Daily Archives

April 17, 2019

ଭାରତର ବିଶ୍ୱକପ ଯୋଦ୍ଧାଙ୍କୁ ଅଭିନେତା ଋଷି କାପୁରଙ୍କ ପ୍ରଶ୍ନ ! କାହିଁକି ଦାଢି ରଖିଛନ୍ତି ସମସ୍ତ ଖେଳାଳୀ ?

ଅନେକ ସମୟରେ ନିଜର ବୟାନ ପାଇଁ କେବେ ଚର୍ଚ୍ଚାରେ ତ କେବେ ବିବାଦରେ ରହିଥାନ୍ତି ଅଭିନେତା ଋଷି କପୁର । ପୂର୍ବରୁ ତାଙ୍କର ଅନେକ ଟୁଇଟ୍‌ ତାଙ୍କୁ ଚର୍ଚ୍ଚାକୁ ଆଣିଥିବା ବେଳେ ଏବେ ସେ ଟିମ୍‌ ଇଣ୍ଡିଆକୁ ନେଇ ଏକ ଅଜବ ପ୍ରଶ୍ନ କରି ଚର୍ଚ୍ଚାରେ ରହିଛନ୍ତି । ସୂଚନା ମୁତାବକ, ସୋମବାର ବିସିସିଆଇ…

୧୨ ବର୍ଷର ବାଳିକା ଜନ୍ମଦିନରେ ଗିଫ୍ଟ ଦେଲେ ବିଏମଡବ୍ଲୁ କାର୍ । ଜାଣନ୍ତୁ ଏତେ ଦାମୀ ଗିଫ୍ଟ ପାଇଁ କେଉଁଠୁ ଆସିଲା…

୧୨ ବର୍ଷ ବୟସରେ ବିଏମଡବ୍ଲୁ କାରର ମାଲିକ । କଥାଟା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କାରଣ ବିଏମଡବ୍ଲୁ କାର କିଣିବା ଜଣେ ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ । ଚାକିରି କରିବାର ଦୀର୍ଘ ବର୍ଷ ପରେ ମଧ୍ୟ ଯେତେବେଳେ ଜଣେ ଲୋକ ସାଧାରଣ ଗାଡିଟିଏ କିଣିବାକୁ ହଜାରେ ଥର ଭାବିଥାଏ ସେଭଳି ସ୍ଥଳେ…

ରାହୁଲଙ୍କ ଇଂରାଜୀ ବୁଝିପାରିଲେନି ଅନୁବାଦକ । ଟ୍ୱିଟ୍ କରି ଟ୍ରୋଲ କଲେ ବିଜେପି ନେତା । କେମିତି ଥିଲା ଅନୁବାଦକଙ୍କ…

ଦକ୍ଷିଣ ଭାରତରେ ନିର୍ବାଚନୀ ପ୍ରଚାର କରୁଥିବା ନେତାମାନଙ୍କର ଅନୁବାଦକ କିଛି ଏଭଳି କାମ କରି ଯାଇଥାନ୍ତି, ଯାହା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥାଏ । ମଙ୍ଗଳବାର କେରଳରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ପାଇଁ ଅନୁବାଦକ ଥିଲେ…

ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଉଦ୍ୟମ! ନିଲମ୍ବିତ ହେଲେ ଆଇଏଏସ ଅଫିସର, ଜାଣନ୍ତୁ ଏହା ପଛର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଉଦ୍ୟମ କରି ନିଲମ୍ବନ ହେଲେ ଆଇଏଏସ ଅଫିସର । ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଧିôକାରୀ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଛି । ଏସପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ…

ଧୋନୀଙ୍କ ବିନା ବ୍ୟାଟିଂରେ ଫେଲ୍ ମାରିଲା ଚେନ୍ନାଇ ! ୧୩୨ ରନରେ ସୀମିତ ରହିଲା ଦଳୀୟ ସ୍କୋର ।

କନକ ବ୍ୟୁରୋ : ଦୀର୍ଘ ଦିନ ପରେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ବିନା ପଡିଆକୁ ଓହ୍ଲାଇଛି ଚେନ୍ନାଇ ସୁପରକିଙ୍ଗସ । ଏବଂ ଧୋନୀଙ୍କ ଅନୁପସ୍ଥିତିରେ ବ୍ୟାଟିଂରେ ଫେଲ୍ ମାରିଛି ଦଳ । ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଦୁଇ…

ଆଜି ବି ଜଳିଲା ଭୁବନେଶ୍ୱର । କ୍ରମାଗତ ୨ୟ ଦିନ ପାଇଁ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ସ୍ମାର୍ଟସିଟି ଭୁବନେଶ୍ୱର…

କନକ ବ୍ୟୁରୋ : ଆଜି ବି ଜଳିଲା ଭୁବନେଶ୍ୱର । କ୍ରମାଗତ ୨ୟ ଦିନ ଧରି ସ୍ମାର୍ଟସିଟି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ ରହିଛି । ଅବଶ୍ୟ ଗତକାଲି ଠାରୁ ତାପମାତ୍ରା କମ ରହିଥିଲେ ମଧ୍ୟ ସର୍ବୋଚ୍ଚ ତାପମାତ୍ରା…