Daily Archives

April 11, 2019

ହରିଦ୍ୱାରରୁ ମତଦାନ ଦେଲେ ଯୋଗଗୁରୁ ବାବା ରାମଦେବ ! ଭୋଟ୍ ଦେବା ପରେ ଏଭଳି ରଖିଲେ ପ୍ରତିକ୍ରିୟା । 

ଯୋଗ ଗୁରୁ ବାବା ରାମଦେବ ହରିଦ୍ୱାରରୁ ତାଙ୍କ ମତାଦାନ କରିଛନ୍ତି। ଏପ୍ରିଲ୍ ୧୧ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନରେ ନିଜର ମତଦାନ କରିଛନ୍ତି ରାମଦେବ ବାବା। ଭୋଟ୍ ଦେଇସାରିବା ପରେ ରାମଦେବ କହିଛନ୍ତି, ‘ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ବିଷୟବସ୍ତୁ। ଯଦିଓ ବେରୋଜଗାରୀ,…

ଗୁଣୁପୁର ପାଇଁ ବଳ କଷାକଷି । ଭୋଟ୍ ଦେଉଛନ୍ତି ଜନତା, ୧୯ କୁରୁକ୍ଷେତ୍ରରେ ଗୁଣୁପୁର ଦଖଲ କରିବ କିଏ ?

କନକ ବ୍ୟୁରୋ: ଓଡ଼ିଶା ଦେଉଛି ଭୋଟ୍ । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ଜନତା । କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଗୁଣୁପୁର ବିଧାନସଭା ଗଡ ଦଖଲ କରିବ କିଏ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷିକଷି । କାରଣ ପ୍ରଥମ ପର୍ଯ୍ୟାୟ ମତଦାନରେ ଏଯାବତ୍ ଭୋଟ୍ ଦେଉଛନ୍ତି ଜନତା । ଆଉ ଗୁଣୁପୁର…

ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ଆଗକୁ ଆସିଲେ ଚୀନ୍ ଏବଂ ମିଆଁମାର ସୀମାରେ ମୁତୟନ ଥିବା ଭାରତୀୟ ସେନାର ଯବାନ !

୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର‌୍ୟ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି କ୍ରମରେ ଦେଶର ଚୀନ୍ ଓ ମିଆଁମାର ସୀମାନ୍ତର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତୀୟ ସେନା ବାହିନୀର ଯବାନମାନେ ସେମାନଙ୍କର ମତଦାନ ଅଧିକାର ମତଦାନର ଦିନକ ପୂର୍ବରୁ ଗତକାଲି (ବୁଧବାର) ଠାରୁ ସାବ୍ୟସ୍ତ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି । ଦିନ ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ।

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଦିନ ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଛି । ବହ୍ମପୁରଠାରେ ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି ମୋହନାରେ ୫୪ ପ୍ରତିଶତ…

ଭୋଟଗ୍ରହଣ ସମୟରେ ଶାମଲୀ ମତଦାନ କେନ୍ଦ୍ରରେ ଫାଙ୍କା ଗୁଳିଚାଳନା । ବିନା ଭୋଟର ଆଇଡି କାର୍ଡରେ ଭୋଟ ଦେବାକୁ ଅଡି…

କାଇରାନା ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଶାମଲୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ପୋଲିଂ ବୁଥରେ ଗୁଳିଚାଳନା ହୋଇଛି । ସୂଚନା ଅନୁଯାୟୀ, ଏଠାରେ କିଛି ଲୋକ ଭୋଟର ଆଇଡି କାର୍ଡ ବିନା ମତଦାନ କରିବାକୁ କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଭୋଟ ଦେବାରୁ ବାରଣ କରାଯିବାରୁ…

ଭୋଟ୍ ଦେଉଛି ଓଡ଼ିଶା । ବିଷମକଟକରେ ବାଜି ମାରିବ କିଏ ? କାହାକୁ ଭରସିବେ ଭୋଟର ।

କନକ ବ୍ୟୁରୋ: ବିଷମ କଟକରେ ବଡ ବିଜୟ ହାସଲ କରିବ କିଏ? ଜଗନ୍ନାଥଙ୍କ ହାତରେ ବିଜେଡି କମାଣ, କଂଗ୍ରେସର ନେତୃତ୍ୱ ନେଉଛନ୍ତି ନୀଳମାଧବ । ବିଜେପିକୁ ସାହା ଶିବଶଙ୍କର । ୨୦୦୦ ପରଠାରୁ କଂଗ୍ରେସ ଓ ବିଜେଡି ୨ଥର ବିଜୟ ଧ୍ୱଜା ଉଡାଇଥିବା ବେଳେ ଖାତା ଖୋଲିପାରିନାହିଁ ବିଜେପି । ଭୋଟରମାନେ ମତଦାନ…