Monthly Archives

October 2018

ତିତଲି କ୍ଷତି ଦେଖିବ କେନ୍ଦ୍ରୀୟ ଟିମ୍ । ଅନୁଧ୍ୟାନ ପରେ କେନ୍ଦ୍ରରୁ ମିଳିବ ସହାୟତା ରାଶି ।

କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ୮ ଜଣିଆ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଆନ୍ତଃ ମନ୍ତ୍ରଣାଳୟର ଏହି ଟିମ୍ କାଲି ଭୁବନେଶ୍ୱରରେ ପହଁଚିବା ପରେ ତିତଲି ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ବୋଲି ସୁଚନା ମିଳିଛି । ତେବେ ଆସନ୍ତା କାଲିଠାରୁ ଦୁଇ ଦିନ ଧରି ପ୍ରଭାବିତ ଜିଲ୍ଲା ଗସ୍ତ କରିବାର…

ଚାଷୀଙ୍କୁ ଧୋକାଦେଲା ସରକାରୀ କୀଟନାଶକ ଔଷଧ ! ନଷ୍ଟହେଲା ଶହଶହ ହେକ୍ଟର ଚାଷଜମି ।

ସ୍ୱଳ୍ପବୃଷ୍ଟି ଯୋଗୁଁ ଦେବଗଡ ଜିଲ୍ଲାର ତିନୋଟିଯାକ ବ୍ଲକର ବିଭିନ୍ନ ଗ୍ରାମରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ରିଆମାଳ ବ୍ଲକରେ ଚକଡାପୋକ ଉପଦ୍ରବ ଅଣାୟତ ହୋଇପଡିଥିବା ବେଳେ ସରକାରୀ କିଟନାଶକ ଔଷଧ ଚାଷୀମାନଙ୍କୁ ଧୋକାଦେଇଛି । ବ୍ଲକର ବିଭିନ୍ନ ଗ୍ରାମରେ ଚକଡାପୋକ ଲାଗି ଶହଶହ ହେକ୍ଟର…

ପଲିଥିନ୍ ବ୍ୟବହାର ନେଇ ସରିଲା କଣ୍ଟ ! କାଲିଠୁ କାର୍ଯ୍ୟାନୁଷ୍ଠାନ, ଜୋରିମାନା ସହ ହୋଇପାରେ ଜେଲ୍ ।

କନକ ବ୍ୟୁରୋ : ପ୍ଲାଷ୍ଟିକ ବ୍ୟାନ୍ ପାଇଁ ଦିଆଯାଇଥିବା ସମୟସୀମା ଆଜି ଶେଷ ହୋଇଛି । ଏଣିକି କଡାକଡା ହେବ ନିୟମ । ଯଦି ଆସନ୍ତାକାଲି ଠାରୁ କେହି ପଲିଥିନ୍ ବ୍ୟବହାର କରନ୍ତି, ତେବେ ତାଙ୍କୁ ଦଣ୍ଡିତ ହେବାକୁ ପଡିବ । କାରଣ ପ୍ଲାଷ୍ଟିକ ବ୍ୟାନ ପାଇଁ ଯେଉଁ ୧ ମାସର ସମୟସୀମା ଦିଆଯାଇଥିଲା, ତାହା…

ପ୍ରଧାନମନ୍ତ୍ରୀଙ୍କ ରଙ୍ଗରେ ରଙ୍ଗେଇ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି : ପ୍ରତିଦିନ ମୋଦି ଜ୍ୟାକେଟ୍ ପିିନ୍ଧି…

ଭାରତ ହେଉ କି ଭାରତ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ । ତାଙ୍କର ନିଆରା ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଜୀବନଶୈଳୀ ଠାରୁ ଆରମ୍ଭ କରି ତାଙ୍କ କୁର୍ତ୍ତା ହେଉକି ଜ୍ୟାକେଟ୍ ପାଇଁ ହେଉ ସେ ସବୁବେଳେ ଚର୍ଚ୍ଚାରେ । ବର୍ତ୍ତମାନ କେବଳ ଆମ…

୩୧ ବର୍ଷ ପରେ ହାସିମପୁରା ନରସଂହାର ମାମଲାରେ ଆସିଲା ରାୟ : ସମସ୍ତ ୧୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ…

କନକ ବ୍ୟୁରୋ : ହାସିମପୁରା ନରସଂହାର ମାମଲାରେ ଆସିଲା ରାୟ । ଦୀର୍ଘ ୩୧ ବର୍ଷ ପରେ ପୀଡିତଙ୍କୁ ମିଳିଛି ନ୍ୟାୟ । ମାମଲାର ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ୧୯୮୬ ମସିହାରେ ବାବରୀ ମସଜିଦ୍ ତାଲା ଖୋଲିବାକୁ ତତ୍କାଳୀନ କେନ୍ଦ୍ର ସରକାର…

ନକ୍ସଲ ହମଲାରେ ପ୍ରାଣ ହରାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ : କାନ୍ଦବୋବାଳିରେ ଫାଟିପଡୁଛି…

କନକ ବ୍ୟୁରୋ : ନକ୍ସଲ ହମଲାରେ ପ୍ରାଣ ହରାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ପୈତୃକ ଗାଁ ବଲାଙ୍ଗୀରର ଲୋଇସିଂହା ଘୁଷରମୁଣ୍ଡାରେ ଅନ୍ତିମ ସଂସ୍କାର କରାଯାଇଛି । ଆଜି ଅଚ୍ୟୁତାନନ୍ଦଙ୍କ ମରଶରୀର ଗାଁରେ ପହଁଚିବା ପରେ ଅମର ରହେ ଅଚ୍ୟୁତ ଧ୍ୱନିରେ…