Daily Archives

March 5, 2019

ମୋଦି ସରକାରଙ୍କ ଉପରେ ଶିବସେନାର ଷ୍ଟ୍ରାଇକ୍ ! କହିଲା, ଦେଶ ଜାଣିବା ଦରକାର, ଏୟାରଷ୍ଟ୍ରାଇକରେ ପାକିସ୍ତାନର କ’ଣ ହୋଇଛି…

କନକ ବ୍ୟୁରୋ : ଦୀର୍ଘଦିନର ଶତ୍ରୁତା ପରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିଲା । ଶିବସେନା ବିଜେପିର ସାଥୀ ବୋଲି କୁହାଯାଉଥିବା ବେଳେ ବିଜେପିକୁ ଶିବସେନାର ଏହି ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନରେ…

କାହାକୁ ବାଛିବେ ଭବାନୀପାଟଣା ଭୋଟର? ୩ ଦଳ ମଧ୍ୟରେ ହେବ ବଡ ଲଢେଇ, ବିଜୟ ଧ୍ୱଜା ଉଡାଇବାକୁ ନୂଆଁ ମୁହଁଙ୍କୁ ମିଳିପାରେ…

କନକ ବ୍ୟୁରୋ : ଭବାନୀପାଟଣାବାସୀଙ୍କ ଭରସା ଜିତିବ କିଏ । କାହା ସପକ୍ଷରେ ଜନମତ ଦେବେ ଭବାନୀପାଟଣା ଭୋଟର । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବିଧାନସଭା ଆସନ ହାତେଇବା ପାଇଁ ଏବେ ତିନି ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ଚଳିତଥର ଏହି ଆସନରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ…

ଆତଙ୍କବାଦୀ ମାସୁଦ ଅଜହରର ଭାଇ ହାତରେ ହାତକଡି ! ପାକିସ୍ତାନରେ ଜୈସ୍-ଏ-ମହମ୍ମଦର ୪୪ ଆତଙ୍କୀ ଗିରଫ ।

କନକ ବ୍ୟୁରୋ : ଜୈସ-ଏ-ମହମ୍ମଦ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ । ୪୪ ଆତଙ୍କୀ ଗିରଫ । ପାକିସ୍ତାନରେ ଜୈସ୍-ଏ-ମହମ୍ମଦର ଅନେକ ଆତଙ୍କବାଦୀ ଗିରଫ ହୋଇଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡ କଥା ହେଉଛି, କୁଖ୍ୟାତ ଆତଙ୍କବାଦୀ ତଥା ପୁଲୱାମା ଆତଙ୍କବାଦୀ ଆକ୍ରମଣର…

‘ଭୋଟ ଦରକାର ତ ମଦକୁ ଛାଡ’: ମଦ ବିରୋଧୀ ନାରାରେ କମ୍ପିଲା ସହର

କନକ ବ୍ୟୁରୋ: ମଦୁଆ ସରକାରକୁ ଭୋଟ ନାହିଁ, ଭୋଟ ଦରକାର ତ ମଦକୁ ଛାଡ, କାନ ଖୋଲିକି ଶୁଣ ସରକାର, ମଦ ଆମର ଦରକାର ନାହିଁ, ଏପରି ନାରାରେ ଆଜି କମ୍ପିଥିଲା କେନ୍ଦୁଝର ସହର । ରାଜରାସ୍ତାରେ ହଜାର ହଜାର ମହିଳା ହାତରେ ବ୍ୟାନର ଓ ପ୍ଲାଗକାର୍ଡ ଧରି ଏପରି ପ୍ରତିବାଦ କରିଥିଲେ । ମଦ ବନ୍ଦ ନକଲେ ଏଥର…

ରାଜନୀତିରୁ ଅବ୍ୟାହତି ନେଲେ ବିଜେଡି ସାଂସଦ ତଥାଗତ ଶତପଥୀ  । କହିଲେ, ବୟସ ହୋଇଗଲେ ରାଜନୀତିରୁ ବିଦାୟ ନେବା ଆବଶ୍ୟକ

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ଲଢିବେ ନାହିଁ ତେଙ୍କାନାଳ ସାଂସଦ ତଥାଗତ ଶତପଥୀ । ୨୦୧୯ ନିର୍ବାଚନ ପୂର୍ବରୁ ସକ୍ରିୟ ରାଜନୀତିରୁ ଅବ୍ୟାହତି ନେଉଥିବା କହିଛନ୍ତି ତଥାଗତ । ତେବେ ଏବେ ମଧ୍ୟ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରେ ଥିବା କହିଛନ୍ତି ବିଜେଡିର ଏହି ସାଂସଦ । ତେବେ ରାଜନୀତିରୁ…

ଆମ୍ ଆଦମୀ ପାର୍ଟି ସହ ହେବନି ମେଣ୍ଟ ! ଦିଲ୍ଲୀରେ ଏକାକୀ ଲଢିବ କଂଗ୍ରେସ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ବଡ କସରତ । ଆମ୍ ଆଦମୀ ପାର୍ଟି ସହ ମେଣ୍ଟ କରିବନି କଂଗ୍ରେସ । ଦିଲ୍ଲୀରେ ଏକାକୀ ଲଢିବ ଦଳ । ଦିଲ୍ଲୀ କଂଗ୍ରେସର ମୁଖ୍ୟ ଶୀଲା ଦିକ୍ଷିତ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଦିଲ୍ଲୀର ବରିଷ୍ଠ ନେତାଙ୍କ ଉପସ୍ଥିତିରେ…