Daily Archives

September 8, 2018

ପଞ୍ଜାବର ୧୩ ବର୍ଷିୟା ଦଙ୍ଗଲ ଗର୍ଲ ! କୁସ୍ତି ମଇଦାନରେ ବଡ ବଡ ପହିଲମାନଙ୍କୁ ଚଟାଇଛନ୍ତି ଧୂଳି ।

ପଞ୍ଜାବର ନୱାଶହରର ଗାଁ କାଠଗରେ ଛିଂଜ ମେଳା ଲାଗିଛି। ମେଳା ଦେଖିବା ପାଇଁ ବହୁତ ଦୂର ଦୂରାନ୍ତରୁ ଲୋକ ଆସୁଛନ୍ତି। କିନ୍ତୁ ମେଳାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ୧୩ ବର୍ଷୀୟ ଝିଅ, ଯାହାଙ୍କ ନାଁ ରୋଜ୍ ଘଇ। ଯିଏ ମେଳାରେ ଦଙ୍ଗଲ ଗର୍ଲ ବନି କୁସ୍ତି କରୁଛନ୍ତି ଓ ବଡ ବଡ…

ଗୁଗୁଲ ଆପରେ ଯୋଡିହେଲା ନୂଆ ଫିଚର୍ସ ! ପବ୍ଲିକ୍ ଟ୍ରାନ୍ସପୋର୍ଟ ସହ ମିଳିବ ଏହି ସବୁ ସୂଚନା ।

ଗୁଗୁଲ୍ ଆପରେ ଏଣିକି ଯୋଡି ହୋଇଯାଇଛି କିଛି ନୂଆ ଫିଚର୍ସ । ନୂଆ ଫିଚର୍ସର ଘୋଷଣା ଗୁଗୁଲ୍ ଫର ଇଣ୍ଡିଆ ୨୦୧୮ର ୪ର୍ଥ ସଂସ୍କରଣରେ କରାଯାଇଛି । ଗୁଗୁଲ ଆପର ନୂଆ ଫିଚର୍ସ ସହ କୋଲକାତାର ୨୫ ହଜାର ଘରେ ପ୍ଲସ କୋଡ ଜାରି କରାଯାଇଛି । ଯାହା ସାହାଯ୍ୟରେ ଗୁଗୁଲ ମ୍ୟାପରେ ଏହି ଘର ଗୁଡିକୁ ଚିହ୍ନଟ…

ପଡିଆ ଉପରେ ନାଚି ଉଠିଲେ ଧୱନ ! ଢୋଲ ବାଜୁଥିଲା, ଶିଖର ନାଚୁଥିଲେ ।

ଲଂଣ୍ଡନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍ ଖେଳାଯାଉଛି । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଦିନରୁ ହିଁ ଦଳର ୭ଟି ଓି୍ୱକେଟର ପତନ ଘଟିଛି । ପ୍ରଥମରୁ ଦଳ ମଜଭୁତ ସ୍ଥିତିରେ ଥିବା ବେଳେ ଲଞ୍ଚ ପରେ…

କୌଣସି ବି ମୁହୂର୍ତ୍ତରେ ଫାଟିପାରେ ଆପଣଙ୍କ ଫୋନ ! ଯଦି ମୋବାଇଲରେ ଦେଖାଦେଉଛି ଏଭଳି କିଛି ପରିବର୍ତ୍ତନ

ଆଜିର ଦିନରେ ମୋବାଇଲ ଫୋନ ଏକ ଅତ୍ୟାବଶକୀୟ ଜିନିଷ ହୋଇପଡିଛି । ଖାଦ୍ୟ ଭଳି ମୋବାଇଲ ଫୋନ ବି ମଣିଷ ପାଇଁ ଜରୁରୀ ହୋଇପଡିଛି । ଲୋକେ ମଣିଷ ଅପେକ୍ଷା ବେଶି ମୋବାଇଲ ଫୋନକୁ ଗୁରୁତ୍ୱ ଦେଉଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ସଭିଏଁ ଏବେ ମୋବାଇଲ ମାୟାରେ ବାୟା । ସେହିପରି ମୋବାଇଲର ଚାହିଦା ଯେପରି…

ଆମେରିକା ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲେ ପୂର୍ବତନ ରାଷ୍ଟ୍ରପତି : ଇଲିନୋଇସ ଉର୍ବାନ ୟୁନିଭର୍ସିଟିର ଛାତ୍ରଙ୍କୁ…

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତିଙ୍କୁ ଟାର୍ଗେଟ କଲେ ପୂର୍ବତନ ରାଷ୍ଟ୍ରପତି । ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ନେଇ କଡା ସମାଲୋଚନା କରିଛନ୍ତି । ଇଲିନୋଇସ ଉର୍ବାନ ୟୁନିଭର୍ସିଟିର ଛାତ୍ରଙ୍କୁ ସମ୍ବୋଧିତ କରି ଟ୍ରଂପଙ୍କ ଉପରେ…

ହର୍ଣ୍ଣ ମାରିଲେ ମିଳିବ ଦଣ୍ଡ ! ଏଣିକି ଗାଡି ହର୍ଣ୍ଣର ସୀମା ନିର୍ଦ୍ଧାରଣ କରିବେ ସରକାର, ଜାଣନ୍ତୁ କେବେଠାରୁ ଲାଗୁ ହେବ…

ହର୍ଣ୍ଣ ମାରିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ଏଭଳି ଏକ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର । ଯାହା ଦ୍ୱାରା ବାରମ୍ବାର ତଥା ଉଚ୍ଚସ୍ୱରରେ ହର୍ଣ୍ଣ ମାରିବା ଦ୍ୱାରା ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଥି ସହିତ ହିଁ ଗାଡିର ହର୍ଣ୍ଣର…