Daily Archives

April 11, 2019

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁରେ ଲେଜର ଲାଇଟ୍, ଗୁମର ଖୋଲିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁ ଉପରେ ଯେଉଁ ଲେଜର ଲାଇଟ୍ ପଡ଼ିବା ଘଟଣାକୁ ଚର୍ଚ୍ଚା ହୋଇଥିଲା, ତାହା ଉପରୁ ପରଦା ଉଠିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳାୟ ତରଫରୁ ମିଳିଥିବା ସ୍ପଷ୍ଟୀ କରଣ ମୁତାବକ, ବିଧିବଦ୍ଧ ଯାଞ୍ଚ କରାଯିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ…

ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ୧୯ କୁରୁକ୍ଷେତ୍ରରେ ବିଜୟ ପାଇଁ ବିଭିନ୍ନ ଜିଲ୍ଲାର ନେତାଙ୍କୁ ନୂଆ ନିଯୁକ୍ତି ଦେଲେ…

କନକ ବ୍ୟୁରୋ: ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ କିଶୋର ତରାଇଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଜିଲ୍ଲା ବିଜେଡି ମହାସଚିବ ଭାବେ ନିଶିକାନ୍ତ ପ୍ରଧାନ ଓ ଜିଲ୍ଲା ବିଜେଡି…

୬ଟା ପର୍ଯ୍ୟନ୍ତ ଧାଡିରେ ଥିଲେ ଭୋଟ ଦେଇପାରିବେ ଭୋଟର । ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି । ଆହୁରି ଅନେକ ସ୍ଥାନରେ ଭୋଟିଂ ଜାରି ରହିଛି । ଏନେଇ ସମସ୍ତ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେଉଛି ବୋଲି…

ଭୋଟଗ୍ରହଣ କେନ୍ଦ୍ରରେ ଇଭିଏମ ଭାଙ୍ଗିଲେ ପ୍ରାର୍ଥୀ । ଗିରଫ କଲା ପୋଲିସ, ଦେଖନ୍ତୁ ଭିଡିଓ ।

ଆନ୍ଧ୍ରପ୍ରଦେଶର ଜନ ସେନା ପାର୍ଟିର ପ୍ରାର୍ଥୀଙ୍କ ଭୋଟଦାନ କେନ୍ଦ୍ରରେ ତୁମୁଳକାଣ୍ଡ । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଥିବା ବେଳେ ଜନ ସେନାର ପ୍ରାର୍ଥୀ ଇଭିଏମ ମେସିନ ଭାଙ୍ଗି ଦେଇଛନ୍ତି । ପରେ ତାଙ୍କୁ ପୋଲିସ ଗିରଫ କରି ନେଇଛି । ପୋଲିସର କହିବା ଅନୁଯାୟୀ, ମଧୁସୂଦନ…

ପଟ୍ଟାଙ୍ଗୀ ପଲିଟିକ୍ସ । କାହାର ପଲା ରହିବ ଭାରି, କାହାକୁ ପଟ୍ଟାଙ୍ଗୀ ପାଇଁ ବାଛିବେ ଭୋଟର ?

କନକ ବ୍ୟୁରୋ: ପଟାଙ୍ଗୀରେ ପରାକ୍ରମ ଦେଖାଇବ କିଏ? କଂଗ୍ରେସର ପୁରୁଣା ଯୋଦ୍ଧାଙ୍କ ସହ ସାମ୍ନାସାମ୍ନି ହୋଇଛନ୍ତି ବିଜେପି-ବିଜେଡିର ନୂଆ ଯୋଦ୍ଧା । ୨୦୦୦ ପରଠାରୁ ବିଜେଡି ୩ ଥର ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ଥରେ ଉଡାଇଛି ବିଜୟ ବାନା । ଏଯାଏଁ ବିଜୟର ସ୍ୱାଦ ଚାଖି ପାରିନି ବିଜେପି ।…

ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଦିନ ୩ଟା ପର୍ଯ୍ୟନ୍ତ ଦେଶର ୯୧ଟି ଲୋକସଭା ଆସନରେ ୫୬ ପ୍ରତିଶତ ମତଦାନ…

କନକ ବ୍ୟୁରୋ : ସାରା ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ଭାଗ ନେଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦେଶର ୯୧ଟି ଲୋକସଭା ଆସନରେ ୫୬ ପ୍ରତିଶତ ମତଦାନ…