Daily Archives

May 15, 2019

ଓଲଟା ବାଟରେ ଚାଲିଲେ କି ତଥାଗତ ? ସାକ୍ଷାତକାରରେ ବିଜେଡିକୁ କଲେ ଟାର୍ଗେଟ, କହିଲେ, ଦଳରେ ନାହିଁ ଚିନ୍ତାଧାରାର…

କନକ ବ୍ୟୁରୋ : ସାଂସଦ ତଥାଗତ ଶତପଥି, ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ଏପରି କିଛି କହିଛନ୍ତି, ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ତଥାଗତ କହିଛନ୍ତି, କୌଣସି ଚିନ୍ତାଧାରାକୁ ନେଇ ବିଜେଡି ଗଠିତ ହୋଇନାହିଁ, ଏହା ୱାନ୍ ମ୍ୟାନ୍ ସୋ’ । ନବୀନ ପଟ୍ଟନାୟକଙ୍କ ଉପରେ ଦଳ…

ଆଜି ବି ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ! ପ୍ରବଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ବାତ୍ୟା ଫୋନି ପରେ ତାତିରୁ ମିଳୁନାହିଁ ତ୍ରାହି । ଆଜି ମଧ୍ୟ ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ସୂଚନା ମିଳିଛି । ଟିଟିଲାଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ହୀରାକୁଦ, ତାଳଚେର, ଅନୁଗୁଳ,…

ବାତ୍ୟା ମୁକାବିଲାରେ ରାଜ୍ୟକୁ କେନ୍ଦ୍ରୀୟ ଟିମର ପ୍ରଶଂସା : କହିଲେ, ଭିତ୍ତିଭୂମି ସଜାଡିବା ଲାଗି ରାଜ୍ୟକୁ ସହଯୋଗ କରିବ…

କନକ ବ୍ୟୁରୋ : ଏପଟେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସଚିବଙ୍କ ପ୍ରଶଂସା ଏବଂ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର । ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ , ରାଜ୍ୟ ସରକାରଙ୍କୁ ପ୍ରଶଂସା କରି କହିଛନ୍ତି । ବାତ୍ୟା ପ୍ରଭାବିତଙ୍କ ପାଖରେ…

ମମତାଙ୍କୁ ସମାଲୋଚନା କରି ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା : କହିଲେ, ପଶ୍ଚିମବଙ୍ଗ ଭଳି ବିଜେଡ଼ିଙ୍କ ଶାସନରେ ହେଉନି…

କନକ ବ୍ୟୁରୋ : ଭୋଟ୍ ଗଣତିର ଦିନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଙ୍କ ମଧ୍ୟରେ ଥିବା ସମୀକରଣରେ ସେତିକି ପରିବର୍ତ୍ତନ ଆସିବାରେ ଲାଗିଛି । ନିର୍ବାଚନ ପ୍ରଚାର ବେଳେ ବିଜେଡି ସରକାରକୁ କଡା ସମାଲୋଚନା କରୁଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ୱର ଟିକେ ନରମି…

ଯାଜପୁରରେ କାଳବୈଶାଖୀ ବର୍ଷା ! ଅଧଘଣ୍ଟାଏ କାଚିଲା, ପ୍ରବଳ ବେଗରେ ପବନ ବି ବୋହିଲା

କନକ ବ୍ୟୁରୋ : ବାତ୍ୟା ଫୋନି ପରେ ଯାଜପୁରରେ ପୁଣି ଆଜି ବୈଶାଖୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ପ୍ରବଳ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ସନ୍ଧ୍ୟାବେଳେ ହଠାତ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା । ପବନର ମାତ୍ରା ଏତେ ମାତ୍ରାରେ ଥିଲା ଯେ, ସହରରେ କିଛି ସମୟ ପାଇଁ…

ଫୋନି ତାଣ୍ଡବର ୧୨ ଦିନ ପରେ ପୁରୀରେ ଆରମ୍ଭ ହେଲା ବିଦ୍ୟୁତ ସେବା : ପ୍ରଥମେ ଆଲୋକିତ ହେଲା ଶ୍ରୀମନ୍ଦିର, ସେସୁ…

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ବିଦ୍ୟୁତ ସେବା । ସାମୁଦ୍ରିକ ଝଡ଼ ‘ଫନି’ର ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ବାତ୍ୟାରେ ଉପକୂଳ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା ସହିତ ପୁରୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି…