Daily Archives

October 26, 2018

ଆସନ୍ତା ୨୩ ତାରିଖରୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା । ସୁରୁଖୁରୁରେ ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରଥମ…

କନକ ବ୍ୟୁରୋ: ଚଳିତବର୍ଷ ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ…

ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ । ମନ୍ଦିର ଭିତରର ଫଟୋ ଉଠାଉଥିବା ବେଳେ ଧରିଲା ପୋଲିସ, ୮ ଅଟକ

କନକ ବ୍ୟୁରୋ : ପୁରୀ ଜଗନ୍ନାଥ ମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ । ଏମାର ମଠ ଉପରୁ ଡ୍ରୋନ ସାହାଯ୍ୟରେ ଶ୍ରୀମନ୍ଦିରର ଚିତ୍ରତ୍ତୋଳନ କରୁଥିବା ବେଳେ ପୋଲିସ ଡ୍ରୋନ କ୍ୟାମେରା ଜବତ କରିଛି । ଏହି ଘଟଣାରେ ସିଂହଦ୍ୱାର ଥାନା ପୋଲିସ ୮ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରହିଛି । ଡ୍ରୋନ କ୍ୟାମେରା…

ଖେଳକୁଦ ବୟସରେ ଜୀବନ ସହ ସଂଘର୍ଷ କରୁଛି ୧୪ ମାସର ଶିଶୁ । ଟଙ୍କା ଅଭାବରୁ ହୋଇପାରୁନାହିଁ ଚିକିତ୍ସା, ସହାୟତା ପାଇଁ…

କନକ ବ୍ୟୁରୋ : ଯନ୍ତ୍ରଣାରେ ଛଟପଟ ଶୈଶବ । ଖେଳକୁଦ ବୟସରେ ହୃଦରୋଗରେ ପୀଡିତ ହୋଇ ଯନ୍ତ୍ରଣା ସହୁଛି ୧୪ ମାସର କୁନି ପୁଅ । ଆଉ କୁନି ପ୍ରୁଅର ଯନ୍ତ୍ରଣା ଦେଖି ପ୍ରତିଦିନ କଷ୍ଟ ପାଉଥିବା ଗରିବ ବାମା ମାଆଙ୍କ ଆଖିରୁ ନିଦ ହଜି ଯାଇଛି । ଟଙ୍କା ଅଭାବରୁ ଶିଶୁ ପୁତ୍ରର ଚିକିତ୍ସା ହୋଇ ପାରୁନଥିବା…

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ପାକିସ୍ତାନ । ପୁଣି ମିଳିଲା ପ୍ରମାଣ, ପଢ଼ନ୍ତୁ କେମିତି ପଦାରେ ପଡ଼ିଲା ଦୋ’ମୁହାଁ…

କନକ ବ୍ୟୁରୋ: ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦଙ୍କ ପରିଚାଳିତ ସଂଗଠନକୁ ‘ନିଷିଦ୍ଧ ଘୋଷିତ’ ସଂଗଠନ ତାଲିକାରେ ନାହିଁ ବୋଲି ରାୟ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ । ପାକିସ୍ତାନର ଏକ ଶୀର୍ଷ ଅଦାଲତ ଅନ୍ତର୍ଜାତୀୟ କୁଖ୍ୟାତ ଆତଙ୍କବାଦୀ ତଥା ଜମାତ୍-ଉଦ୍-ଦାଓ୍ଵା ଓ…

ଗୁରୁପ୍ରିୟା ସେତୁ ଲୋକାର୍ପଣକୁ ପୂରିଲା ୩ ମାସ ! ଏବେବି ନଦୀ ପାର ପାଇଁ ଭରସା ମୋଟର ଲଞ୍ଚ , ଅଧାରେ ଅଟକିଛି ସ୍ୱାଭିମାନ…

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁ ଲୋକାର୍ପଣକୁ ତିନି ମାସ ବିତିଛି । ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ମାଓ ଗଡରେ ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁର ଉଦଘାଟନ କରି ବିଚ୍ଛିନ୍ନାଂଚଳର ନାଁ ପରିବର୍ତନ କରି ସ୍ୱାଭିମାନ ଅଂଚଳରେ ନାମିତ କରିଥିଲେ । ଆଉ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ୧୦୦…

ବାଣ ଫୁଟା ନେଇ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ୍ । କେଉଁଠି ଏବଂ କେତେ ସମୟ ବାଣ ଫୁଟାଇ ପାରିବେ ପଢ଼ନ୍ତୁ ।

କନକ ବ୍ୟୁରୋ: ବାଣ ଫୁଟା ପାଇଁ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ୍ । ଦୀପାବଳିରେ ବାଣଫୁଟାକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସର୍କୁଲାର ଜାରି କରିଛି ଓଡିଶା ପୋଲିସ୍ । ଏନେଇ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ପୋଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା  । ସୁପ୍ରିମକୋର୍ଟଙ୍କ…