Daily Archives

March 21, 2019

ନବୀନ ନିବାସରୁ ବାହାରିବା ପରେ ନେତା ଦେଖାଇଲେ ଦମ୍ଭ! କହିଲେ, ଟିକେଟ ପାଇଁ ସୁପ୍ରିମୋ ଦେଇଛନ୍ତି ଗ୍ରୀନ୍ ସିଗନାଲ

କନକ ବ୍ୟୁରୋ : କାହାକୁ ମିଳିବ ବିଜେଡି ଟିକେଟ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ତୃତୀୟ ଓ ଚୁତର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳ କାହାକୁ ମୈଦାନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଏହି ଆସନ ଗୁଡିକ ମଧ୍ୟରୁ…

ନକଲି ଗୁଇନ୍ଦା ରିପୋର୍ଟ ରାଜନୀତି । ବିଜେଡି-ବିଜେପି ଗୋଡ଼ ଟଣାଟଣି।

କନକ ବ୍ୟୁରୋ: ନକଲି ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗ ନେଇ ଜୋର ଧରିଲା ରାଜନୀତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ମୁଖପାତ୍ର ସସ୍ମିତ ପାତ୍ରଙ୍କ କହିବା ଅନୁସାରେ, ନକଲି ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ…

ହୋଲିରେ ରାଜନୀତିର ରଙ୍ଗ ! ସାଏରି କହି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରିୟଙ୍କା ଗାନ୍ଧି ।

କନକ ବ୍ୟୁରୋ : ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ତେବେ ଆଜି ମଧ୍ୟ କିଛି ସ୍ଥାନରେ ହୋଲି ଉତ୍ସବ ପାଳନ ହୋଇଛି । ହୋଲି ମନାଇବା ପାଇଁ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଚଳିତବର୍ଷ ହୋଲିରେ ମଧ୍ୟ ଲାଗିଛି ନିର୍ବାଚନର ରଙ୍ଗ । ନିର୍ବାଚନ ପାଖଉଥିବା ବେଳେ ଦେଶବାସୀଙ୍କୁ ନେତା…

ପଦ୍ମ ଧରିଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ । ବିଜେଡି ଟିକେଟ ପାଇଁ ମିଳିଲାନି ଗ୍ରୀନ୍ ସିଗନାଲ, ବିଜେପି ଶିବିରକୁ…

କନକ ବ୍ୟୁରୋ : ବାପା ବିଜେଡିରେ, ପୁଅ ବିଜେପିରେ । ପଦ୍ମ ଧରିଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେଲେ ରିଷଭ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ…

ନିର୍ବାଚନକୁ ନେଇ ସଲମାନ୍ ଖାନଙ୍କ ବଡ ବୟାନ ! କହିଲେ, ନା ନିର୍ବାଚନ ଲଢିବି, ନା କୌଣସି ଦଳ ପାଇଁ ପ୍ରଚାର କରିବି ।

କନକ ବ୍ୟୁରୋ : ନିର୍ବାଚନ ଲଢିବେ ସଲମାନ ଖାନ ! ଆଗାମୀ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବେ ସଲମାନ୍ ! କିଛି ଦିନ ଧରି ଏଭଳି ଖବର ଭାଇରାଲ ହେବାରେ ଲାଗିଥିଲା । ତେବେ ସୋସିଆଲ ମିଡିଆରେ ହେଉଥିବା ଏଭଳି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ବଲିଉଡର ଭାଇଜାନ ସଲମାନ୍ ଖାନ । ସେ ଟ୍ୱିଟ୍…

କମିବ ତାତି, ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା! ସର୍ତକ ରହିବାକୁ ପାଣିପାଗ ବିଭାଗର…

କନକ ବ୍ୟୁରୋ : କମିବ ତାତି । ରାଜ୍ୟରେ ଆଜି ଓ ଆସନ୍ତାକାଲି କାଳବୈଶାଖୀ ସମ୍ଭାବନା ରହିଛି । ରାଜ୍ୟର ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ରହିଛି ବୋଲି ଗୁରୁବାର ଭୁବନେଶ୍ୱର…