Daily Archives

May 29, 2019

ଶେଷ ମୁହୂର୍ତ୍ତରେ ମମତାଙ୍କ ୟୁଟର୍ଣ୍ଣ : ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ମନାକଲେ ଦିଦି

କନକ ବ୍ୟୁରୋ : ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସାମରୋହରେ ସାମିଲ ହେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେତେବେଳେ କଣ କହୁଛନ୍ତି ସେଥିରେ କିଛି ସ୍ଥିରତା ରହୁନି । ପୂର୍ବରୁ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା…

ଆସନ୍ତାକାଲି ପୁଣି ଇଡ଼ିରେ ହାଜର ହେବେ ରବର୍ଟ ଭଦ୍ରା : ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ…

କନକ ବ୍ୟୁରୋ : ଆସନ୍ତାକାଲି ପୁଣିଥିରେ ଇଡ଼ିରେ ହାଜର ହେବେ ରବର୍ଟ ଭଦ୍ରା । ଇଡ଼ି ପକ୍ଷରୁ ରବର୍ଟ ଭଦ୍ରାଙ୍କୁ ଏନେଇ ସମନ ଆସିଛି । ମନିଲଣ୍ଡ୍ରିଂ ମାମଲାରେ ରବର୍ଟଙ୍କୁ ପଚରାଉଚରା କରିବା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ହୋଇଛି । ଏଥର ଲଣ୍ଡନ ପ୍ରପଟିକୁ ନେଇ ରୋବର୍ଟଙ୍କୁ…

ସଚିବାଳୟରେ ବସିଲା ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିପରିଷଦ ବୈଠକ । ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ପରେ ନୂଆ ଟିମ୍ ସହ…

କନକ ବ୍ୟୁରୋ: ନବୀନଙ୍କ ସରକାରଙ୍କ ପଞ୍ଚମ ପାଳିର ବିଧିବଦ୍ଧଭାବେ ମନ୍ତ୍ରିମଣ୍ଡଳ ବିଭାଗ ଦାୟିତ୍ୱ ବଣ୍ଟନ ହୋଇଛି । ଏହାପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ପ୍ରଥମ ମନ୍ତ୍ରିପରିଷଦ ବୈଠକ । ଉଭୟ ୧୧ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ସହ ନୂଆ ସରକାର…

ମତ ବଦଳାଇଲା ଟାଇମ ପତ୍ରିକା : ଲେଖିଲା, ଦେଶକୁ ଏକାଠି ରଖିଛନ୍ତି ନରେନ୍ଦ୍ର ମୋଦି, ପୂର୍ବରୁ ମୋଦିଙ୍କୁ ଡିଭାଇଡର ଇନ୍…

କନକ ବ୍ୟୁରୋ : ମତ ବଦଳାଇଲା ଟାଇମ୍ ପତ୍ରିକା । ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଡ଼ିଭାଇଡ଼ର ଇନ୍ ଚିଫ’ କହିଥିବା ଅନ୍ତରାଷ୍ଟ୍ରୀୟ ଟାଇମ୍ ପତ୍ରିକା ଏବେ ନିଜର ଆଭିମୁଖ୍ୟ ବଦଳାଇଛି । ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଟାଇମ୍ ନିଜର ୱେବସାଇଟରେ ମୋଦିଙ୍କୁ ପ୍ରଶଂସା କରିଛି ।…

ନବୀନଙ୍କ ମନ୍ତ୍ରିମଣ୍ଡଳର ବିଭାଗ ବଂଟନ : କାହାକୁ ମିଳିଲା କେଉଁ ଦାୟିତ୍ୱ, ପଢ଼ନ୍ତୁ ପୁରା ତାଲିକା ?

କନକ ବ୍ୟୁରୋ : ରେକର୍ଡ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ । ପ୍ରଥମ ଥର ରାଜଭବନ ବାହାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହୋଇଥିଲା ଶପଥ ସମାରୋହ । ନବୀନଙ୍କ ସହ ନବୀନ ମନ୍ତ୍ରୀମଣ୍ଡଳ ବି ଆଜି ଶପଥ ନେଇଛି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ…

FIH ମହିଳା ଫାଇନାଲ ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ । ୧୮ ଜଣିଆ ତାଲିକାରେ ସ୍ଥାନ ପାଇଲେ ୩ ଓଡ଼ିଆ ।

କନକ ବ୍ୟୁରୋ: ଏଫଆଇଏଚ ମହିଳା ହକି ସିରିଜ୍ ଫାଇନାଲ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ୧୮ ଜଣିଆ ଭାରତୀୟ ଦଳରେ ୩ ଓଡ଼ିଆ ମହିଳା ହକି ଖେଳାଳୀଙ୍କୁ ଏହି ପ୍ରତିଯୋଗିତା ପାଇଁ ସ୍ଥାନ ମିଳିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି- ଦିପଗ୍ରେସ୍ ଏକ୍କା, ସୁନିତା ଲାକ୍ରା ଏବଂ ଲିଲିମା ମିଞ୍ଜ । ସେହିପରି…