Daily Archives

April 24, 2019

ମୂଳପୋଛ ହେବ ମ୍ୟାଲେରିଆ ରୋଗ । ବଜାରକୁ ଆସିଲା ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା

ମ୍ୟାଲେରିଆ ରୋଗ ପାଇଁ ବଜାରକୁ ଆସିଲା ବିଶ୍ୱର ପ୍ରଥମ ଟିକା । ମଲାଓ୍ୱି  ପ୍ରଥମେ ଏହାକୁ ଲଞ୍ଚ କରିବାକୁ ଚାହୁଁଥିବା ବେଳେ ଏହି ନିଷତ୍ତିକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପାଇଲଟ୍ ଯୋଜନା ଆକାରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଏହି ଟିକାର ନାଁ ରହିଛି ଆରଟିଏସ୍, ଏସ୍ ।…

ନିର୍ବାଚନୀ ଋତୁରେ ଅବକାରୀ ବିଭାଗ-ପୋଲିସର ଚଢାଉ । ଜବତ ହେଲାଣି ୪ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ମଦ 

କନକ ବ୍ୟୁରୋ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରରେ ଶେଷ ହୋଇଛି । ଶେଷ ବା ଚତୁର୍ଥ ପର୍ଯ୍ୟାୟରେ କେବଳ ପାଟକୁରାକୁ ଛାଡିଦେଇ ୬ ଲୋକସଭା ଓ ଏହା ଅଧୀନରେ ଥିବା ବିଧାନସଭା ଆସନରେ ଭୋଟଗ୍ରହଣ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଛି । ଏସବୁ ଭିତରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ…

ବେଲଗାମ ତୁଣ୍ଡ ପାଇଁ ବିବାଦରେ ବିଜେପି ନେତା । କହିଲେ, ଆତଙ୍କବାଦୀ ହେଉଛନ୍ତି ତ୍ୟାଗ ଓ ବଳିଦାନର ପ୍ରତୀକ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କମର କଷୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏପରିକି ପରସ୍ପରକୁ ଟାର୍ଗେଟ କରିବାକୁ ମଧ୍ୟ ଭୁଲୁନାହାନ୍ତି । ଆଉ ଏଭଳି ତତଲା ମାହୋଲର ଆଉ ଟିକିଏ ତାତି ବଢାଇ ଦେଇଛନ୍ତି ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ରାକେଶ…

ଖୁବଶୀଘ୍ର ଜାରି ହେବ ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ । ରିଜର୍ଭ ବ୍ୟାଙ୍କ୍ ଦେଲା ସୂଚନା

୨୦୦ ଓ ୫୦୦ ଟଙ୍କିଆ ନୂଆ ନୋଟ ଖୁବଶୀଘ୍ର ଜାରି କରିବ ଆରବିଆଇ । କିଛି ପରିବର୍ତ୍ତନ ସହ ଏହି ନୂଆ ନୋଟ ଜାରି କରାଯିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରିଜର୍ଭ ବ୍ୟାଙ୍କ ମୁତାବିକ, ମହାତ୍ମା ଗାନ୍ଧି ସିରିଜରେ ନୂଆ ନୋଟ ଲଞ୍ଚ କରାଯିବ । ଅଥାର୍ତ ଏହି ନୂଆ ନୋଟରେ ମହାତ୍ମା ଗାନ୍ଧିଙ୍କ…

ଚତୁର୍ଥ ପର୍ଯ୍ୟାୟ ପାଇଁ ନବୀନଙ୍କ ମାରାଥନ ପ୍ରଚାର । ବାଲେଶ୍ୱରରୁ ବାରିପଦା ନବୀନ କଲେ ରୋଡ ସୋ’ । ନିର୍ବାଚନ ସଭାରୁ…

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଆଉ ବିଜେଡି ଶିବିରରୁ ପ୍ରଚାର ମଙ୍ଗ ଧରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବାଲେଶ୍ୱର ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ରରେ ପ୍ରଚାର କରୁଛନ୍ତି…