Daily Archives

March 24, 2019

ରାହୁଲଙ୍କ ପିଛା ଛାଡୁନାହାନ୍ତି ସ୍ମୃତି ! କଂଗ୍ରେସ ଅଧ୍ୟକ୍ଷଙ୍କୁ କଡା ଟକ୍କର ଦେବାକୁ କେରଳ ୱାଇନାଡ ସିଟରୁ ମଧ୍ୟ…

କନକ ବ୍ୟୁରୋ : ଆମେଠି ବ୍ୟତୀତ କେରଳ ୱାଇନାଡ୍ ଲୋକସଭା ସିଟରୁ ରାହୁଲ ଗାନ୍ଧୀ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଏବେ ସରଗରମ ହୋଇଛି ରାଜନୀତି । ଏହି ଆସନରୁ ସ୍ମୃତି ଇରାନୀ ମଧ୍ୟ ଲଢିବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ତେବେ ସବୁଠାରୁ ବଡ କଥା ହେଉଛି ୱାଇନାଡ୍ ଲୋକସଭା ସିଟରୁ…

‘ହାତ’ ଛାଡି ‘ଶଂଖ’ ଧରିଲେ ବରିଷ୍ଠ କଂଗ୍ରେସ ନେତା ଜାତିୟା ମୁଣ୍ଡା । ଦଳୀୟ ଟିକେଟ…

କନକ ବ୍ୟୁରୋ: କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଜାତିୟା ମୁଣ୍ଡା । ୩୫ ଜଣ କର୍ମୀଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି ଜାତିୟା ମୁଣ୍ଡା । କଂଗ୍ରେସ ଟିକଟ ନ ମିଳିବାରୁ ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ୍ ଚେୟାରମ୍ୟାନ ଜାତିୟା ମୁଣ୍ଡା ନିଜ…

୧୯ କୁରୁକ୍ଷେତ୍ର ପାଇଁ ବିଜେପିକୁ ଲୋଡ଼ା ବିଜୟଙ୍କ ସାଥ୍ । ବିଜୟଙ୍କୁ ଘର ବାହୁଡା଼ଇବା ପାଇଁ ଆଜି ରାତିରେ ବସିବ ଚୂଡ଼ାନ୍ତ…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ରାଜନୀତି ପାଣିପାଗ ସେତେ ବଦଳିବାରେ ଲାଗିଛି । ଆଉ ରାଜନୀତି ସମୀକରଣ କେତେବେଳେ କ’ଣ ହେବ ତାହା ଆକଳନ କରିବା ମୁସ୍କିଲ । ଏହାର ଉଦାହରଣ ହେଉଛି ଯେ, ନିକଟରେ ବିଜେପିକୁ ବାଏ ବାଏ କହିଥିବା ରାଜ୍ୟ ରାଜନୀତିର ଟାଣୁଆ ନେତା ବିଜୟ ମହାପାତ୍ର ପୁଣି ଘର…

ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଜୟପୁର ଓ କଳାହାଣ୍ଡିରେ କରିବେ ନିର୍ବାଚନୀ ସଭା

କନକ ବ୍ୟୁରୋ: ନିର୍ବାଚନର ପ୍ରାର୍ଥୀ ଘୋଷଣା ନେଇ ସବୁ ଦଳ ଭିତରେ ଛକାପଞ୍ଝା ଜାରି ରହିଥିଲା ବେଳେ ବିଜେପି ପକ୍ଷରୁ ପ୍ରଚାର ଅଭିଯାନ ଜୋର୍‌ଦାର୍ କରିବା ଲାଗି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଗସ୍ତକୁ ଅତ୍ୟନ୍ତ…

ପ୍ରଚାର ମଇଦାନରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, କେନ୍ଦ୍ରରେ ଏଥର କେହି ପାଇବେନି ବହୁମତ, ସରକାର…

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ଆଜି ନୟାଗଡରେ ଆନୁଷ୍ଠାନିକ ଭାବେ ପ୍ରଚାରକାର୍ଯ୍ୟ ଆରମ୍ଭ କରି ଏଭଳି ଇସାରା ଦେଇଛନ୍ତି ନବୀନ । କହିଛନ୍ତି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ପ୍ରତିଶ୍ରୁତି ଦେଇ ସବୁ ଭୁଲିଗଲା ବିଜେପି ସରକାର ।…

ନୟାଗଡ଼ରୁ ବିଜେଡିର ନିର୍ବାଚନୀ ପ୍ରଚାର । ସାଂସଦ ସୌମ୍ୟରଞ୍ଜନ କହିଲେ, ମେ’ ୨୩ ନିର୍ବାଚନୀ ଫଳାଫଳ ଇତିହାସ ରଚିବ ।

କନକ ବ୍ୟୁରୋ: ନୟାଗଡ଼ରୁ ଆରମ୍ଭ ହେଲା ବିଜେଡିର ୨୦୧୯ ନିର୍ବାଚନ ପାଇଁ ପ୍ରଚାର । ଉଦଘାଟନ କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟସଭା ସାଂସଦ ତଥା ବିଜେଡି ଷ୍ଟାର ପ୍ରଚାରକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତେ…