Daily Archives

March 23, 2019

ପ୍ରତ୍ୟୁଷାଙ୍କ ମିଶ୍ରଣ ନେଇ ବିଜେଡିର କଟାକ୍ଷ । କହିଲା, ଯିଏ ପାର୍ଟି ଅଫିସରେ ସ୍ଥିତି ସମ୍ଭାଳି ପାରୁନି, ସେ ନିର୍ବାଚନ…

କନକ ବ୍ୟୁରୋ: କନ୍ଧମାଳର ପୂର୍ବତନ ସାଂସଦ ତଥା ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ବିଜେପିରେ ସାମିଲ ହେବା ନେଇ ପ୍ରତିକ୍ରିୟା ରହିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ସାମିଲ ହେଲେ ଏବଂ ସେ କ୍ଷୋବ୍ ପ୍ରକାଶ କଲେ ଯେ ଏ ମିଶ୍ରଣ ପର୍ବ ପାର୍ଟି…

ପାକିସ୍ତାନକୁ ଭାରତର କଡା ଜବାବ ! ସେନା ଗୁଳିରେ ୧୨ ପାକ୍ ଯବାନ ନିହତ । 

ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବାରୁ ଭାରତୀୟ ସେନା ତାହାର ଏକ କଠୋର ଜବାବ ଦେଇଛି । ଗତ ମାସରେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣ ପରେ ପାକିସ୍ତାନ ପ୍ରାୟ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଏହା ଦ୍ବାରା କେବଳ…

ବିଜେପିରୁ ଇସ୍ତଫା ଦେବେ ପୁତୁଲ କୁମାରୀ ! ଟିକେଟ ନମିଳିବାରୁ ‘ପଦ୍ମ’ର ସାଥ୍ ଛାଡିବେ ବିହାର ପ୍ରଦେଶ ଉପାଧ୍ୟକ୍ଷ

କନକ ବ୍ୟୁରୋ: ବିହାରର ବରିଷ୍ଠ ଭାଜପା ନେତା ତଥା ଦଳର ପ୍ରଦେଶ ଉପାଧ୍ୟକ୍ଷ ପୁତୁଲ କୁମାରୀ ଟିକେଟ୍‌ ନ ପାଇବା ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ସେ ଲୋକସଭା ନିର୍ବାଚନରେ ସ୍ୱାଧାନ ପ୍ରାର୍ଥୀ ଭାବେ ନିର୍ବାଚିନ ଲଢିବେ ବୋଲି ଘୋଷଣା କରିଛନ୍ତି। ପୁତୁଲ କୁମାରୀ ଭାରତୀୟ ଜନତା ପାର୍ଟିରୁ…

ବିଜେପିରେ ବଢୁଛି ବିଦ୍ରୋହ! ଅସନ୍ତୁଷ୍ଟ ନେତା ଦେଲେଣି ଦଳ ବିରୋଧରେ ରଣ ହୁଙ୍କାର, କେଉଁଠି ପାର୍ଟି ଅଫିସରେ ତାଲା ପଡିଛି…

କନକ ବ୍ୟୁରୋ : ନିର୍ବାଚନ ଯୁଦ୍ଧ ଆରମ୍ଭ ପୂର୍ବରୁ ବିଜେପିରେ ଦେଖାଦେଲାଣି ବିଦ୍ରୋହ । ଖାସକରି ଟିକେଟ ଘୋଷଣା ପରେ ଏହି ବିଦ୍ରୋହର ନିଆଁ ଉଗ୍ର ରୂପ ଧାରଣ କରିଛି । ଦଳଡିଆଁ ନେତାଙ୍କୁ ଗୁରୁତ୍ୱ ଦେଇ ପୁରୁଣା କର୍ମୀ ଓ ନେତା ଅଣଦେଖା କରାଯାଉଥିବାରୁ ରାଜ୍ୟର ଅନେକ ସ୍ଥାନରେ ବିଜେପିର ବିଦ୍ରୋହୀ…

ଟିକେଟ୍ ବଢାଇଲା କଂଗ୍ରେସ ଟେନସନ: ଟିକେଟ ବଂଟନକୁ ନେଇ ଝାରସୁଗୁଡା ପାର୍ଟି ଅଫିସରେ ଝୁଲିଲା ତାଲା, ନୀଳଗିରିରେ ଅଧାରୁ…

କନକ ବ୍ୟୁରୋ: ଟିକେଟକୁ ନେଇ କଂଗ୍ରେସରେ କନ୍ଦଳ । ଝାରସୁଗୁଡା କଂଗ୍ରେସ ପାର୍ଟି ଅଫିସରେ ଝୁଲିଲା ତାଲା । ମହେନ୍ଦ୍ର ନାୟକଙ୍କୁ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ଘୋଷଣା ହେବା ପରେ ଅସନ୍ତୋଷ ବଢିଛି । ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ୍ ଅଫିସରେ ତାଲା ପକାଇଛନ୍ତି ଦଳର ବରିଷ୍ଠ ତଥା ପୁରୁଣା…

ବିଜେପି ବିରୋଧରେ ବିଜେଡିର ଆଦର୍ଶ ଆଚରଣ ବିଧିର ଉଲଂଘନ ଅଭିଯୋଗ । ବିନା ଅନୁମତିରେ ବୈଜୟନ୍ତ ପ୍ରଚାର ଗାଡି ବୁଲାଉଥିବା…

କନକ ବ୍ୟୁରୋ: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧିର ଉଂଲଘନ ଅଭିଯୋଗ ଆଣିଲା ବିଜେଡି । ନିର୍ବାଚନ କମିସନଙ୍କ ଅନୁମତି ନନେଇ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ପ୍ରଚାର ଗାଡି ବୁଲାଉଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।ବିନା ଅନୁମିତିରେ ଭିଡିଓ ଭ୍ୟାନ ବୁଲାଯାଉଥିବାରୁ…