Daily Archives

September 11, 2018

ମେକ ଇନ ଓଡିଶା ସମ୍ମିଳନୀ ପାଇଁ ମୁମ୍ବାଇ ଭଳି ଦିଲ୍ଲୀରେ ହେବ ମେଗା ସୋ ! ନିବେଶକଙ୍କୁ ଆକୃଷ୍ଟ କରିବେ ନବୀନ,…

କନକ ବ୍ୟୁରୋ : ଆସନ୍ତାକାଲି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ମୁମ୍ବାଇ ଭଳି ଦିଲ୍ଲୀରେ ମଧ୍ୟ କାଲି ଏକ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ବଡ ବଡ ନିବେଶକଙ୍କୁ…

ପ୍ରେରଣା ସାଜିଲା ରଜନୀକାନ୍ତଙ୍କ ସିନେମା : ଅଷ୍ଟମ ପାସ୍ କରିଥିବା ବ୍ୟକ୍ତି ତିଆରି କଲେ ରିମୋଟରେ ଚାଲୁଥିବା କାଠ ରୋବଟ୍

କିଛି କରିବାର ଇଚ୍ଛା ଥିଲେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା କିମ୍ବା ମାଳ ମାଳ ଡିଗ୍ରି ଦରକାର ନାହିଁ । କରିବାର ମନୋବୃତ୍ତି ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ହିଁ ସବୁ କିଛି ସମ୍ଭବ । ଅନେକ ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଳ୍ପ ପାଠ ପଢ଼ି ମଧ୍ୟ କିଛି ନୂଆ କରିବା ପାଇଁ ଚେଷ୍ଟା କରିଛନ୍ତି ଆଉ ସଫଳ…

ଶିକ୍ଷକଙ୍କୁ ନେଇ ବଡ ରାଜନୀତି ! କଂଗ୍ରେସ ଓ ବିଜେପି ପରେ ନୈତିକ ସମର୍ଥନ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଏପଟେ…

କନକ ବ୍ୟୁରୋ : ଶିକ୍ଷକଙ୍କୁ ନେଇ ବଡ ରାଜନୀତି । ନେତା ଭେଟୁଛନ୍ତି, ତାତି ବଢ଼ୁଛି । ନିରଞ୍ଜନ, ଧର୍ମେନ୍ଦ୍ରଙ୍କ ପରେ ଆଜି ଆନ୍ଦୋଳନ ସ୍ଥଳକୁ ଯାଇ ଶିକ୍ଷକଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଶିକ୍ଷକଙ୍କ ଦାବିକୁ ସମର୍ଥନ ଜଣାଇବା ସହ ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ…

ବିଜେଡିରୁ ବିଦା ହୋଇପାରନ୍ତି ଦାମ ! ବହିଷ୍କାର ପାଇଁ ଫିଟୁଛି ବାଟ, ନବୀନ କହିଲେ ଅଭିଯୋଗର ବିଚାର କରିବେ ।

କନକ ବ୍ୟୁରୋ : ବିଜେଡିରୁ ବିଦା ହୋଇପାରନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଦଳରୁ ଦାମଙ୍କୁ ବହିଷ୍କାର କରିବା ଲାଗି ଜଗତସିଂହପୁର ଜିଲ୍ଲା ବିଜେଡିର ଅନେକ କର୍ମୀ ଓ ନେତା ତାଙ୍କ ବିରୋଧରେ ଫେରାଦ ହୋଇଛନ୍ତି । ଦାମ ଦଳ ବିରୋଧୀ କାମ କରୁଥିବା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ।…

ମନ୍ଦିର ଦର୍ଶନ ସାରି ଫେରୁଥିଲେ ଘାଟି ତଳକୁ ଖସିଗଲା ବସ ! ଚାଲିଗଲା ୪୫ ଜୀବନ ।

ଭଗବାନଙ୍କ ଦର୍ଶନ ସାରି ଫେରୁଥିଲେ ଭଗବାନଙ୍କ ପାଖକୁ ଚାଲିଗଲେ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ଜାଗିତ୍ୟାଲ ଜିଲ୍ଲାରେ । ଆଜି ହନୁମାନ ଦର୍ଶନ ସାରି ବେଶ ଖୁସି ମନରେ ଫେରୁଥିଲେ ଘରକୁ । କିନ୍ତୁ ବାଟରେ ଘଟିଗଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୪୫ ଜୀବନ ।…

ରାସ୍ତାରେ ମାଳମାଳ ହେଉଥିବା ପଶୁଙ୍କ ଉପରେ ନଜର ରଖିବ ସିସିଟିଭି ! ଖୁବଶୀଘ୍ର ଏହି ଯୋଜନା ହେବ କାର୍ଯ୍ୟକାରୀ ।

ନଗର ନିଗମ ଏଣିକି ବାହାରେ ବୁଲୁଥିବା ପଶୁମାନଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖିବ । ଏଥିପାଇଁ ପ୍ରଥମେ ସେହି ସବୁ ସ୍ଥାନ ମାନଙ୍କୁ ଚିହ୍ନଟ କରାଯିବ, ଯେଉଁଠି ପଶୁମାନଙ୍କର ସବୁଠାରୁ ଅଧିକ ଅସୁବିଧା ହୋଇଥାଏ । ଚିହ୍ନଟ ହେବା ପରେ ସେହି ସ୍ଥାନ ମାନଙ୍କରେ ସିସିଟିଭି ଇନଷ୍ଟଲ୍ ହେବାର କାର୍ଯ୍ୟ…