Daily Archives

April 7, 2019

ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ । ୬୮ ବର୍ଷ ବୟସରେ ପରଲୋକ, ୧୨ ହଜାର ଗୀତର କରିଥିଲେ କମ୍ପୋଜ୍ ।

କନକ ବ୍ୟୁରୋ : ବିଶିଷ୍ଟ ସଂଗୀତଜ୍ଞ ବାସୁଦେବ ରଥଙ୍କ ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । କଟକର ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରିଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁ ସଂପର୍କରେ ପରିବାର ପକ୍ଷରୁ ସୂଚନା ଦିଆଯାଇଛି…

୨୦୧୯ ନିର୍ବାଚନ, ବିଜେଡିରେ ପ୍ରଥମ । ଘୋଷଣା ହୋଇଥିଲା ସୁରେନ୍ଦ୍ରଙ୍କ ନାଁ, ଟିକେଟ ନେଲେ ତୁଷାରକାନ୍ତି ।

କନକ ବ୍ୟୁରୋ : ୧୪୭ ବିଧାନସଭା ଆସନ ମଧ୍ୟରୁ ୧୪୬ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । କେବଳ କେନ୍ଦ୍ରାପଡାକୁ ବାଦ୍ ଦେଲେ ବାକି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି । ବିଜେପି ଛାଡି…

ଅନୁଭବଙ୍କ ଟାର୍ଗେଟରେ ବାବୁସାନ ! କହିଲେ ଟଙ୍କା ନେଇ କରୁଛନ୍ତି ପ୍ରଚାର, ‘ରିଲ୍ ହିରୋ’ ଆକ୍ଷେପର ରଖିଲେ ଜବାବ । 

କନକ ବ୍ୟୁରୋ : ନିର୍ବାଚନ ମଇଦାନରେ ଷ୍ଟାରଙ୍କ ଯୁଦ୍ଧ । ୨୦୧୯ ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ବୟାନବାଜି ସେତିକି ବଢିବାରେ ଲାଗିଛି । ଆଉ ଏହାରି ଭିତରେ ସରଗରମ ହୋଇଛି କେନ୍ଦ୍ରାପଡା ରାଜନୀତି । କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଭାବେ ବିଜେଡି ଟିକେଟରୁ ଲଢୁଥିବା ଅନୁଭବ ମହାନ୍ତି ଆଜି…

ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ । ୫ ଦିନ ପୂର୍ବେ ପଦ୍ମ ଛାଡିଥିଲେ, ଏବେ ବିଜେଡି ଦେଲା ଟିକେଟ ।

କନକ ବ୍ୟୁରୋ : ପଦ୍ମ ଛାଡିଥିଲେ, ପୁରସ୍କାର ପାଇଲେ । ଗତ ୫ ଦିନ ପୂର୍ବେ ବିଜେପି ଟିକେଟ ପାଇ ଦଳ ଛାଡିଥବା ତୁଷାରକାନ୍ତି ବେହେରା ବିଜେଡିରେ ଯୋଗ ଦେଇଥିଲେ । ଆଉ ଆଜି କାକଟପୁର ଆସନ ପାଇଁ ବିଜେଡି ଟିକେଟ ହାତେଇଛନ୍ତି ତୁଷାର । ପୂର୍ବରୁ ଏହି ଆସନରେ ବିଧାୟକ ଥିବା ସୁରେନ୍ଦ୍ରଙ୍କୁ ଟିକେଟ…

କେନ୍ଦ୍ରାପଡାରେ ଛିଣ୍ଡୁଛି ପଦ୍ମ ପାଖୁଡା ।ଯୁଦ୍ଧ ପୂର୍ବରୁ ପୂର୍ବରୁ ଯୋଦ୍ଧା ଛାଡୁଛନ୍ତି ଗେରୁଆ କ୍ୟାମ୍ପ, ବିଜେପିକୁ…

କନକ ବ୍ୟୁରୋ : କେନ୍ଦ୍ରାପଡାରେ ବଢି ଚାଲିଛି ବିଜେପି କନ୍ଦଳ । ଦିନକୁ ଦିନ ଖସୁଛି ପଦ୍ମ ପାଖୁଡା । ପୂରା ରାଜ୍ୟର ନଜର କେନ୍ଦ୍ରାପଡା ଉପରେ ରହିଥିବା ବେଳେ ଏବେ ବିଜେପି ଶିବିରର ସିପାହୀ ନିର୍ବାଚନର ଠିକ୍ ପୂର୍ବରୁ ଗେରୁଆ କ୍ୟାମ୍ପ ଛାଡିବା ଆରମ୍ଭ କଲେଣି । ଯାହା ଏବେ କେନ୍ଦ୍ରାପଡା…