Daily Archives

April 3, 2019

ନବରଙ୍ଗପୁର ନିର୍ବାଚନୀ ନୌକାରେ ୩ ମାଝୀ । କାହାକୁ ଭରସି ନିର୍ବାଚନୀ ବୈତରଣୀ ପାର କରାଇବେ ଜନତା ଜନାର୍ଦ୍ଦନ, ଜାଣନ୍ତୁ…

କନକ ବ୍ୟୁରୋ : ନବରଙ୍ଗପୁର ଲୋକସଭା ଆସନ ଜିତିବ କିଏ ? ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳର ଯୋଦ୍ଧା, ବିଜେଡି ହାତରୁ ନବରଙ୍ଗପୁର ଆସନ ଛଡାଇ ନେବାକୁ କଂଗ୍ରେସ କରୁଛି କସରତ । ୧୦ ବର୍ଷ ପରେ ନବରଙ୍ଗପୁରରେ ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି ବିଜେପି । ଦିଲ୍ଲୀ ଲଢେଇ ପାଇଁ ବିଜେଡି ଏଠାରେ ରମେଶ…

ଗରିବୀ ଉପରେ ପ୍ରହାର, କଂଗ୍ରେସ ସରକାର ? କଂଗ୍ରେସର ପ୍ରତିଶ୍ରୁତି ପତ୍ରକୁ କୁକୁଡା ଉପାଖ୍ୟାନ ସହ ତୁଳନା କଲା ବିଜେପି ।

କନକ ବ୍ୟୁରୋ : ଗରିବୀ ଉପରେ ପ୍ରହାର ୭୨ ହଜାର । ଏଥର କେନ୍ଦ୍ରରେ କଂଗ୍ରେସ ସରକାର ।  କଂଗ୍ରେସର ମିଶନ୍- ୨୦୧୯ । ପ୍ରତିଶ୍ରୁତି ପତ୍ର ଜରିଆରେ ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଦଳ ତାର ଆଭିମୁଖ୍ୟ ସ୍ଥିର କରିସାରିଛି । କୃଷକ, ସେନା, ରୋଜଗାର ପରି ୫ଟି ବିନ୍ଦୁ ଉପରେ କଂଗ୍ରେସର ନିର୍ବାଚନୀ…

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ବସ୍ତାରୁ ରଘୁନାଥଙ୍କୁ ପ୍ରାର୍ଥୀ କଲା ଦଳ, ଜାଣନ୍ତୁ ବାକି ଆସନରୁ କାହାକୁ ମିଳିଲା…

କନକ ବ୍ୟୁରୋ : ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ ରଘୁନାଥ ମହାନ୍ତି, ଭୋଗରାଇରୁ ମାନସ ମହାନ୍ତି ଓ ନିଆଳିରୁ ଛବି ମଲ୍ଲିକଙ୍କୁ…

ଟିଭି ଚେହେରାଙ୍କୁ ମିଳିଲାନି ଟିକେଟ୍! ଟିଭି ପରଦାରେ ଦଳ ପାଇଁ ଲଢ଼ୁଥିଲେ, ନିର୍ବାଚନ ମଇଦାନରେ ମିଳିଲାନି ସୁଯୋଗ

କନକ ବ୍ୟୁରୋ : ଟିଭି ଚେହେରାଙ୍କୁ ମିଳିଲା ନାହିଁ ଟିକେଟ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଯେଉଁମାନେ ବର୍ଷ ତମାମ  ଟିଭିରେ ଚେହେରା ବନିଥିଲେ, ସେମାନେ କିନ୍ତୁ ଏଥର ଟିକେଟ ପାଇ ନାହାନ୍ତି । ପ୍ରଶ୍ନ ଉଠୁଛି ଟିଭି ଷ୍ଟୁଡିଓରେ ଲଢେଇ କରୁଥିବା ନେତାଙ୍କୁ କାହିଁକି ମୈଦାନରେ…

ରୋଚକ ମୋଡରେ ପୁରୀ ଲୋକସଭା ଲଢ଼େଇ! ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଚ୍ୟାଲେଂଜ ଦେଲେ ସାଂସଦ ପିନାକୀ ମିଶ୍ର,…

କନକ ବ୍ୟୁରୋ : ପୁରୀ ଲୋକସଭା ଆସନରେ ଏଥର ହେଭିୱେଟ ଲଢେଇ । ଆଜି ଶୋଭାଯାତ୍ରାରେ ଯାଇ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ନାମାଙ୍କନ ଦାଖଲ କରିଛନ୍ତି । ଆଉ ପିନାକୀ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କଟାକ୍ଷ କରି ବିତର୍କର ଆହ୍ୱାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ବିଜେପିର…

ଗୁଣୁପୁରରେ ପୁଅ ପାଇଁ ପ୍ରଚାର ମୈଦାନରେ ମାଆ ହେମା, ସୁନ୍ଦରଗଡରେ ସାନ ଝିଅର ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ପ୍ରଚାର…

କନକ ବ୍ୟୁରୋ : ନିଜ ସନ୍ତାନଙ୍କ ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବାପା ଓ ମାଆ । ରାଜ୍ୟ ରାଜନୀତିରେ ନିଜର ଛାପ ଛାଡିବା ପରେ ଏବେ ନିଜ ପୁଅ ଓ ଝିଅକୁ ରାଜନୀତିରେ ନୂଆ ପରିଚୟ ଦେବା ପାଇଁ ବଡ ବଡ ହେଭିୱେଟ ନେତା କମର କଷିଛନ୍ତି । କୋରାପୁଟ ଓ ସୁନ୍ଦରଗଡରେ…