ।…