କଂଗ୍ରେସ ପାଇଁ ପ୍ରଚାର କରି ଅଡୁଆରେ ଅଲମ୍ପିକ୍ ପହିଲମାନ । ନରସିଂହ ଯାଦବଙ୍କ ବିରୋଧରେ ରୁଜୁ ହେଲେ ମାମଲା ।
କନକ ବ୍ୟୁରୋ : ନିର୍ବାଚନ ପାଇଁ ସାରା ଦେଶରେ ଚାଲିଛି ଜୋରଦାର ପ୍ରଚାର । ଆଉ ଏହାରି ଭିତରେ କଂଗ୍ରେସ ପାଇଁ ପ୍ରଚାର କରି ଅଡ଼ୁଆରେ ପଡିଛନ୍ତି ପହିଲମାନ ନରସିଂହ ଯାଦବ । ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ନରସିଂହ କଂଗ୍ରେସ ପାଇଁ ପ୍ରଚାର କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଏବେ…