Daily Archives

September 6, 2018

ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ଇଞ୍ଜେକ୍ସନ ! ଘରୋଇ ମେଡିକାଲରୁ ଆଣି ସରକାରୀ ମେଡିକାଲରେ ଦେଲେ ଡାକ୍ତର ।

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ବାଟବଣା ନିରାମୟ ଯୋଜନା । ସରକାରୀ ଡାକ୍ତରଖାନାରେ ବ୍ରେନ ମ୍ୟାଲେରିଆ ରୋଗୀଙ୍କୁ ଏକ୍ସପାଇରି ଇଂଜେକ୍ସନ ଦିଆଯାଇଛି । ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଏମ.ଭି – ୧୯ ସ୍ୱାସ୍ଥ କେନ୍ଦ୍ର ରୁ । ଖୋଦ ମେଡିକାଲ କର୍ମଚାରୀ ନ ଦେଖି ନଶୁଣି କିପରି ଇଂଜେକ୍ସନ…

ଆହତ ଅବସ୍ଥାରେ ବିରଳ ଗରୁଡ ପକ୍ଷୀ ଉଦ୍ଧାର ! ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ ।

କନକ ବ୍ୟୁରୋ: ପ୍ରାଚୀ ନଦୀ କୂଳ ଜଙ୍ଗଲରୁ ଉଦ୍ଧାର ହେଲା ବିରଳ ଗରୁଡ ପକ୍ଷୀ । ଅତ୍ୟଧିକ ଝଡ ବର୍ଷା ମାଡରେ ଆହତ ହୋଇ ଜଙ୍ଗଲରେ ପଡିରହିଥିଲା । ସ୍ଥାନିୟ ଲୋକେ ଗରୁଡକୁ ପକ୍ଷୀକୁ ଆହତ ଅବସ୍ଥାରେ ଦେଖି ବନ ବିଭାଗକୁ ଖବର କରିଥିଲେ । ପରେ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଗରୁଡକୁ ଉଦ୍ଧାର…

ଚିଲିକା ‘ୱାଟର ଏରୋଡ୍ରମ’ ପଲିଟିକ୍ସ । ବିଧାନସଭାରେ ଉଠିଲା ତାତି, ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ଚିଲିକାରେ ସି ଏରୋଡ୍ରମ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଲେ ବ୍ରହ୍ନଗିରୀ ବିଜେଡି ବିଧାୟକ ସଂଜୟ ଦାସବର୍ମା । ସିଧାସଳଖ ଏହି ପ୍ରକଳ୍ପକୁ ବିରୋଧ କରି କହିଲେ କେନ୍ଦ୍ରମନ୍ତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ । ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଚଳନ୍ତା ଗାଡିରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଦୁର୍ବୃତଙ୍କୁ ଯୁବତୀ ଜଣକ ଚିହ୍ନି ପାରୁଥିଲେ ମଧ୍ୟ…

କନକ ବ୍ୟୁରୋ: ଚଳନ୍ତା ଗାଡିରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଜୀବନ ବିକଳରେ ଚଳନ୍ତାଗାଡିରୁ ଡେଇଁଲେ ଯୁବତୀ । ଏତଲାର ୩ ଦିନ ପରେ ବି ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନକୁ ନେଇ ତେଜୁଛି ଅସନ୍ତୋଷ । ସବୁଠାରୁ ବଡ କଥା ହେଲା ଯୁବତୀ ଜଣଙ୍କ ଦୁର୍ବୃତଙ୍କୁ ଚିହ୍ନି ପାରୁଥିଲେ ସୁଦ୍ଧା ପୁଲିସ…

ଠେଲା ଚାଳକଙ୍କ ଚିନ୍ତାଧାରାକୁ ବିଗ୍ ବି କଲେ ସଲାମ : କେବିସି ସେଟ୍ ରେ ତାଙ୍କ କାହାଣୀ ଶୁଣି ଭାବୁକ ହୋଇଗଲେ ସମସ୍ତେ

କୌନ ବନେଗା କରୋଡ଼ପତି ଶୋରେ ବୁଧବାର ରାତି ସ୍ଥିତି ବହୁତ ଭାବୁକ ହୋଇଯାଇଥିଲା, ଯେତେବେଳେ ଅମିତାଭ ବଚ୍ଚନ ଜଣେ ଠେଲା ଚାଳକଙ୍କ ଚିନ୍ତାଧାରାକୁ ପ୍ରଣାମ କଲେ । ହଟ୍ ସିଟ୍ ରେ ବସିଥିବା କେବିସି ପ୍ରତିଯୋଗୀ କିରଣଙ୍କ ପିତାଙ୍କୁ ଅମିତାଭ ବଚ୍ଚନ କହିଲେ କି ‘ଆପଣଙ୍କୁ ମୁଁ ପ୍ରଣାମ କରୁଛି । ଦେଶ…

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଖୁସିଖବର : ଆଧାର ନଥିବା ହେତୁ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାରୁ ବାରଣ କରିପାରିବେ…

‘ଆଧାର’ନମ୍ବର ଜାରି କରୁଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି କି କୌଣସି ସ୍କୁଲ୍ ଆଧାର ନ ଥିବା ହେତୁ କୌଣସି ଛାତ୍ରକୁ ନାମ ଲେଖାଇବାରୁ ବଂଚିତ କରିପାରିବେ ନାହିଁ। ସଂପ୍ରତି ୟୁଆଇଡିଏଆଇ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି…