Daily Archives

September 6, 2018

ବଜ୍ରପାତ ବିପଦ : ସନ୍ଧ୍ୟା ସୁଦ୍ଧା ରାଜ୍ୟର ୨୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷାର ସମ୍ଭାବନା, ସତର୍କ ସୂଚନା ଜାରିକଲା…

କନକ ବ୍ୟୁରୋ: ୨୫ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୬ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୨୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକରେ…

ଧାରା ୩୭୭ : ଭାରତ ବ୍ୟତୀତ ଦୁନିଆର ଏହି ଦେଶଗୁଡିକରେ ମଧ୍ୟ ବୈଧ ଅଛି ସମଲିଙ୍ଗୀ ସଂପର୍କ

ଭାରତରେ ସମଲିଙ୍ଗୀ ସଂପର୍କ ଉପରେ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ନିଷ୍ପତ୍ତି ଣୁଣାଇଛନ୍ତି । ଆଇପିସିର ଧାରା ୩୭୭କୁ ବୈଧ କରାଯାଇଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ସାମ୍ବିଧାନିକ ପୀଠ ଦୁଇ ବାଳକଙ୍କ ମଧ୍ୟରେ ସହମତିରେ ସ୍ଥାପନ କରାଯାଇଥିବା ସଂପର୍କକୁ ଅପରାଧ ମାନୁଥିବା…

ଅକ୍ଟୋବର ୨ରୁ ପ୍ଲାଷ୍ଟିକ ଉପରେ କଟକଣା । ପ୍ରଥମ ପର୍ଯ୍ୟାୟରେ ୫ ମହାନଗର ଓ ପୁରୀରେ ବନ୍ଦ ହେବ ପ୍ଲାଷ୍ଟିକ

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୨ତାରିଖରୁ ବନ୍ଦ୍ ହେବ ପ୍ଲାଷ୍ଟିକ ବ୍ୟବହାର । ପ୍ଲାଷ୍ଟିକ୍ ବ୍ୟାନ ପାଇଁ ପଦକ୍ଷେପ ନେବାକୁ ଆଜିି ୫ଟି ଜିଲ୍ଳାର ଜିଲ୍ଳାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସରକାରଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ…

ଭାଙ୍ଗିବ ତେଲେଙ୍ଗାନା ବିଧାନସଭା : କ୍ୟାବିନେଟ ବୈଠକରେ ବଡ ନିଷ୍ପତି,ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ସମୟ ପୂର୍ବରୁ ଭାଙ୍ଗିବ ତେଲେଙ୍ଗାନା ବିଧାନସଭା । ଆଉ କିଛି ସମୟ ପରେ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରିପାରନ୍ତିି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ରାଜଭବନ ଯାଇ ତେଲେଙ୍ଗାନା ରାଜ୍ୟପାଳ ଇଏସଏଲ ନରସିଂମାଙ୍କୁ ଭେଟି କ୍ୟାବିନେଟର ନିଷ୍ପତିକୁ ଜଣାଇଛନ୍ତି ।…

ଜୀବନ ଦେବା ବଦଳରେ ଜୀବନ ନେଇଗଲା ଆମ୍ବୁଲାନ୍ସ ! ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ୍ ଟାଙ୍କି ଫାଟିବାରୁ ରୋଗୀ ମୃତ ।

ଆମ୍ବୁଲାନ୍ସ ଭିତରେ ଥିବା ଅକ୍ସିଜେନ୍ ଟାଙ୍କି ଫାଟିବାରୁ ଡାକ୍ତରଖାନା ଯାଉଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଘଟଣାଟି ବୁଧବାର ଦିନ କେରଳର ଆଲାପ୍ପୁଝା ଜିଲ୍ଲାରେ ଘଟିଥିବା ପ୍ରକାଶ। ଚମ୍ପାକୁଲମ୍ ସରକାରୀ ଡାକ୍ତରଖାନା ସମ୍ମୁଖରେ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା। ଚମ୍ପାକୁଲମ୍…

ଔଷଧୀୟ ବୃକ୍ଷ ଚାଷ କରି ଖୋଲିଗଲା ଭାଗ୍ୟ : ଏବେ ମାସକୁ ୧ଲକ୍ଷ ଟଙ୍କା ଆୟ କରୁଛନ୍ତି ଉତ୍ତରପ୍ରଦେଶର ଆଦେଶ

ଉତ୍ତରପ୍ରଦେଶ ମେରଠର ବାସିନ୍ଦା ଆଦେଶ କୁମାର ଏବେ ମାସକ ଏକ ଲକ୍ଷ ଟଙ୍କା ଆୟ କରୁଛନ୍ତି । ୫ ବର୍ଷର ବେସରକାରୀ ଚାକିରି କାଳରେ ତାଙ୍କୁ କେବେ ୧୦ ହଜାର ଟଙ୍କା ମଧ୍ୟ ଦରମା ମିଳୁନଥିଲା । କିନ୍ତୁ ଚାକିରି ଛାଡ଼ିବା ପରେ ପରେ ତାଙ୍କ ଭାଗ୍ୟ ଖୋଲିଯାଇଥିଲା । ଏବେ ସେ ମାସକୁ ପାଖାପାଖି ୧ ଲକ୍ଷ…