Daily Archives

October 26, 2018

ଭୁବନେଶ୍ୱରରେ ପବନ ବହୁନି ବିଷ ବହୁଛି ! ସ୍ମାର୍ଟସିଟିରେ ପ୍ରଦୂଷଣ ସ୍ଥିତି ସାଂଘାତିକ ।

କନକ ବ୍ୟୁରୋ: ଦେଶରେ ବଢୁଥିବା ଗାଡି ମଟର ଏବଂ କଳ କାରଖାନା ଯୋଗୁ ଦିନକୁ ଦିନ ବାୟୁ ମଣ୍ଡଳ ପ୍ରଦୂଷିତ ହେବାକୁ ଲାଗିଛି । ଯାହା ଫଳରେ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଛନ୍ତି । ଗତ କିଛିଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀ ଅତ୍ୟଧିକ ପ୍ରଦୂଷଣ ହୋଇଯାଇଥିବା କଥା ଏକ ରିପୋର୍ଟରେ ପ୍ରକାଶ…

ଦିନକୁ ଦିନ ଶୁଖିଯାଉଛି ମହାନଦୀ । ଆଗକୁ ସୃଷ୍ଟି ହେବ ସାଂଘାତିକ ଜଳ ସଂକଟ, ସର୍ତକ କରାଇଲେ ଜଳ ପୁରୁଷ

କନକ ବ୍ୟୁରୋ : ମହାନଦୀରେ ସୃଷ୍ଟି ହେବାକୁ ଯାଉଛି ବଡ ଜଳ ସଂକଟ । ଏ ନେଇ ସତର୍କ କରାଇ ଦେଇଛନ୍ତି ଜଳପୁରୁଷ ରଂଜନ ପଣ୍ଡା । ଛତିଶଗଡ ଓ ଓଡିଶା ମହାନଦୀ ଅବବାହିକାରେ ହେଉଥିବା କୋଇଲା ତାପଜ ବିଦ୍ୟୁତ ପ୍ରକଳ୍ପ ଏହି ସଂକଟକୁ ଟାଣି ଆଣିଛି । ମହାନଦୀର ପାଣି ଉପରେ ଏହି ପ୍ରକଳ୍ପ ଗୁଡିକ ନିର୍ଭର…

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହେଲେ ରାହୁଲ ଗାନ୍ଧୀ! ମୋଦିଙ୍କ ଟାର୍ଗେଟ…

କନକ ବ୍ୟୁରୋ : ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସପକ୍ଷରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଳା ପୋଷାକ ପିନ୍ଧି ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା ଦଳ । ଦିଲ୍ଲୀରେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ରାଲି କରିଥିଲେ…

ସୁନ୍ଦରୀକୁ ଧରିବା ପାଇଁ ବନବିଭାଗର ନୂଆ ବ୍ଲୁ-ପ୍ରିଣ୍ଟ! ବାଘୁଣୀକୁ କାବୁ କରିବା ଲାଗି ୪ ଦିନରେ ଫେଲ ମାରିଲାଣି ୫ଟି…

କନକ ବ୍ୟୁରୋ : ସାତକୋଶିଆରେ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନବିଭାଗ ନାକେଦମ ହୋଇଛି । ୪ଦିନରେ ୫ଥର ଅପରେସନ୍ କରାଯାଇଥିଲେ ସୁଦ୍ଧା ସବୁ ଯୋଜନା ଫେଲ ମାରିଛି । ଆଉ ଏଭଳି ସ୍ଥିତିରେ ବାଘୁଣୀକୁ କାବୁ କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ପେଂଚ…

ସୁପ୍ରିମକୋର୍ଟରେ ସିବିଆଇ ସଂକଟ! ନୀତିଗତ ନିଷ୍ପତି ନେଇପାରିବେନି ଏମ୍ ନାଗେଶ୍ୱର ରାଓ, ୨ ସପ୍ତାହ ମଧ୍ୟରେ ଆଲୋକ…

କନକ ବ୍ୟୁରୋ : ସିବିଆଇ ସଂକଟ ଉପରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାସିତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ପିଟିସନର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ଉପରେ ଲଗାମ୍ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୌଣସି ନୀତିଗତ ନିଷ୍ପତି ନେବାରେ ରୋକ…

ଭିନ୍ନ ଏକ ପରିବାର । ଯେଉଁଠି ପରିବାରର ୨୨ ଜଣ ସଦସ୍ୟଙ୍କର ରହିଛି ୨୪ଟି ଲେଖାଏଁ ଆଙ୍ଗୁଠି

ବିହାରର ଗୟା ଜିଲ୍ଲାର ଉତ୍ତର ପ୍ରଖଣ୍ଡରେ ଥିବା ଏକ ପରିବାରର ୨୨ ସଦସ୍ୟଙ୍କ ମଧ୍ୟରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ତାହା ହେଉଛି ସେମାନଙ୍କର ହାତ ଓ ପାଦର ଆଙ୍ଗୁଠି । ସମସ୍ତ ୨୨ ଜଣଙ୍କର ୨୪ଟି ଲେଖାଏଁ ଆଙ୍ଗୁଠି ରହିଛି । ଯେଉଁଥିପାଇଁ ପରିବାର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ…