Daily Archives

September 4, 2018

ଛତିଶଗଡ଼ ଜେଲରୁ ୫୦ କୋଟି ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଧମକ ଭରା ଚିଠିର ଗୁମର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମକ ପୂର୍ଣ୍ଣ ଚିଠି ଲେଖିବା ଘଟଣାରେ ଖୋଲୁଛି ଖିଅ । ଧମକ ପୂର୍ଣ୍ଣ ଚିଠି ଲେଖିଥିବା କଏଦୀ ପୁଷ୍ପେନ୍ଦ୍ର ଚୌହାନ ବନ୍ଦୀରୁ ମୁକ୍ତି ପାଇଁ କରିଥିଲା ୫୦ କୋଟି ଟଙ୍କାର ଦାବି । ଏନେଇ ସୁଚନା ଦେଇଛନ୍ତି ବିଳାସପୁର ଏସପି ଆରିଫ୍ ସେଖ୍ । ବିଳାସପୁର ଏସପିଙ୍କ…

କୋଲକାତାରେ ଭୁଶୁଡିଲା ଫ୍ଲାଏଓଭର ! ଜଣେ ମୃତ, ୩ ଗୁରୁତର, ବ୍ରିଜ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଆଶଙ୍କା ।

କୋଲକାତାର ମଜେରହାଟ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ଫ୍ଲାଏ ଓଭର ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଫ୍ଲାଏଓଭର ବ୍ରିଜ୍ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଆଶା କରାଯାଉଛି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର…

ଅଧାରେ ରହିଗଲା ବିଧାୟକଙ୍କ ବାହାଘର । ବିବାହର ୮ ଦିନ ପୂର୍ବରୁ ବୟଫ୍ରେଣ୍ଡ ସହ ଫେରାର ହୋଇଗଲେ ଯୁବତୀ

ଭାଙ୍ଗିଗଲା ସ୍ୱପ୍ନ, ଅଧାରେ ରହିଗଲା ବିଧାୟକଙ୍କ ବାହାଘର । ଏଭଳି ଏକ ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଛି । ଏଆଇଏଡିଏମକେ ତଥା ଶାସକ ଦଳର ବିଧାୟକ ଏସ୍ ଇଶ୍ୱରନ ବାହା ହେବାକୁ ଯାଇ ହଟାହଟା ହୋଇଛନ୍ତି । ଯାହା ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବିଧାୟକଙ୍କ ସହ ଯେଉଁ ଯୁବତୀଙ୍କ…

ବର୍ଷେ ହେଲା ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା : କେନ୍ଦୁଝର ଖଣି ଅଂଚଳରେ ଚାଲିଛି ଡାକ୍ତରଙ୍କ ଭିଡିଓ ଚିକିତ୍ସା

କନକ ବ୍ୟୁରୋ : ବର୍ଷେ ହେଲା ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା । ଦିନକୁ ୫୦ରୁ ୬୦ ଜଣ ରୋଗୀ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରୁଛନ୍ତି । ରୋଗୀଙ୍କ ପରୀକ୍ଷା ନୀରିକ୍ଷା କରାଯିବା ସହ ଔଷଧ ମଧ୍ୟ ଦିଆଯାଉଛି । ଆଉ କେନ୍ଦୁଝର ଖଣି ଅଂଚଳରେ ଏ ସମସ୍ତ ସେବା ଲୋକଙ୍କୁ ମାଗଣାରେ ମିଳୁଛି ।…

ପରୀକ୍ଷା କିଏ ଦେବ, ଅମିତ ନା ଅମିତାଭ ବଚ୍ଚନ ! ଆଡମିଟ୍ କାର୍ଡରେ ରହିଲା ‘ବିଗ୍ ବି’ଙ୍କ ଫଟୋ, ଚକିତ ହେଲେ ପରୀକ୍ଷାର୍ଥୀ…

ଉତ୍ତରପ୍ରଦେଶ ଫେଜାବାଦର ଡାକ୍ଟର ରାମ ମନୋହର ଲୋହିୟା ଅବଧ ବିଶ୍ୱବିଦ୍ୟାଳୟର ଅନିୟମିତତାର ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ବିଇଡିର ଜଣେ ଛାତ୍ରଙ୍କ ଆଡମିଟ୍ କାର୍ଡରେ ତାଙ୍କ ଫଟୋ ପରିବର୍ତ୍ତେ ଅମିତାଭ ବଚ୍ଚନଙ୍କ ଫଟୋ ଲଗାଯାଇଛି । ଗୋଣ୍ଡାର ରବିନ୍ଦ୍ର ସିଂହ ସ୍ମାରକ କଲେଜର ଛାତ୍ର…

ଗଣଶିକ୍ଷା ମନ୍ତ୍ରୀଙ୍କ ଅଜବ ଯୁକ୍ତି ,ଗୁରୁ ପାଳନ୍ତି କି ଗୁରୁ ଦିବସ ?

କନକ ବ୍ୟୁରୋ: ରାଜରାସ୍ତାରେ ଜାରି ରହିଛି ସ୍କୁଲ ଓ କଲେଜ ଶିକ୍ଷକଙ୍କ ଆନ୍ଦୋଳନ । ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ନିଷ୍ପତି ନେଉନଥିବାରୁ ଆସନ୍ତାକାଲି ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିବାର ଧମକ ଦେଇଛନ୍ତି ଆନ୍ଦୋଳନରତ ଶିକ୍ଷକ । ଏପରିକି ଯଦି ସରକାର ଦାବି ପୂରଣ ନକରନ୍ତି…