Daily Archives

March 23, 2019

ଶଙ୍ଖ ଶିବିରକୁ ଫେରିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝି । ଗତକାଲି ବିଜେପିରୁ ଦେଇଥିଲେ ଇସ୍ତଫା ।

କନକ ବ୍ୟୁରୋ : ବିଜୁ ଜନତା ଦଳକୁ ଫେରିଛନ୍ତି ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ସେ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ଗତକାଲି ବିଜେପି ଛାଡିଥିଲେ ଦୁର୍ଯ୍ୟୋଧନ । ଆଗାମୀ ନିର୍ବାଚନ ପାଇଁ ଖରିଆର ବିଧାନସଭା ଆସନରୁ ତାଙ୍କୁ ଭାରତୀୟ ଜନତା ପାର୍ଟି…

ପିଙ୍କିଙ୍କ ପାଇଁ ପାର୍ଟି ଅଫିସରେ ପୁଣି ପଡିଲା ତାଲା । ଉତ୍ତମ ଦେଲେ ଅଲଟିମେଟମ, ଦିଗପହଣ୍ଡି ଟିକେଟର ପୁନଃ ବିଚାର…

କନକ ବ୍ୟୁରୋ : ଫିଲ୍ମ ଷ୍ଟାର ତଥା ବିଜେପିର ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ପିଙ୍କିଙ୍କ ପାଇଁ ପାର୍ଟି ଅଫିସରେ ପୁଣି ପଡିଲା ତାଲା । ଦିଗପହଣ୍ଡିରୁ ପିଙ୍କିଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ବିଜେପିରେ ଦେଖାଦେଇଛି ବିଦ୍ରୋହର ନିଆଁ । ଯେଉଁ ନିଆଁ ଏବେ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପିଛି…

ବିଜେଡି ଛାଡିଲେ କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝି । କାଲି ବିଜେପିରେ ହୋଇପାରନ୍ତି ସାମିଲ ।

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ଦଳଡିଆଁ ଅଭିଯାନ ସେତିକି ବଢି ବଢି ଚାଲିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ବିଜେଡି ଛାଡିଛନ୍ତି କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝି । ଟିକେଟ ବଣ୍ଟନକୁ ନେଇ ଅନିୟମିତତା ହୋଇଥିବା ଅଭିଯୋଗ କରି ସେ ଦଳ…

ବସନ୍ତଙ୍କ ପ୍ରାର୍ଥୀତ୍ୱକୁ ନେଇ ବଢୁଛି ଅସନ୍ତୋଷ । ଦଳୀୟ ନେତା କହିଲେ, କଳାହାଣ୍ଡିବାସୀ ବସନ୍ତଙ୍କୁ ଭୋଟ ଦେବେନି,…

କନକ ବ୍ୟୁରୋ : ବିଜେପି କଳାହାଣ୍ଡି ଲୋକସଭା ଆସନ ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା ହେବା ପରେ ଦଳୀୟ ଶିବିରରୁ ଉଠିଛି ବିଦ୍ରୋହର ସ୍ୱର । ଦଳର ସେନାପତିଙ୍କ ବିରୋଧରେ ଖୋଦ ଦଳର ସିପାହୀ ବିଦ୍ରୋହ ଆରମ୍ଭ କରିଛନ୍ତି । ସିଧାସଳଖ ନ ହେଲେ ମଧ୍ୟ ବୁଲେଇ ବଙ୍କେଇ ଦଳୀୟ…

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଖରାଛୁଟି । ଜାଣନ୍ତୁ କେତେବେଳେ ସ୍କୁଲ ଖୋଲା ହେବ ଓ କେତେବେଳେ ହେବ ବନ୍ଦ ।

କନକ ବ୍ୟୁରୋ : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳୁଆ ସ୍କୁଲ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । ଏପ୍ରିଲ ୨ରେ…

ବିଜେପୁରରୁ ବିଜେପିର କିଏ ? ୧୨୧ଟି ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେପୁର ପାଇଁ ଛିଣ୍ଡୁନି ଅଙ୍କ ।

କନକ ବ୍ୟୁରୋ: ବିଜେପୁର ବିଧାନସଭା ଆସନ ପାଇଁ ଦ୍ୱନ୍ଦରେ ବିଜେପି । କାରଣ ଚଳିତ ନିର୍ବାଚନରେ ବିଜେପୁର ଆସନରୁ ଲଢ଼ିବାକୁ ଖୋଦ୍ ବିଜେଡି ସୁପ୍ରିମୋ ରଣହୁଙ୍କାର ଦେବାପରେ ଏବେ ଏଠାରେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ବିଜେଡି ସୁପ୍ରିମୋଙ୍କୁ ଚେକମେଟ୍ ଦେବାକୁ କଂଗ୍ରେସ ରିପୁନାଥ ସେଠଙ୍କୁ…