Daily Archives

October 27, 2018

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ଲୋକଙ୍କ ପାଇଁ ଖୁସି ଖବର । ରାଜ୍ୟ ବାହାର ହସ୍ପିଟାଲରେ ଚିକିତ୍ସିତ…

କନକ ବ୍ୟୁରୋ : ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ବାହାରେ ରହୁଥିବା ଲୋକମାନେ ଏହାର ସୁଫଳ ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ନୂଆ ଘୋଷଣା ମୁତାବକ କ୍ୟାନସର, କିଡନୀ ଓ ହୃଦରୋଗୀଙ୍କ ପାଇଁ ଆୟ ସୀମା କୋହଳ କରାଯାଇଛି । ପୂର୍ବରୁ ବାର୍ଷିକ ୧ ଲକ୍ଷ…

ଦୁନିଆ ଦେଖିବା ଆଗରୁ ମରିଗଲା ହାତୀ ଛୁଆ ! ଇଲେଭେନ୍ କେଭି ତାର ଲାଗି ଚାଲିଗଲା ୭ଟି ହାତୀଙ୍କ ଜୀବନ, ସେସୁକୁ ଦାୟୀ କଲା…

କନକ ବ୍ୟୁରୋ : ଏକାସଙ୍ଗେ ଚାଲିଗଲା ସାତ ସାତଟି ହାତୀଙ୍କ ଜୀବନ । ଢେଙ୍କାନାଳର କଂଟାବଣିଆ ଅଂଚଳରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ଲାଗି ୭ଟି ହାତୀ ପ୍ରାଣ ହରାଇଛନ୍ତି । ରେଳ ଧାରଣା କାମ ପାଇଁ ବିଦ୍ୟୁତ୍ ତାର ଟାଣି କାମ କରୁଥିଲା ଠିକା ସଂସ୍ଥା । ତେବେ ଅଳ୍ପ ଉଚ୍ଚରେ ତାର ଯାଇଥିବାରୁ ସେଥିରେ…

ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡରେ ନକ୍ସଲଙ୍କ ବଡ ଧରଣର ବିସ୍ଫୋରଣ ! ସିଆରପିଏଫର ୪ ଯବାନ ସହିଦ, ୨ ଗୁରୁତର ଆହତ

ଛତିଶଗଡର ବୀଜାପୁରରେ ବଡ ଧରଣର ନକ୍ସଲ ଆକ୍ରମଣ ! ବିଧାନସଭା ନିର୍ବାଚନ ପୂର୍ବରୁ ଯବାନଙ୍କ ଉପରେ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଛନ୍ତି ଲାଲବାହିନୀ । ଏହି ଆକ୍ରମଣରେ ସିଆରପିଏଫର ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ନକ୍ସଲ ଆକ୍ରମଣରେ ସହିଦ…

ସୋସିଆଲ ମିଡିଆରେ ଘୁରି ବୁଲୁଛି ବଲିଉଡ୍ ଷ୍ଟାରଙ୍କ ପିଲାଦିନର ଫଟୋ : ଦେଖନ୍ତୁ ଅନୁଷ୍କା ଓ ରଣବୀରଙ୍କ ପିଲାଦିନର ଫଟୋ

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତା ରଣବୀର ସିଂହ ସୋସିଆଲ୍ ମିଡିଆରେ ନିଜ ଫ୍ୟାନଙ୍କ ପାଇଁ ପିଲାବେଳର ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହା ଖୁବ୍ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଥ୍ରୋବ୍ୟାକ ଫଟୋରେ ଅନୁଷ୍କା ନିଜ ସ୍କୁଲ ଦିନର ଏମିତି ଏକ ଫଟୋ ସେୟାର କରିଛନ୍ତି,…

କାଶ୍ମୀରରେ ଅଭାବନୀୟ ଘଟଣା ! ଯବାନଙ୍କ ଜୀବନ ନେଲେ ପଥରଫିଙ୍ଗାଳୀ, ସହିଦଙ୍କ ମର ଶରୀରକୁ ଦେଖି ସ୍ତବ୍ଧ ହୋଇଗଲା ପରିବେଶ…

କାଶ୍ମୀରରେ ଘଟିଛି ଏକ ଅଭାବନୀୟ ଘଟଣା । ପଥରଫିଙ୍ଗାଳୀଙ୍କ ପାଇଁ ଚାଲିଯାଇଛି ଜଣେ ଯବାନଙ୍କ ଜୀବନ । ତାରିଖ- ୨୫ ଅକ୍ଟୋବର । ଅନନ୍ତନାଗ ବୋର୍ଡର ଠାରେ ନିୟୋଜିତ ଥାଆନ୍ତି ଯବାନ ରାଜେନ୍ଦ୍ର ସିଂହ । ଅଚାନକ ପଥରଫିଙ୍ଗାଳୀମାନେ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲେ । ଆଉ ଏହି ଘଟଣାରେ ସହିଦ…

ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ! ଟିମ୍ ଇଣ୍ଡିଆକୁ ୨୮୪ ରନ ବିଜୟଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ, ଯଶପ୍ରୀତ ବୁମରାଙ୍କ…

ପୁଣେରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୮୩ ରନ କରିବାକୁ ସକ୍ଷମ ହୋଇଛି । ଏହାସହ ଭାରତକୁ ବିଜୟ ପାଇଁ ୨୮୪ ରନର ଟାର୍ଗେଟ ଦେଇଛି ୱେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ…