Monthly Archives

February 2019

ମୁସ୍କିଲ୍ ହେଉଛି ମୋରଡ଼ା ଅଙ୍କ ! ବିଜେପି-ବିଜେଡିକୁ ଘାଟା ଆଶାୟୀଙ୍କ ଲମ୍ବା ଲିଷ୍ଟ୍, ମେଣ୍ଟ କରି ନିର୍ବାଚନ ପାର…

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ନିର୍ବାଚନୀ ହାୱା । ଶାସକ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଘେରି ଚେକମେଟ୍ ଦେବାକୁ ବଳକଷୁଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସାଧାରଣ ବର୍ଗଙ୍କ…

ୟୁଟ୍ୟବରୁ ହଟିଲା ଅଭିନନ୍ଦନଙ୍କ ସଂପର୍କିତ ଭିଡିଓ, ଡିଲିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତ ସରକାର

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗତକାଲି ପାକିସ୍ତାନ ସେନା ଗିରଫ କରିନେଥିଲା । ଆଉ ଗିରଫ ପରେ ତାଙ୍କୁ ପ୍ରବଳ ମାଡ ଦିଆଯାଉଥିବା ଓ ସେ ରକ୍ତାକ୍ତ ହୋଇପଡିଥିବା କେତେକ ଭିଡିଓ ୟୁଟ୍ୟୁବରେ ଅପଲୋଡ ହୋଇଥିଲା । ଆଉ ତା’ପରେ ସେ ଚା ପିଉଥିବା ଏକ…

ଜୟପୁରରେ ଜବରଦସ୍ତ ଲଢେଇ! ପୁଣିଥରେ ଚମକିବେ କି ‘ତାରା’ ନା ୫ ବର୍ଷ ପରେ ଉଦୟ ହେବେ ‘ରବି’ । ପଦ୍ମ ପ୍ରତୀକ୍ଷାର ଏଥର…

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତାଙ୍କ ଲଢେଇକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି କୋରାପୁଟର ଜୟପୁର ବିଧାନସଭା ଆସନ । ଆଉ ଏସବୁ ଭିତରେ ୨୦୧୯ ନିର୍ବାଚନରେ ପୁଣିଥରେ ତାରା ଚମକିବେ ନା ୫ ବର୍ଷ ପରେ ପୁଣିଥରେ ଉଦୟ ହେବେ ରବି ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ…

କିଭଳି ଥିଲା ଗତ ୨୪ ଘଂଟାର ଘଟଣାକ୍ରମ ? ଶେଷର ରାଜି ହେଲା ପାକିସ୍ତାନ, ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କଲା ଘୋଷଣା 

କନକ ବ୍ୟୁରୋ : ଗତକାଲି ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ପାଇଲଟ । ହେଲେ ଦୁର୍ଭାଗ୍ୟବଶତଃ ପାକିସ୍ତାନ ମାଟିରେ ପଡିଯାଇଥିଲେ ପାଇଲଟ ଅଭିନନ୍ଦନ । ସାଂଗେ ସାଂଗେ ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା ପାକ ସେନା । ତେବେ ପାକ୍…

ସୁକିନ୍ଦାକୁ ନେଇ ବିରୋଧୀଙ୍କ ମୁଣ୍ଡବିନ୍ଧା! ଦୀର୍ଘ ୧୯ ବର୍ଷ ଧରି ସୁକିନ୍ଦାରେ ଶୁଭୁଛି ଶଙ୍ଖ, ଏଥର ପାହାଡି ଇଲାକାରେ…

କନକ ବ୍ୟୁରୋ : ଭଭୟ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସମୃଦ୍ଧ ଥିବା ସୁକିନ୍ଦା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଯେଉଁଥିପାଇଁ ଏହି ଆସନ ଉପରେ ରାଜ୍ୟର ୩ ପ୍ରମୁଖ ଦଳର ନଜର ରହିଛି । ବିଜେଡି ଗଠନ ପରଠାରୁ ଏହା ସବୁଜଗଡରେ ପରିଣତ ହୋଇଛି । ଗତ ୪ଟି…

ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ନିୟମ ! ପରୀକ୍ଷା ହଲକୁ ହାତଘଣ୍ଟା ନେଇପାରିବେ ନାହିଁ ପରୀକ୍ଷାର୍ଥୀ

କନକ ବ୍ୟୁରୋ : ଚଳିତ ବର୍ଷ ମାର୍ଚ୍ଚ ୭ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ । ୨୦୧୯ ବର୍ଷରେ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ୩ ଲକ୍ଷ ୬୯ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ । ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଯେପରି ଯୁକ୍ତ ୨…