Daily Archives

May 15, 2019

ଗଞ୍ଜାମ ଓ ଗଜପତି ଇଞ୍ଜିନିୟରଙ୍କୁ ସଲାମ ! ବାତ୍ୟା ପ୍ରଭାବିତ ଅଞ୍ଚଳରେ ୮ ଜେନେରେଟରରେ ୧୮ ପାନୀୟ ଜଳ ପ୍ରକଳ୍ପକୁ କଲେ…

କନକ ବ୍ୟୁରୋ : ବାତ୍ୟା ଫୋନି ଅସ୍ତରଙ୍ଗ ଓ କାକଟପୁରକୁ ଖିନଭିନ୍ କରି ଚାଲିଯିବା ପରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ଭାବେ ଉଭା ହୋଇଛି । ୪ ତାରିଖ ସଂଧ୍ୟାରୁ ପ୍ରାଚୀ ନଦୀରୁ ପାଣି ଆଣି ବିଶୋଧନ କରି ବାତ୍ୟା ବିପନ୍ନଙ୍କୁ ଯୋଗାଉଛନ୍ତି ବିଭାଗୀୟ ଅଧିକାରୀ ।…

ବାତ୍ୟା କ୍ଷୟକ୍ଷତି ସମୀକ୍ଷା ସହ ପୁରୀ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ପ୍ରତି ପରିବାରକୁ ୫୦ କେଜି…

କନକ ବ୍ୟୁରୋ : ପୁରୀରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ପୁରୀବାସୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ । ପ୍ରତି ପରିବାରକୁ ୨.୫ ଲିଟର୍ ଲେଖାଏଁ କିରୋସିନି ପ୍ରଦାନ କରାଯିବ । ୧୦ ଦିନ ଅନ୍ତରରେ ଲୋକଙ୍କ ପାଖକୁ କିରୋସିନି…

ଚଳିତ ସପ୍ତାହରେ ହେବ ବିଧାନସଭା ଭଙ୍ଗ । ଖୁବଶୀଘ୍ର ବସିବ କ୍ୟାବିନେଟ, ନୂଆ ସରକାର ଗଠନ ପାଇଁ ସରକାରୀ ସ୍ତରରେ…

କନକ ବ୍ୟୁରୋ : ୪ଟି ପର୍ଯ୍ୟାୟରେ ଓଡିଶାରେ ନିର୍ବାଚନ ସରିଛି । କେବଳ ପାଟକୁରାକୁ ଛାଡିଦେଲେ ବାକି ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ବୁଥ୍ ଗୁଡିକରେ ସାନି ମତଦାନ ହେବାକୁ ଥିବା ବେଳେ ମେ ୨୩ରେ ଫଳାଫଳ ପ୍ରକାଶ ପାଇବ । ଆଉ ଏସବୁ ଭିତରେ…

ଷାଠିଏ ପ୍ରକାରର ରୋଗକୁ ଦୂର କରେ ସିଝା ବାଦାମ୍ ! ପ୍ରତିଦିନ ଖାଇଲେ ଯିବାକୁ ପଡିବ ନାହିଁ ଡାକ୍ତରଖାନା ।

ସିନେମା ହଲ୍ ହେଉ କିମ୍ବା ଯାତ୍ରା ସମୟରେ ଅଧିକାଂଶ ସମୟରେ ଟାଇମ୍ ପାସ୍ ପାଇଁ ଆମେ ସିଝା ବାଦାମ୍ କିଣି ଖାଇଥାଉ । ଏହି ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହଁ ଏଥିରେ ଅନେକ ପ୍ରକାରର ରୋଗ ନାଶକ ତତ୍ତ୍ୱ ମଧ୍ୟ ମିଳିଥାଏ । ୬୦ ଟି ରୋଗକୁ ନାଶ କରିବାରେ ସହାୟକ ହୁଏ ଏହି…

ଭାରତ ସୀମାରେ ସୁରକ୍ଷା ବଢିବାରୁ ନେପାଳ ବାଟକୁ ଆପଣାଇଲା ପାକିସ୍ତାନ ! ନେପାଳ ବୋର୍ଡର ରାସ୍ତାରୁ ଭାରତକୁ ଆତଙ୍କବାଦୀ…

ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକ୍ ସୀମା ଭିତରେ ଆକ୍ରୋଶ ଆହୁରି ବଢିଯାଇଛି । ଭାରତୀୟ ସେନା ପ୍ରତି ଆକ୍ରମଣ ତଥା ଘୁସପେଠ୍ କୁ ଅସଫଳ କରିବା ପାଇଁ ପ୍ରସ୍ତୁତ ହୋଇରହିଛି । ଏଭଳି ସ୍ଥିିତିରେ ପାକିସ୍ତାନ ଲଗାତାର ଭାରତରେ ପଶିବା ପାଇଁ ନୂଆ ନୂଆ ରାସ୍ତା ଖୋଜୁଛି । ଗୁଇନ୍ଦା ରିପୋର୍ଟ…

ବାତ୍ୟା ଉଜାଡିଦେଲା କୁଳବେଉସା ! ଚିନ୍ତାରେ ମତ୍ସଜୀବୀ ପରିବାର, କେବେ ସଜାଡି ହେବ ପରିବାର

କନକ ବ୍ୟୁରୋ : ଫୋନି ମାଡରେ ଆଣ୍ଠେଇ ପଡିଥିବା ମତ୍ସ୍ୟଜୀବୀ ପୁଣି ଥରେ ଅଂଟା ସଳଖୁଛନ୍ତି । ଝଡ ତୋଫାନରେ ନଷ୍ଟ ହୋଇଯାଇଛି ମାଛମରା ଡଙ୍ଗା ଓ ଜାଲ । ପ୍ରକୃତିର କରାଳ ରୂପରେ କୌଳିକ ବୃତି ପେଶି ହୋଇଯିବା ପର ପେଟ ପାଟଣା ଚିନ୍ତାରେ କାକଟପୁର ଓ ଅସ୍ତରଙ୍ଗର ମତ୍ସ୍ୟଜୀବୀ । ବାତ୍ୟାର ୧୨ ଦିନ ପରେ…