Daily Archives

May 29, 2019

ଶପଥ ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ନେଇ ଦିଲ୍ଲୀରେ ମୋଦି-ଶାହ ମନ୍ତ୍ରଣା : ରାଜନାଥ, ଗଡକରୀ, ସୀତାରମଣ ଓ ପିୟୁଷ…

କନକ ବ୍ୟୁରୋ : ଆସନ୍ତାକାଲି କେନ୍ଦ୍ରରେ ମୋଦି ସରକାରଙ୍କ ଶପଥଗ୍ରହଣ ଉତ୍ସବ । କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ମୋଦି କ୍ୟାବିନେଟରେ କାହାକୁ ମିଳିବ ସ୍ଥାନ ତାକୁ ନେଇ ଜୋର ଧରିଛି ଆକଳନ । ଦିଲ୍ଲୀରେ ଶାହା ଓ ମୋଦି ଏହାକୁ…

ଜନସନ୍ ଆଣ୍ଡ ଜନସନ୍ ବେବି ସାମ୍ପୁ ‘ଅସୁରକ୍ଷିତ’ : ତୁରନ୍ତ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦେଲା ଜାତୀୟ ଶିଶୁ…

ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଆମେରିକୀୟ କମ୍ପାନୀ ଜନସନ୍ ଆର୍ଡ ଜନସନର ବେବି ସାମ୍ପୁକୁ ତୁରନ୍ତ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ ଏହି ସାମ୍ପୁରେ କ୍ଷତିକାରକ ରାସାୟନିକ ପଦାର୍ଥ ଥିବା ଦାବି କରିଛି, ଯାହାକୁ କମ୍ପାନୀ ଖାରଜ କରି ତା’ ଉତ୍ପାଦ ସୁରକ୍ଷିତ ଥିବା…

କିଏ ହେବ ଅର୍ଥମନ୍ତ୍ରୀ ? ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ?

କନକ ବ୍ୟୁରୋ : ଆସନ୍ତାକାଲି କେନ୍ଦ୍ରରେ ମୋଦି ସରକାରଙ୍କ ଶପଥଗ୍ରହଣ ଉତ୍ସବ । ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ନରେନ୍ଦ୍ର ମୋଦି । ମୋଦିଙ୍କ ମନ୍ତ୍ରିମଣ୍ଡଳ ନେଇ ଚିତ୍ର ଏଯାଏଁ ସ୍ପଷ୍ଟ…

ନବ ଦାସ ଓ ଟୁକୁନି ସାହୁଙ୍କୁ ପ୍ରଥମ ଥରରେ କ୍ୟାବିନେଟ ପାହ୍ୟା। ସେପଟେ ପ୍ରଥମ ଥର ବିଧାୟକ ହୋଇ ୩ ଜଣଙ୍କୁ…

କନକ ବ୍ୟୁରୋ: ଆରମ୍ଭ ହେଲା ନବୀନଙ୍କ ପଂଚମ ଇନିଂସ । ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୧୦ ଚେହେରା । ଏମାନଙ୍କ ମଧ୍ୟରେ ୩ ଜଣଙ୍କୁ ପ୍ରଥମ ଥର ପାଇଁ ନବୀନଙ୍କ କ୍ୟାବିନେଟରେ ସ୍ଥାନ ମିଳିଛି , ୭ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା । ତେବେ ୩ ଜଣ ପ୍ରଥମ ଥର…

ଶପଥ ପୂର୍ବରୁ ମୋଦିଙ୍କୁ ଜେଟଲୀଙ୍କ ଚିଠି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ…

କନକ ବ୍ୟୁରୋ: ମୋଦି ସରକାରଙ୍କ ଶପଥ ସମାରୋହ ଗୋଟିଏ ଦିନ ପୂର୍ବରୁ ମୋଦିଙ୍କୁ ଅରୁଣ ଜେଟଲୀଙ୍କୁ ଚିଠି । ଆଗାମୀ ଶାସନକାଳରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କଲେ ଜେଟଲୀ । ସ୍ୱାସ୍ଥ୍ରଗତ କାରଣ ଦର୍ଶାଇ କିଛି ଦିନ ପାଇଁ ନୂଆ ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ…

ରାହୁଲ ଗାନ୍ଧୀଙ୍କ ବାସଭବନ ଆଗରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆମରଣ ଅନଶନ, ଇସ୍ତଫା ଫେରାଇନେବାକୁ କଲେ ଦାବି

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ନଦିଅନ୍ତୁ ସେଥିପାଇଁ ଦଳର ବଡ ବଡ ନେତାଙ୍କ ଠାରୁ ଆରମ୍ଭ କରି ପାର୍ଟିର କାର୍ଯ୍ୟକର୍ତ୍ତା ତାଙ୍କୁ ମନାଇବାକୁ ଲାଗିଛନ୍ତି । ପାର୍ଟିର ବଡ ବଡ ନେତା ତାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ମନେଇବାକୁ ଚାହୁଁଛନ୍ତି ତ କେଉଁଠି କାର୍ଯ୍ୟକର୍ତ୍ତା…