କ୍ଷୀର ପାଇଁ ପାକିସ୍ତାନରେ ପଡିଲା ଚହଳ । ଲିଟର ପିଛା ୧୮୦ରେ ପହଞ୍ଚିଲା ଦର, ମହଙ୍ଗା ମାଡରେ ପାକିସ୍ତାନ ଜନତା…
ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ହେଲେଣି ପାକିସ୍ତାନ ଜନତା । ପନିପରିବା, ପେଟ୍ରୋଲ, ଡିଜେଲର ମହଙ୍ଗା ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିବା ବେଳେ ଏବେ ପୁଣିଥରେ କ୍ଷୀର ଦାମ ବୃଦ୍ଧି ଲୋକଙ୍କୁ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । କରାଚୀ ଡାଏରୀ ଆସୋସିଏସନ ଅଚାନକ…