Daily Archives

April 22, 2019

ଭାଇଙ୍କ ପାଇଁ ଭଉଣୀଙ୍କ କସରତ । ଆମେଠିରେ ସ୍ମୃତି ଓ ମୋଦିଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା, ଭାଇ ରାହୁଲଙ୍କ ପାଇଁ କଲେ…

କନକ ବ୍ୟୁରୋ : ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ଆଉ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ସରଗରମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଆଜି ଆମେଠିରେ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଭାଇ ରାହୁଲ ଗାନ୍ଧିଙ୍କ ସପକ୍ଷରେ ପ୍ରଚାର…

ପୁଣି ନିର୍ବାଚନୀ ହିଂସା । ଚାନ୍ଦବାଲିରେ ବିଜେଡିର ପ୍ରଚାର ବେଳେ ବିରୋଧୀ ଗୋଷ୍ଠୀର ଆକ୍ରମଣ, ଜଣେ ଗୁରୁତର ଆହତ ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଗୋଟିଏ ସପ୍ତାହ ବାକି ଥିବା ବେଳେ ନିର୍ବାଚନ ପ୍ରଚାରରେ ପ୍ରମୁଖ ୩ଟି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ ପ୍ରଚାର ବେଳେ ଏବେ ନିର୍ବାଚନୀ ହିଂସାର ଖବର ସାମ୍ନାକୁ ଆସୁଛି । ଏସବୁ ଭିତରେ ଚାନ୍ଦବାଲିର ବାଂଶଡ଼ା…

ବିବାଦୀୟ ବୟାନ୍ ଦେଇ ଅଡୁଆରେ ସିଦ୍ଧୁ । ତିନି ଦିନ ପାଇଁ କରି ପାରିବେନି ନିର୍ବାଚନ ପ୍ରଚାର, କଟକଣା ଲଗାଇଲେ ନିର୍ବାଚନ…

କନକ ବ୍ୟୁରୋ : କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଲାଗିଲା କଟକଣା । ତିନି ଦିନ ପାଇଁ ଅର୍ଥାତ ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରି ପାରିବେନି ସିଦ୍ଧୁ । ଏହି କଟକଣା ଳଗାଇଛନ୍ତି ନିର୍ବାଚନ କମିଶନ୍ । ଧର୍ମୀୟ ଆଧାରରେ ଭୋଟ୍ ମାଗିବା ନେଇ ଅଭିଯୋଗ ହେବା ପରେ ଏପରି କଟକଣା…

ରାଜନୀତିରେ ଛାତ୍ର-ଶିକ୍ଷକ ଲଢେଇ । ପ୍ରିୟ ଛାତ୍ର ଶ୍ରଦ୍ଧାକର ସୂପକାରଙ୍କ ସହିତ ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ…

କନକ ବ୍ୟୁରୋ : ( ସ୍ୱରାଜ ମିଶ୍ର ) : ଶିଳ୍ପପତି ବଂଶୀଧର ପଣ୍ଡା ଓଡ଼ିଶାରେ ଏକ ପରିଚିତ ନାମ । ସେ ନିଜେ କେବେ ନିର୍ବାଚନ ରାଜନୀତିକୁ ଓହ୍ଲାଇ ନାହାନ୍ତି ସତ, ମାତ୍ର ତାଙ୍କ ପରିବାରର ଅନ୍ୟମାନେ ରାଜନୀତିରେ ବେଶ୍‍ ସକ୍ରିୟ ରହିଛନ୍ତି । ତାଙ୍କର ପୁଅ ଏକାଧିକବାର ରାଜ୍ୟସଭା ଓ ଲୋକସଭାର…

ଭାରତକୁ ଝଟକା ଦେଲା ଆମେରିକା । ମେ’ ୨ରୁ ଇରାନ ଠାରୁ ତୈଳ ଆମଦାନୀ ବନ୍ଦ ନ କଲେ ଆମେରିକା ଲଗାଇବ କଟକଣା

ଇରାନ ଠାରୁ ତେଲ ଆମଦାନୀ କରିବା ଏବେ ଭାରତ ପାଇଁ ମହଙ୍ଗା ପଡିପାରେ । କାରଣ ଇରାନ ଠାରୁ ତେଲ ଆମଦାନୀ କରୁଥିବା ପ୍ରତ୍ୟେକ ଦେଶ ଉପରେ ଏବେ ଆମେରିକା ପକ୍ଷରୁ କଟକଣା ଲାଗିବା ନେଇ ଆଶଙ୍କା ଦେଖାଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଠାରୁ କଞ୍ଚା ତେଲ କିଣୁଥିବା ଦେଶ ଗୁଡିକୁ…

ଦିଲ୍ଲୀର ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବ ଦିଲ୍ଲୀରୁ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଗୌତମ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ଦୁଇଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପୂର୍ବ ଦିଲ୍ଲୀରୁ ଏଥର ବିଜେପି ଟିକେଟରେ ଲଢିବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ…