Daily Archives

September 14, 2018

‘ସୁନ୍ଦରୀ’ ସହ ୭ ମିନିଟ୍ ! ଜାଣନ୍ତୁ ସାତକୋଶିଆର ଏହି ଲୋମଟାଙ୍କୁରା ଘଟଣା, ଯେବେ ଜଙ୍ଗଲରେ ଯବାନ ଓ ବାଘୁଣୀ ହୁଅନ୍ତି…

କନକ ବ୍ୟୁରୋ : ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀ ସହ ସାତ ମିନିଟ୍ । କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ଗତକାଲି ସନ୍ଧ୍ୟାରେ ମାଓ ବିରୋଧୀ ଅପରେସନ୍ ସାରି ଫେରୁଥିବା ବେଳେ ସୁନ୍ଦରୀ ସହ ସାମ୍ନାସାମ୍ନି ହୋଇଥିଲେ ସିଆରପିଏଫ୍ ଯବାନ । ପ୍ରାୟ ୭ ମିନିଟ୍ ଧରି…

ପ୍ରେମିକାର ପ୍ରେତାତ୍ମା ପାଇଁ ପୁରା ପରିବାର କରିଦେଲେ ଆତ୍ମହତ୍ୟା! ଚକିତ ହୋଇଗଲା ପୁଲିସ ।

ଗୁଜରାଟର ଅହମ୍ମଦାବାଦସ୍ଥିତ ନରୋଡ଼ାଠାରେ ଗତକାଲି ଘଟିଥିବା ଗଣ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଆତ୍ମହତ୍ୟାର କାରଣ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନଥିବାରୁ ଏହା ସଂପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ଗୁଣିଗାରେଡ଼ିର ବଶବର୍ତ୍ତୀ ହୋଇ ତ୍ରିବେଦୀ ପରିବାରର ସଦସ୍ୟମାନେ…

ପାର୍ବଣ ଋତୁରେ ସାବାଡ ହେବେ ଅପରାଧୀ । ୱାରେଣ୍ଟ ଥିଲେ ଗିରଫ ହେବେ, ଆଡଭାଇଜରୀ ଜାରି କଲା ରାଜ୍ୟ ପୋଲିସ

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ସାବାଡ ହେବେ ଅପରାଧୀ । ଏନେଇ ଅଣ୍ଟା ଭିଡିଛି ପୋଲିସ ବିଭାଗ । ଏନେଇ ରାଜ୍ୟର ସମସ୍ତ ଏସପି ଓ ଡିସିପିଙ୍କ ଉଦ୍ଦେଶ୍ୟରେ ଆଡଭାଇଜରୀ ଜାରି କରିଛନ୍ତି ପୋଲିସ ମୁଖିଆ ଆର.ପି ଶର୍ମା । ଯେପରି ପାର୍ବଣ ଋତୁରେ କୌଣସି ପ୍ରକାର ବିଶୃଙ୍ଗଳା କିମ୍ବା ଅପରାଧ ନ ଘଟେ…

୧୫ ଲକ୍ଷର ଚେକ୍ ପଠାଇଲେ, ୨୫ ହଜାର ମାଗିଲେ । ଚେକ୍ ଅସଲି ଥିଲା ନା ନକଲି?

ବ୍ୟାଙ୍କ ନାଁ କହି ଫୋନ୍ ଆସିବା, ଏଟିଏମ୍ କାର୍ଡ ନମ୍ବର ମାଗିବା ଓ ଓଟିପି ନମ୍ବର ସଂଗ୍ରହ କରି ଆକାଉଣ୍ଟରୁ ଟଙ୍କା ନେଇଯିବା ଭଳି ଠକେଇ ପ୍ରତିଦିନ ଘଟୁଥିବାର ନଜିର ରହିଛି। ଏ ନେଇ ଲୋକେ ସଚେତନ ହେବା ଯୋଗୁ ଠକମାନେ ଏବେ ଭିନ୍ନ କୌଶଳ ଅବଲମ୍ବନ କରିବା ଆରମ୍ଭ କରିଦେଇଛନ୍ତି। ଲକି ଡ୍ର’…

ଆଦର୍ଶ ବୋହୁ ହେବାକୁ ଚାହୁଁଛନ୍ତି କି? ପାଠ ପଢା ସହ ଭୋପାଳ ବିଶ୍ୱବିଦ୍ୟାଳୟ ଦେବ ସାର୍ଟିଫିକେଟ ।

‘ଆଦର୍ଶ ବୋହୂ’ ପ୍ରସ୍ତୁତି କରିବା ନିମନ୍ତେ ଭୋପାଳ ବିଶ୍ୱବିଦ୍ୟାଳୟ ଏକ ସ୍ୱଳ୍ପକାଳୀନ କୋର୍ସ ଆରମ୍ଭ କରିବାକୁ ନିଷ୍ପତି ନେଇଛି। ଏହା ମହିଳା ସଶକ୍ତକରଣରେ ଗୋଟିଏ ପାଦ ଆଗରେ ରହିବ ବୋଲି ବିଶ୍ୱବିଦ୍ୟାଳୟର ଅଖଣ୍ଡ ବିଶ୍ୱାସ। ଆସନ୍ତା ଶିକ୍ଷାବର୍ଷରୁ ଏହି ତିନିମାସିଆ ପାଠ୍ୟକ୍ରମ ଆରମ୍ଭ ହେବ।…

ବାଇକ ଓ କାରରେ ଲଗାଇ ଦିଅନ୍ତୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ! ନଚେତ ଜରିମାନା ସହ ଯିବାକୁ ପଡିବ ଜେଲ

ରାଜଧାନୀ ଦିଲ୍ଲୀ ବାସିନ୍ଦାଙ୍କ ବଡ ଖବର । ଖାସକରି ଯେଉଁମାନଙ୍କ ନିକଟରେ ବାଇକ ଓ ଚାରି ଚକିଆ ଯାନ ରହିଛି । କାରଣ ଯେଉଁ ଲୋକଙ୍କ କାର କିମ୍ବା ବାଇକରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲଗାଯାଇନାହିଁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପରିବହନ ବିଭାଗ । ଅଥାର୍ତ ଯେଉଁ ଲୋକମାନଙ୍କର…