Daily Archives

March 5, 2019

ଭୁଲ ଅସ୍ତ୍ରପଚାର କରିଦେଲା ରୋଗିଣା: ପରିବାର ନିୟୋଜନ ଅସ୍ତ୍ରପଚାର ବେଳେ ମହିଳାଙ୍କ ଶରୀରର ଅନ୍ୟଅଂଶ କାଟି ଦେଲେ ଡାକ୍ତର

କନକ ବ୍ୟୁରୋ: ଭୁଲ ଅସ୍ତ୍ରପଚାର କରିଦେଲା ରୋଗିଣା । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁ ଧାଇଁ ନୟାନ୍ତ ହେଲେଣି କଟକ ମାହାଙ୍ଗା ବ୍ଳକ ମଣିଯୋରି ଗାଁର ଗୀତାଞ୍ଜଳି ଦାସ । ସରକାରୀ ଡାକ୍ତରଖାନାକୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ଆସି ଡାକ୍ତରଙ୍କ ଭୂଲ ଅସ୍ତ୍ରୋପଚାର ଯୋଗୁଁ…

ମାଟ୍ରିକ ପରୀକ୍ଷା ଖାତା ଗାଏବ ମାମଲାରେ କାର୍ଯ୍ୟାନୁଷ୍ଠାନ: ଆଜି ୩ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

କନକ ବ୍ୟୁରୋ: ମାଲକାନଗିରି ପଡିଆ ଏସ.ଏସ.ଡି ଉଚ ବିଦ୍ୟାଳୟରୁ ଗଣିତ ଓଏମଆର ସିଟ୍ ଗାଏବ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ଗତ ୩ ଦିନିରେ ୫ ଜଣ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପଡିଆ ପୁଲିସ । ସେହି ୫ ଜଣଙ୍କ ମଧ୍ୟରୁ ଆଜି ୩ ଜଣ ଶିକ୍ଷକଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି…

ନିର୍ବାଚନ ପୂର୍ବରୁ ଆଜି ବସିବ ନବୀନ ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ନବୀନ ସରକାରଙ୍କ ଚତୁର୍ଥପାଳିର ଶେଷ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ଗତ ୫ ବର୍ଷ ଭିତରେ ରାଜ୍ୟ ସରକାର କି କି ଯୋଜନା କରିଛନ୍ତି…

ସିନେମା ଥ୍ରି ଇଡିଅଟର ବାସ୍ତବ ଚିତ୍ର: ଚଳନ୍ତା ଟ୍ରେନରେ ତିନିଜଣ ଯୁବକ କରାଇଲେ ମହିଳାଙ୍କ ପ୍ରସବ

ବଲିଉଡ୍‌ ସିନେମା ଥ୍ରୀ ଇଡିଅଡ୍‌ର ସେହି ଦୃଶ୍ୟ ତ ଆପଣ ନିଶ୍ଚୟ ଦେଖିଥିବେ, ଯେଉଁଥିରେ ତିନିଜଣ ଯୁବକ ଜଣେ ମହିଳାଙ୍କର ପ୍ରସବ କରାଇଥିଲେ। ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଏମିତି ଏକ ଫଟୋ ସାମ୍ନାକୁ ଆସିଛି। ଯାହା କୌଣସି ସିନେମା ସ୍କ୍ରିପ୍ଟର ସୁଟିଂ ନୁହେଁ, ବରଂ ଏହା ଚଳନ୍ତା ଟ୍ରେନ୍‌ର…

ଜୟ ପଣ୍ଡା ପଦ୍ମ ଧରିବା ପରେ ବାହାମାସ୍ ଲିଙ୍କ କଥା ଉଠାଇଲେ ନିରଞ୍ଜନ : ଟ୍ୱିଟ୍ କରି କହିଲେ, ସବୁ କଳାଟଙ୍କା ବିଜେପିକୁ…

କନକ ବ୍ୟୁରୋ : ବିଜେପିରେ ବୈଜୟନ୍ତ ସାମିଲ ହେବା ପରେ ଏବେ ଜୋର ଧରିଛି ରାଜ୍ୟ ରାଜନୀତି । ବିଜେଡି ନେତା ପ୍ରତାପ ଜେନା ଏଥିପାଇଁ ବୈଜୟନ୍ତଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବେଇମାନର ଆଖ୍ୟା ଦେଇଥିବା ବେଳେ ଏବେ କଂଗ୍ରେସ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କୁ କଟାକ୍ଷ କରିବାକୁ ଭୁଲି…

ଗୋଳମାଳିଆ ସ୍ଥିତିରେ ଅନୁଗୁଳ ରାଜନୀତି । ବିଜେଡିକୁ ଅଡୁଆ ଗୋଷ୍ଠୀ କନ୍ଦଳ, ଫାଇଦା ନେବାକୁ ରଣନୀତି କରୁଛନ୍ତି ବିରୋଧୀ…

କନକ ବ୍ୟୁରୋ: ଅନୁଗୁଳ ରାଜନୀତି ବଢ଼ାଉଛି ତାତି । ନିର୍ବାଚନ ଯେତିକି ପାଖେଇ ଆସୁଛି, ଅନ୍ୟ ନିର୍ବାଚନମଣ୍ଡଳୀ ଭଳି ଅନୁଗୁଳ ବିଧାନସଭା କ୍ଷେତ୍ରରେ ଟିକେଟ ପାଇଁ ସେତିକି ଲବି ଜୋରଦାର ହେବାରେ ଲାଗିଛି । ଆଉ ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ହ୍ୟାଟ୍ରିକ୍ ମାରିଥିବା ରଜନୀକାନ୍ତ ସିଂହ…