Daily Archives

October 30, 2018

ଘୋଷଣା କରିଥିଲେ, କାର୍ଯ୍ୟରେ କରିନଥିଲେ । ମୋଦିଙ୍କୁ ମନେ ପକାଇଦେଲେ ନବୀନ ।

ଝାରସୁଗୁଡା ବିମାନ ବନ୍ଦରକୁ ନେଇ ସେପଟେମ୍ବରରେ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ମୋଦି ଆସିଥିଲେ, ନବୀନ ବି ଥିଲେ । ଶ୍ରେୟ ନେବାର ଧାରା ଜୋରଦାର ହୋଇଥିଲା । ମୋଦିଙ୍କ ସାମ୍ନାରେ ନବୀନ ପ୍ରସ୍ତାବ ରଖିଥିଲେ, ଆଉ ନିଜ ଭାଷଣରେ ମୋଦି ନାଁ ପରିବର୍ତ୍ତନ ନେଇ କହିଥିଲେ । ହେଲେ ମାସେ ପରେ କଣ…

ଆସନ୍ତାକାଲି ଉନ୍ମୋଚିତ ହେବ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି : ସର୍ଦ୍ଦାର ପଟେଲଙ୍କ…

କନକ ବ୍ୟୁରୋ : ଆସନ୍ତାକାଲି ଉନ୍ମୋଚିତ ହେବ ବିଶ୍ୱର ମୂର୍ତ୍ତି ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି । ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଏହି ପ୍ରତିମା ନିର୍ମାଣ ହୋଇଛି । ଗୁଜରାଟ ରାଜପିପଲା ନିକଟ ସାଧୁ ବେତ୍ ଦ୍ୱୀପରେ ନର୍ମଦା ନଦୀରେ ପ୍ରତିଷ୍ଠା ହୋଇଛି ଏହି ଲୌହ…

ପାକିସ୍ତାନ ଉପରେ ହମଲାର ପୁଣି ଏକ ପ୍ରମାଣ ! ସେନା ପକ୍ଷରୁ ଜାରି ହେଲା ପାକ୍ ଉପରେ ହୋଇଥିବା ଆକ୍ରମଣର ଭିଡିଓ । 

କନକ ବ୍ୟୁରୋ : ପାକିସ୍ତାନ ଅସ୍ତ୍ରବିରତି ଉଲଂଘନର ଜବାବ୍ ଦେଲା ଭାରତ । ଭାରତୀୟ ସେନାର ମୋର୍ଟାର ମାଡ଼ରେ ପାକ୍ ସେନାର ପ୍ରଶାସିନକ ମୁଖ୍ୟାଳୟ ଧ୍ୱଂସ ହୋଇଛି । ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ଆତଙ୍କବାଦୀ ଠିକଣା ଉପରେ ମୋର୍ଟାର ମାଡ କରିଛି ଭାରତୀୟ ସେନା  । ଏନେଇ ଭାରତୀୟ ସେନା ପକ୍ଷରୁ ଏକ…

ବିଦ୍ୟୁତ ନଥିବା ଅଂଚଳବାସୀ ମଧ୍ୟ ଏଣିକି ନିଜ ଜମିକୁ ଜଳସଚେନ କରିପାରିବେ : ଆରମ୍ଭ ହେଲା ସୌର ଜଳନିଧୀ ଯୋଜନା

କନକ ବ୍ୟୁରୋ : ବିଦ୍ୟୁତ ନଥିବା ଅଂଚଳରେ ଏଣିକି ଚାଷୀ ନିିଜ ଜମିକୁ ଜଳସେଚନ କରିପାରିବେ । ଏନେଇ ରାଜ୍ୟ ସରକାର ସୌର ଜଳନିଧୀ ଯୋଜନାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୫ ହଜାର କୃଷକ ପରିବାରଙ୍କୁ ସୌର ପମ୍ପ ପ୍ରଦାନ କରାଯିବ ଏବଂ ୨୫ଶହ ଏକର ଚାଷ ଜମିକୁ ନିଶ୍ଚିତ…

ଝାରସୁଗୁଡା ବିମାନ ବନ୍ଦର ନାମକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ! ଭୁବନେଶ୍ୱର-ନୂଆଦିଲ୍ଲୀ ଏୟାର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଝାରସୁଗୁଡ଼ା ବିମାନବନ୍ଦର ସମ୍ପର୍କରେ ମୋଦିଙ୍କୁ ଚିଠି ଲେଖିଲେ ନବୀନ୍ ।  ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ତଥା ମାଟିର ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବାକଥା’, ଯାହା ଏଯାଏଁ…

ପୁଣି ଲାଲଗଡରେ ଫୁଟିଲା ଗୁଳି ! ମାଓବାଦୀଙ୍କ ଗୁଳିରେ ଦୁରଦର୍ଶନର ଓଡିଆ କ୍ୟାମେରାମ୍ୟାନ ମୃତ, ୨ ଯବାନ ସହିଦ ।

କନକ ବ୍ୟୁରୋ : ମାଓବାଦୀଙ୍କ ଗୁଳିରେ ଓଡିଆ କ୍ୟାମେରାମ୍ୟାନଙ୍କ ଜୀବନ ଗଲା । ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଛି ଏଭଳି  ଅଘଟଣ । ଖବର ସଂଗ୍ରହ କରିବାକୁ ଯାଇଥିବା ଏହି କ୍ୟାମେରାମ୍ୟାନଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।…