Daily Archives

October 27, 2018

ବଜାରରୁ ଆଣିଥିଲେ ୧୪୬ ଟଙ୍କାର ଜିନିଷ ! ପ୍ୟାକେଟ ଖୋଲିବାରୁ ମିଳିଲା ୧୩ ଲକ୍ଷ ଟଙ୍କାର ହୀରା ।

ଏମିତି ଏକ ଘଟଣା, ଯାହା ଶୁଣିଲେ ହୁଏତ ସହଜେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ମାତ୍ର ୧୪୬ ଟଙ୍କାର ଜିନିଷ କିଣି, କେହି ଯେ ୧୩ ଲକ୍ଷ ଟଙ୍କାର ଲାଭ ପାଇବ, ତାହା ଶୁଣିଲେ ସମସ୍ତେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଠିକ ଏହିପରି ହିଁ କିଛି ଘଟଣା ଘଟିଛି ଅଷ୍ଟ୍ରେଲିଆର ଜଣେ ଦମ୍ପତ୍ତିଙ୍କ ସହ…

ଗୋବର୍ଦ୍ଧନଙ୍କ ଜୀବନ ପରିବର୍ତ୍ତନ କଲା ପଦ୍ମଶ୍ରୀ ସମ୍ମାନ : ସୋସିଆଲ ମିଡିଆରେ ଶାଢୀ କାରବାର, ହ୍ୱାଟ୍ସଆପରେ ବିଦେଶରୁ…

କନକ ବ୍ୟୁରୋ : ପଦ୍ମଶ୍ରୀ ଦେଲା ନୁଆ ପରିଚୟ, ବଦଳିଲା ଜୀବନ ଶୈଳୀ । ବୁଣାକାର ଜୀବନକୁ ପରିବର୍ତ୍ତନ କଲା ଡ଼ିଜିଟାଲ ଦୁନିଆ । ଅପାଠୁଆକୁ ପାଠୁଆ କଲା ହ୍ୱାଟସଆପ । ଦେଶ ବିଦେଶରେ ପରିଚୟ ସୃଷ୍ଟି ହେବା ସହ ବଢ଼ିଲା ବ୍ୟାପାର । କୋରାପୁଟ କୋଟପାଡ଼ର ମିରିଗାନୀ ଶାଢ଼ିକୁ ମିଳିଛି ଜାତୀୟ ମାନ୍ୟତା ।…

ଡିଜିସିଏର କ୍ଲିନଚିଟ୍ ପରେ ବି ବୈଜୟନ୍ତଙ୍କ ହେଲିକପ୍ଟର ବିବାଦ ତୁଟୁନି । ପୁଣି ରିପୋର୍ଟ ମାଗିଲା ପୁରୀ ପୋଲିସ

କନକ ବ୍ୟୁରୋ : ଚିଲିକା ଉପରେ କମ ଉଚ୍ଚତାରେ ହେଲିକପ୍ଟର ଉଡାଣ ମାମଲାରେ ଫଶିଥିବା ବୈଜୟନ୍ତଙ୍କ ହେଲିକପ୍ଟରକୁ କ୍ଲିନଚିଟ୍ ଦେଇଛନ୍ତି ଡିଜିସିଏ । କିନ୍ତୁ ଏହାପରେ ମଧ୍ୟ ପୁଣିଥରେ ଡିଜିସିଏଙ୍କୁ ରିପୋର୍ଟ ମାଗିଛି ପୁରୀ ପୋଲିସ । କାରଣ ଡିଜିସିଏ ଗତକାଲି ଦେଇଥିବା ରିପୋର୍ଟରେ କେବଳ ହେଲିକପ୍ଟର…

ତିତଲି ପ୍ରଭାବିତଙ୍କ ଖାତାକୁ ଯିବ ପଇସା । ଏସଆରସିଙ୍କ ସୂଚନା,ଗଜପତି ଜିଲ୍ଲା ତିତଲି ପ୍ରଭାବିତଙ୍କୁ ପ୍ରଥମ କରି ଦିଆଯିବ…

କନକ ବ୍ୟୁରୋ: ଗଜପତିରେ ତିତଲି ପ୍ରଭାବିତଙ୍କ ଖାତାକୁ ଯିବ ପଇସା । ପ୍ରଥମ ଥର ପାଇଁ ୩୦୦ କୋଟି ଟଙ୍କା ବିତରଣ କରାଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏନେଇ  ଟ୍ୱିଟ୍ ଆକାଉଣ୍ଟ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ତେବେ ଏହାକୁ କିଭଳି ସଠିକ୍…

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସାଂଘାତିକ ତଥ୍ୟ ! ଦିଲ୍ଲୀରେ ଗମ୍ଭୀର ହେଉଛି ପ୍ରଦୂଷଣ ସ୍ଥିତି, ଦିନକୁ ଦିନ…

ପ୍ରଦୂଷଣ ବଢାଉଛି ରାଜଧାନୀ ଦିଲ୍ଲୀବାସୀଙ୍କ ଚିନ୍ତା । ଦିନକୁ ଦିନ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବାର ଆଶଙ୍କା ରହିଛି, ଯେଉଁଥିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁ ଗୁଣାବତ୍ତା ଅଧିକ ଖରାପ ହୋଇପାରେ…

ହକି ବିଶ୍ୱକପ ପୂର୍ବରୁ ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟ । କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଆଥଲେଟଙ୍କ ପର୍ଯ୍ୟନ୍ତ…

କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହୋଇସାରିଲାଣି କଳିଙ୍ଗ ଷ୍ଟାଡିୟମ । ହକି ବିଶ୍ୱକପକୁ ସଫଳ କରିବାକୁ ଏବେ ଜି ଜାନ ଲଗାଇଦେଇଛନ୍ତି ରାଜ୍ୟ ସରକାର । ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଦେଶ ତଥା ବିଦେଶରେ ପହଞ୍ଚାଇବା ପାଇଁ ଜୋରଦାର ପ୍ରମୋଟ କରୁଛନ୍ତି…