Daily Archives

June 2, 2019

ଆସନ୍ତାକାଲି ଅଯୋଧ୍ୟାରେ ହେବ ସନ୍ଥଙ୍କ ବୈଠକ : ରାମ ମନ୍ଦିର ନିର୍ମାଣକୁ ନେଇ ନେଇପାରନ୍ତି ବଡ ନିଷ୍ପତ୍ତି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସନ୍ଥ ସମାଜ ପୁଣି ଥରେ ଆସନ୍ତାକାଲି ବଡ ବୈଠକ କରିବାକୁ ଯାଉଛନ୍ତି । ମଣିରାମ ଦାସ ଛାବନୀରେ ହେବାକୁ ଥିବା ଏହି ବୈଠକର ଅଧ୍ୟକ୍ଷତା ରାମଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରିବେ । ସୂଚନା ମୁତାବକ, ଏହି ବୈଠକରେ ସନ୍ଥ ସମାଜ ବଡ…

ଅଶିକ୍ଷିତ ଲୋକଙ୍କୁ ଏଣିକି ମିଳିବନି ଡ୍ରାଇଭିଂ ଲାଇସେନ୍ସ । ଜାଣନ୍ତୁ କେଉଁ କୋର୍ଟ ଶୁଣାଇଲା ଏଭଳି ନିଷ୍ପତି

ଦେଶରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ଦିନ କେଉଁଠି ନା କେଉଁଠି ସଡକ ଦୁର୍ଘଟଣାରେ କେହି ନା କେହି ବ୍ୟକ୍ତି ଅକାଳରେ ଜୀବନ ହାରୁଛନ୍ତି । ଯାହାର ମୁଖ୍ୟ କାରଣ ଚାଳକଙ୍କ ଅସାବଧାନତା, ମଦ ପିଇ ଡ୍ରାଇଭିଂ କରିବା କିମ୍ବା ରାସ୍ତାରେ ଗତି…

ଇୟରଫୋନ୍ ଲଗାଇ ବାଇକ୍ ଚଲାଉଥିଲେ ଯୁବକ : ସଡକ ଦୁର୍ଘଟଣାରେ କଟିଗଲା ଗୋଡ । ପତ୍ନୀଙ୍କୁ ଭିଡିଓ କଲ କରି ଜଣାଉଥିବାବେଳେ…

ପାଟନାର ବେଗୁସରାୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବେଗୁସରାୟର ଜାତୀୟ ରାଜପଥ ନଂ-୨୮ରେ ଇୟରଫୋନ୍ ଲଗାଇ ବାଇକ୍ ଚଲାଉଥିବା ଯୁବକ ଟ୍ରକରେ ଧକ୍କା ହେବାରୁ ଚାଲି ଯାଇଛି ଜୀବନ । ଧକ୍କା ହେବା ପରେ ଟ୍ରକର ଏକ ଚକ ତାଙ୍କ ଗୋଡ ଉପରେ ଚଢ଼ିଯିବାରୁ ଗୋଡ କଟିଯାଇଛି । ଗୋଡ କଟିଯିବାପରେ ତାଙ୍କ…

ସନ୍ଧ୍ୟା ସୁଦ୍ଧା ୧୦ଟି ଜିଲ୍ଲାକୁ କାଳବୈଶାଖୀ ! ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ

କନକ ବ୍ୟୁରୋ: ରାଜ୍ୟର ୧୦ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ…

ରାଜଧାନୀରେ ରୋବୋଟିକ୍ ଚିକିତ୍ସା। ଭିନ୍ନକ୍ଷମଙ୍କ ପାଇଁ ମେସିନଦ୍ୱାରା ତିଆରି ହେବ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ।…

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲସ୍ଥିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କ୍ୟାମ୍ପସରେ ସ୍ନାୟୁଗତ ସମସ୍ୟା ଓ ଟ୍ରମାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟାଧୁନିକ ରୋବୋଟିକ୍ ଚିକିତ୍ସା ଆରମ୍ଭ ହୋଇଛି। ରାଜ୍ୟରେ ଏଭଳି ରୋବୋଟିକ୍ ଚିକିତ୍ସା ହେଉଛି ପ୍ରଥମ।…

ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ପୁରଷ୍କାର । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମେକ୍ସିକୋର ସର୍ବୋଚ୍ଚ…

କନକ ବ୍ୟୁରୋ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ମେକ୍ସିକୋର ସର୍ବୋଚ୍ଚ ନାଗରିକ ସମ୍ମାନ । ପ୍ରତିଭାଙ୍କୁ ବେସାମରିକ ସମ୍ମାନ ‘ଅର୍ଡନ୍ ମେକ୍ସିକାନା ଡେଲ୍ ଆଗୁଇଲା ଏଜ୍ଟେକାରେ ସମ୍ମାନିତ କରାଯାଇଛି । ସୂଚନା ମୁତାବକ ପୁଣେଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ…