Daily Archives

March 24, 2019

ଆସିକା ଆସନ ଉପରେ ଅଟକିଛି ଆଖି! ନବୀନଙ୍କ ପ୍ରଥମ ନିର୍ବାଚନୀ କ୍ଷେତ୍ରରୁ ଭାଗ୍ୟ ପରୀକ୍ଷା କରିବେ ଦୁଇ ମହିଳା ।

କନକ ବ୍ୟୁରୋ: ଆସିକା ଲୋକସଭା ଆସନ ଉପରେ ସମସ୍ତଙ୍କ ଆଖି ଅଟକି ରହିଛି । କାରଣ ଚଳିତ ନିର୍ବାଚନରେ ଆସିକା ଆସନରୁ ନିଜର ରାଜନୈତିକ ଇନିଂସର ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ମହିଳା । ଏହି ଦୁଇ ମହିଳାଙ୍କ ମଧ୍ୟରେ ଅଛନ୍ତି ବିଜେଡିର ପ୍ରମିଳା ବିଶୋୟୀ ଏବଂ ବିଜେପିର ଅନିତା ପ୍ରିୟଦର୍ଶିନୀ ।…

ୱାର୍ନରଙ୍କ ଦମଦାର କମବ୍ୟାକ୍ ! କୋଲକାତା ବିପକ୍ଷରେ ହାସଲ କଲେ ଅର୍ଦ୍ଧଶତକ ।

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବାସନ୍ଦ ହେବା ପରେ ଜବରଦସ୍ତ କମବ୍ୟାକ୍ କରିଛନ୍ତି ଡେଭିଡ୍ ୱାର୍ନର । ଆଜି ଆଇପିଏଲରେ ଖେଳାଯାଉଥିବା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳୀ । ରିପୋର୍ଟ ଲେଖାଯିବା ସମୟ…

ପଦ୍ମ ଧରିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କଟକରୁ ହୋଇପାରନ୍ତି ପ୍ରାର୍ଥୀ

କନକ ବ୍ୟୁରୋ : ପଦ୍ମ ଧରିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ପ୍ରକାଶ ଗେରୁଆ ଶିବିରକୁ ଏଣ୍ଟ୍ରି ମାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଲୋକପ୍ରିୟ ଡ୍ୟାନସର ସପନା ଚୌଧୁରୀଙ୍କ ୟୁ ଟର୍ଣ୍ଣ ! କଂଗ୍ରେସରେ ଯୋଗ ଦେବା ଖବରକୁ କଲେ ଖଣ୍ଡନ, ରାଜନୀତିରେ ରଖିବେନି…

କନକ ବ୍ୟୁରୋ : କଂଗ୍ରେସରେ ଯୋଗ ଦେବେ ନାହିଁ ହରିଆଣାର ଲୋକପ୍ରିୟ ଗାୟିକା ଓ ଡାନ୍ସର ସପନା ଚୌଧୁରୀ । ପୂର୍ବରୁ ସପନା କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଥିଲା । ତେବେ ସମସ୍ତ ପ୍ରକାର ଚର୍ଚ୍ଚାରେ ଅନ୍ତ ଘଟାଇ ସେ କଂଗ୍ରେସରେ ଯୋଗ ଦେଉନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏକାଧିକ…

ନେତାଙ୍କୁ ଜନତାଙ୍କ ଚେତାବନୀ ! ମୌଳିକ ସମସ୍ୟାର ସମାଧାନ ନହେଲେ ଭୋଟବର୍ଜନ କରିବେ ଗ୍ରାମବାସୀ ।

କନକ ବ୍ୟୁରୋ : ମୌଳିକ ସମସ୍ୟାର ସମାଧାନ ନହେଲେ ଭୋଟବର୍ଜନ କରିବେ ଗ୍ରାମବାସୀ । ଏପରିକି ନିର୍ବାଚନୀ ପ୍ରଚାର ପାଇଁ ନେତାଙ୍କୁ ସାହି ମଧ୍ୟକୁ ପ୍ରବେଶ କରାଇ ଦିଆଯିବନାହିଁ । କିଛି ଏଭଳି ଦାବି ସହ ଭୋଟବର୍ଜନର ନିଷ୍ପତି ନେଇଛନ୍ତି ସାଲେପୁର ପୋଷ୍ଟ ଅଫିସ ଛକ ନିକଟରେ ଥିବା ଶୁଖୁଆ ସାହି…

ପ୍ରଚାର ମୈଦାନରେ ବିରୋଧୀଙ୍କୁ ନବୀନଙ୍କ ନିଶାନା । କହିଲେ, ଆମର ରିମୋଟ୍ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ହାତରେ ।

କନକ ବ୍ୟୁରୋ: ୧୯ ନିର୍ବାଚନୀ କୁରୁକ୍ଷେତ୍ର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲା ବିଜେଡି । ବିଜେଡି ସୁପ୍ରିମୋ କହିଲେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ଅବହେଳା କରିଛି କେନ୍ଦ୍ର । ଓଡ଼ିଶା ବିଜେପି ନେତାମାନେ କେନ୍ଦ୍ରୀୟ ଅବହେଳାକୁ ଭଲଭାବେ ଜାଣିଛନ୍ତି । କିନ୍ତୁ ସେମାନେ ତାଙ୍କ…