Daily Archives

March 21, 2019

ଛିଣ୍ଡୁନି ବିଜେପି ଅଙ୍କ! ଏଯାଏଁ ପ୍ରକାଶ ପାଇଲାନି ବିଜେପି ପ୍ରାର୍ଥୀ ତାଲିକା, ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପି ପ୍ରାର୍ଥୀ ତାଲିକାକୁ ନେଇ ରହସ୍ୟ ବଢୁଛି । ଆଉ ଏହି ବିଳମ୍ବକୁ ନେଇ ଆରୋପ ପ୍ରତ୍ୟାରୋପର ପର୍ବ ବି ଦେଖିବାକୁ ମିଳିଛି । ବିଜେଡି କହିଛି ବିଜେପି ପାଖରେ ପ୍ରାର୍ଥୀ ନାହିଁ, ତେଣୁ ସେମାନେ ଅନ୍ୟ ଦଳର…

ପାକିସ୍ତାନକୁ ଚେତାବନୀ ଦେଲା ଆମେରିକା ! ଭାରତରେ ପୁଣି ଆତଙ୍କୀ ହମଲା ହେଲେ ସାଂଘାତିକ ହେବ ସ୍ଥିତି ।

କନକ ବ୍ୟୁରୋ : ପାକିସ୍ତାନକୁ ଆମେରିକାର ତାଗିଦ । ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସଲାମାବାଦକୁ କହିଛି ଆମେରିକା । ଆତଙ୍କୀ ସଂଗଠନ ଗୁଡିକ ବିରୋଧରେ ପାକିସ୍ତାନକୁ ଦୃଢ ପଦକ୍ଷେପ ନେବାକୁ ପଡିବ ବୋଲି ଇମ୍ରାନ ସରକାରଙ୍କୁ କହିଛି ଟ୍ରମ୍ପ ପ୍ରଶାସନ । …

କୋରାପୁଟ ରାଜନୀତିରେ ଦେଖିବାକୁ ମିଳିପାରେ ହାଇଭୋଲଟେଜ୍ ଡ୍ରାମା! ବାପା-ପୁଅ ମଧ୍ୟରେ ହୋଇପାରେ ଟକ୍କର, ଜୟରାମ ପାଙ୍ଗୀ…

କନକ ବ୍ୟୁରୋ : ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ବାପପୁଅ । ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିପାରେ ପଟାଙ୍ଗୀ ବିଧାନସଭା ଓ କୋରାପୁଟ ସଂସଦୀୟ କ୍ଷେତ୍ର ନିର୍ବାଚନରେ । ବିଜେପି ନେତା ବାପା ଜୟରାମ ପାଙ୍ଗି ଓ ବିଜେଡି ନେତା ପୁଅ ଅଶୋକ ପାଙ୍ଗିଙ୍କ ମଧ୍ୟ ଟକ୍କର ହେବା ସମ୍ଭାବନା ରହିଛି…

ବିଜେଡିକୁ ବାଏ ବାଏ କଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ । ଟିକେଟ ନ ପାଇବାରୁ ଥିଲେ ଅସନ୍ତୁଷ୍ଟ, ଜାଣନ୍ତୁ…

କନକ ବ୍ୟୁରୋ : ବିଜେଡି ଛାଡିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ । ଟିକେଟ ନମିଳିବା ନେଇ ଅସନ୍ତୁଷ୍ଟ ଥିବା ବାସନ୍ତୀ ଆଜି ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତ । ନିଜ ଇସ୍ତଫାପତ୍ର ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ବାସନ୍ତୀ । ଯେଉଁଥିରେ ନିଜ ଇସ୍ତଫାର…

ପ୍ରକୃତିର କରାଳ ରୂପ ! ପ୍ରଳୟ ଆଣିଲା ଇଡ଼ାଇ ଝଡ଼, ୧୩ଶହରୁ ଅଧିକ ମୃତ ଆଶଙ୍କା, ଅନେକ ନିଖୋଜ, ଯୋଗାଯୋଗ ବିଛିନ୍ନ ।

କନକ ବ୍ୟୁରୋ : ଜିମ୍ବାୱେ ଓ ମୋଜାମ୍ବିକରେ ପ୍ରଳୟଙ୍କରୀ ଝଡ଼ବାତ୍ୟା । ଇଡ଼ାଇ ଝଡ଼ବାତ୍ୟା ଯୋଗୁ ବର୍ତମାନ ଯାଏଁ ୧୩ଶହରୁ ଉଦ୍ଧ୍ୱର୍ ବ୍ୟକ୍ତି ପ୍ରାଣ ହରାଇଛନ୍ତି  । ସେପଟେ ଝଡ଼ ପ୍ରଭାବରୁ ପଡ଼ୋଶୀ ଦେଶ ମାସୱିକୋ, ପୂର୍ବ ମାସାନୋଲ୍ୟାଣ୍ଡରେ ମଧ୍ୟ ଭୟଙ୍କର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଝଡ଼…

ରଙ୍ଗରେ ଭିଜିଲା ଭାରତ ! ମତୁଆଲ ନେତା ଜନତା, କେଉଁଠି ଅବିର, କେଉଁଠି ଟମାଟୋ, ଗୋଲାପ ପାଖୁଡାରେ ଜମିଲା ହୋଲି ଖେଳ ।

କନକ ବ୍ୟୁରୋ : ଭାରତରେ ହୋଲିର ଧୁମ । ରଙ୍ଗ ଅବିରରେ ରଙ୍ଗୀନ ହୋଇପଡିଛି ସମଗ୍ର ଉତ୍ତର ଭାରତ । ହୋଲି ଏକ ଭାଇଚାରାର ପର୍ବ, ଲୋକଙ୍କ ସହ ଲୋକଙ୍କୁ ଯୋଡିବାର ଉତ୍ସବ । ଆଉ ଏବେ ଦେଶରେ ରହିଛି ନିର୍ବାଚନୀ ମାହୋଲ । ହୋଲି ଖେଳି କର୍ମୀ ସମର୍ଥକ ଓ ଜନତାଙ୍କ ନିକଟତର ହେବାର ଉଦ୍ୟମ କରିଛନ୍ତି ନେତା ।…