Daily Archives

June 2, 2019

ବିଶ୍ୱକପ ମ୍ୟାଚର ୨ଦିନ ପୂର୍ବରୁ ଭାରତକୁ ବଡ ଝଟକା ! ଅଭ୍ୟାସ ବେଳେ ଆହତ ହେଲେ ଅଧିନାୟକ ବିରାଟ କୋହଲି ।

କନକ ବ୍ୟୁରୋ : ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ଦଳକୁ ଲାଗିଛି ଏକ ବଡ ଝଟକା । ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ଆଘାତ ପାଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୂତାବକ ନେଟ୍ ଅଭ୍ୟାସ ବେଳେ ବିରାଟ କୋହଲିଙ୍କ…

ପାକିସ୍ତାନର ପୂର୍ବତନ ଅଧିନାୟକ ମିସବାଙ୍କ ମୁହଁରେ ଧୋନୀଙ୍କ ତାରିଫ୍ ! କହିଲେ ଭାରତୀୟ କ୍ରିକେଟରେ ବଡ ପରିବର୍ତ୍ତନ…

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଂଶସା କରିଛନ୍ତି ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିସବା ଉଲ୍ ହକ୍ । ମିସବା କହିଛନ୍ତି, ଭାରତୀୟ କ୍ରିକେଟ ଦଳରେ ଯେଉଁ ଭଳି ବଡ ଧରଣର ପରିବର୍ତ୍ତନ ଆସିଛି, ସେଥିରେ ଧୋନୀଙ୍କ ଅବଦାନ…

ବିଜୟ ପରେ ବୟାନବାଜି । ବିଜେଡି ବିରୋଧରେ ସୁର ଆଣିଲେ ସାଂଘାତିକ ଅଭିଯୋଗ, ବାବା ରଖିଲେ ଜବାବ୍ ।

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡିର ବଡ଼ ବିଜୟ ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି କି, ନିର୍ବାଚନ ଲଢ଼ିବାକୁ ପ୍ରତି ବିଧାୟକ ପ୍ରାର୍ଥୀଙ୍କୁ ପୁଳା ପୁଳା ଟଙ୍କା ବାଣ୍ଟିଥିଲା ବିଜେଡି । ଏପରିକି ପ୍ରତି ବିଧାୟକଙ୍କୁ ପ୍ରାୟ ୫କୋଟି ଲେଖାଏଁ ଟଙ୍କା…

ଜେଟ୍ ଏୟାରୱେଜର ୨୦୦୦ କର୍ମଚାରୀଙ୍କୁ ଚାକିରୀ ଦେବ ସ୍ପାଇସଜେଟ୍ : ଏପ୍ରିଲରୁ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି ଜେଟ୍…

ଆର୍ଥିକ ସଂକଟ କାରଣରୁ ବନ୍ଦ ହୋଇଯାଇଥିବା ପ୍ରାଇଭେଟ୍ ଏୟାରଲାଇନ୍ ସ୍ପାଇସଜେଟର ପାଇଲଟ୍ ଓ ଚାଳକ ଦଳର ସଦସ୍ୟଙ୍କ ସହିତ ମୋଟ୍ ୨ହଜାର ଜେଟ୍ ଏୟାରୱେଜ୍ କର୍ମୀଙ୍କୁ ଚାକିରୀ ଦେବ ସ୍ପାଇସଜେଟ୍ । ଏହି ସମୟରେ ଜେଟ୍ ଏୟାରୱେଜର ପରିଚାଳନା ଅସ୍ଥାୟୀ ରୂପେ ବନ୍ଦ ଅଛି । ଯେବେକି, ବଜେଟ୍ ବିମାନ…

ସୁଷମାଙ୍କ ଷ୍ଟାଇଲରେ କାମ ଆରମ୍ଭ କଲେ ଏସ ଜୟଶଙ୍କର। ଦେଶର ନୂଆ ବିଦେଶମନ୍ତ୍ରୀ ଭାବେ କାର୍ଯ୍ୟଭାର ନେବାର ପ୍ରଥମ ଦିନରେ…

କନକ ବ୍ୟୁରୋ: ପ୍ରଥମ ଦିନରୁ ସୁଷମାଙ୍କ କାର୍ଯ୍ୟଶୈଳୀରେ କାର୍ଯ୍ୟ ଆରମ୍ଭ କଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଦେଶର ନୂଆ ବିଦେଶ ମନ୍ତ୍ରୀ ଭାବେ ଏସ ଜୟଶଙ୍କର କାର୍ଯ୍ୟଭାର ନେବା ପରେ ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଷ୍ଟାଇଲରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସାହାଯ୍ୟ ପାଇଁ ଗୁହାରି…

ବିଜେପିର ମଙ୍ଗ ଧରିବ କିଏ ? ଶାହାଙ୍କ ଉତ୍ତରାଧିକାରୀ ଦୌଡ଼ରେ ନଡ୍ଡା ଓ ଭୁପେନ୍ଦ୍ର, କାହାକୁ ଭରସିବ ଦଳ ?

କନକ ବ୍ୟୁରୋ: ଶାହାଙ୍କ ସ୍ଥାନ ନେବ କିଏ? ବିଜେପିର ମଙ୍ଗ ଧରି କିଏ ହାତେଇବ ରାଷ୍ଟ୍ରୀୟ ଅଧ୍ୟକ୍ଷ ସିଟ୍? ଏଭଳି ପ୍ରଶ୍ନ ଦିଲ୍ଲୀ ବିଜେପି ହେଡ୍ ଅଫିସରୁ ରାଜ୍ୟ ବିଜେପି କ୍ୟାମ୍ପରେ କମ୍ପନ ହେବାରେ ଲାଗିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଦଳରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ପୂର୍ବତନ ଅଧ୍ୟକ୍ଷ…