Daily Archives

April 19, 2019

ଚାଲିଥିଲା ପ୍ରି-ୱେଡିଙ୍ଗ ସୁଟିଂ, ହଠାତ୍ ଡଙ୍ଗାରୁ ଖସି ପଡିଲେ ଦମ୍ପତି । ଦେଖନ୍ତୁ ଭିଡିଓ

ଲୋକମାନେ ନିଜ ନିଜର ବିବାହ ଦିନକୁ ସ୍ମରଣୀୟ କରି ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ପୂର୍ବରୁ କେବଳ ବିବାହ ଦିନକୁ ଉଭୟ ବର-ବଧୂ ମିଶିକରି ଉପଭୋଗ କରୁଥିବା ବେଳେ ଏବେ ପ୍ରି- ୱେଡିଙ୍ଗ ଏବଂ ପୋଷ୍ଟ- ୱେଡିଙ୍ଗ ଭଳି ଜିନିଷ ଲୋକପ୍ରିୟ ହେଲାଣି । ଏହି ସମୟରେ ଉଭୟ ବର-ବଧୂ ପରସ୍ପର…

ତିହାର ଜେଲରେ ଥିବା କଏଦୀଙ୍କ ସାଂଘାତିକ ଅଭିଯୋଗ । କହିଲେ, ଗରମ ମେଟାଲ ରଖି ଚେଙ୍କ୍ ଦେଲେ, ମୋ ପିଠିରେ ଓମ୍ ଲେଖିଲେ…

ଦିଲ୍ଲୀର ତିହାର ଜେଲରେ ପୋଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତିହାର ଜେଲରେ ଜଣେ ମୁସଲିମ କଏଦୀଙ୍କ ପିଠିରେ ଓମ ଲେଖାଥିବା ଟାଟୁ ଅଙ୍କିତ କରାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି ପୀଡିତ ବ୍ୟକ୍ତି ଜଣକ ଏହି ମାମଲାର ଅଭିଯୋଗ ଥାନାରେ କରିଛନ୍ତି । ପୀଡିତ…

ପୁଣି ମୋଦିଙ୍କ ଉପରେ ବୟାନ୍ ରଖିଲେ ସିଦ୍ଧୁ । କହିଲେ, ମୋଦିଙ୍କ ପ୍ରତିଶ୍ରୁତି ବାଉଁଶ ଭଳି ଫମ୍ପା, ରାହୁଲଙ୍କର ଆଖୁ ଭଳି…

କନକ ବ୍ୟୁରୋ : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁ ପୁଲଓ୍ଵାମା ଆକ୍ରମଣ ପରଠାରୁ ହିଁ ଅଧିକ ବିବାଦରେ ରହି ଆସିଛନ୍ତି । ଲୋକେ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ ମଧ୍ୟ ସେ ଖୁଲମଖୁଲା ଭାବରେ ନିଜର ବୟାନ ରଖିବାକୁ ପଛାଉ ନାହାନ୍ତି । ଗତ କିଛି ଦିନ ମଧ୍ୟରେ ସେ…

କୋହଲିଙ୍କ ଜବରଦସ୍ତ କମବ୍ୟାକ୍ ! ଇଡେନ୍ ଗାର୍ଡେନରେ ଛକା ଚୌକାର ବର୍ଷା କଲା ବାଙ୍ଗାଲୋର, କୋଲକାତା ପାଇଁ ୨୧୪ ରନର…

କନକ ବ୍ୟୁରୋ : ଐତିହାସିକ ଇଡେନ୍ ଗାର୍ଡେନରେ ଛକା ଚୌକାର ବର୍ଷାର କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଇପିଏଲର ୩୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ । ଟସ୍ ଜିତି ପ୍ରଥମେ କୋଲକାତା ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ…

ଅ‘ଗଣତନ୍ତ୍ର’ ଗୁଳିରେ ଆଖି ବୁଜିଲା ୪ ମାସର ଗର୍ଭସ୍ଥ ସନ୍ତାନ । ଅଶୁଭ ସଞ୍ଚରେ ଅଟକିଲା ସଂଯୁକ୍ତାଙ୍କର ସବୁ ସ୍ୱପ୍ନ ।

କନକ ବ୍ୟୁରୋ : ସେମାନେ ବିବାହ କରିଥିଲେ । ସୁନାର ସଂସାର ଗଡି ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ । ହେଲେ ବୋଧହୁଏ ଜଗତକର୍ତାଙ୍କୁ ଏହା ମଞ୍ଜୁର ନଥିଲା । ମାଓବାଦୀଙ୍କ ଗୁଳିର ଶିକାର ହେବା ପରେ ଏବେ ଭାଙ୍ଗିପଡିଛି ଗୋଟିଏ ପରିବାର । ଗଣତନ୍ତ୍ରର ସାହସୀ ସିପାହୀ ସଂଯୁକ୍ତା ଦିଗଲଙ୍କ ଅଚାନକ…

ଓଡିଶାରେ ବଲିଉଡ୍ ଷ୍ଟାରଙ୍କ ପ୍ରଚାର ! ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ଅଫତାବ୍ ଓ ଅମିଷା ପଟେଲ୍ ।

କନକ ବ୍ୟୁରୋ : ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କସରତ । କମ୍ପୁଛି ପ୍ରଚାର ମଇଦାନ । ଭୋଟ ହାତେଇବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ…