Daily Archives

September 4, 2018

ହକି ଦେଇଛି ପରିଚୟ : ଜାକର୍ତ୍ତାରୁ ରୂପା ଆଣିଥିବା ସୁନା ଝିଅଙ୍କ ଅଭାବୀ ପରିବାରର ହାଲ ସୁଧାରିଛି ହକି

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ଜିତିବା ପରେ ସମସ୍ତଙ୍କ ମୁହଁରେ ସୁନ୍ଦରଗଡର ଚାରି ସୁନା ଝିଅଙ୍କ କଥା । ସୁନ୍ଦରଗଡର ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପଗ୍ରେସ ଏକ୍କା ପୁଣି ଜିଲ୍ଲା ସହ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି ।…

ଜର୍ମାନୀର ପ୍ରସିଦ୍ଧ ଗଣ୍ଟିଜେନ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ କରିବେ ଓଡିଆ ପୁଅ । ଓଡିଶାର ମୁଖ୍ୟମନ୍ତ୍ରୀ ଓ ସଚିବଙ୍କୁ…

କନକ ବ୍ୟୁରୋ : ପଙ୍କ ପୋଖରୀରୁ ଫୁଟୁଛି ପଦ୍ମ । ଏକ ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ରସାୟନ ବିଜ୍ଞାନୀ ହେବାର ଯାତ୍ରା । ସମ୍ବଲପୁରର ଏକ ଉପାନ୍ତ ଗାଁରୁ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟକୁ ଯାତ୍ରା । ଆଉ ଏଭଳି କଷ୍ଟସାଧ୍ୟ ଯାତ୍ରାକୁ ଅତିକ୍ରମ କରିଛନ୍ତି ସମ୍ବଲପୁର ବଲାସିଂହାରର ଶେଷଦେବ…

ଭାରତୀୟ ରେଳବାଇ ନେଲା ବଡ ପଦକ୍ଷେପ ! ନିଖୋଜ ପିଲାମାନଙ୍କ ପାଇଁ ଷ୍ଟେସନରେ ଖୋଲାଯିବ ଆଶ୍ରୟ କେନ୍ଦ୍ର ।

ବିଭିନ୍ନ ସ୍ଥାନରୁ ଲୋକମାନେ ଟ୍ରେନରେ ଯିବା ଆସିବା କରିଥାନ୍ତି । ଏପରିକି ଅନେକ ଷ୍ଟେସନରେ ପ୍ରବଳ ଭିଡ ମଧ୍ୟ ରହିଥାଏ । ଆଉ ଏହି ଭିଡ ଭିତରେ ଛୋଟ ପିଲାମାନେ ନିଖୋଜ ହୋଇଯାଉଥିବାର ଅନେକ ମାମଲା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଦିଲ୍ଲୀ…

ବିପଦ ବଢ଼ାଇଲାଣି ଛତିଶଗଡ଼ । ମହାନଦୀରେ କମିଛି ଜଳ ପ୍ରବାହ

କନକ ବ୍ରୁରୋ: ମହାନଦୀ ପାଇଁ ବଢୁଛି ବିପଦ ! ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ବେଆଇନ ପ୍ରକଳ୍ପ ଯୋଗୁଁ ମହାନଦୀର ଜଳ ପ୍ରବାହ ଗଭୀରଭାବେ ପ୍ରଭାବିତ ହୋଇଛି । ଏନେଇ ଲିଖିତ ଉତ୍ତର ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀଙ୍କ ସୂଚନା ମୁତାବକ ମହାନଦୀ ଉପରେ ଥିବା…

ଆନ୍ଧ୍ର ମାଛ ଉପରୁ ହଟିଲା ବଡ ସସପେନ୍ସ । କୃଷିମନ୍ତ୍ରୀ କହିଲେ ମାଛରେ ମିଶୁନି ଫର୍ମାଲିନ

କନକ ବ୍ୟୁରୋ : ଗତକିଛି ଦିନ ହେବ ମାଛରେ ପର୍ମାଲିନ ମିଶୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାପରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବିଭାଗୀୟ ଅଧିକାରୀମାନେ ଚଢଉ ଆରମ୍ଭ କରିଥିଲେ । ପରେ ରାଜ୍ୟ ମତ୍ସ ଓ ପଶୁ ସମ୍ପଦ ବିଭାଗ ଆନ୍ଧ୍ରରୁ ଓଡିଶା ଆସୁଥିବା ମାଛକୁ ପରୀକ୍ଷା କରିବା ପାଇଁ…

ସ୍ମାର୍ଟଫୋନକୁ ଚୋରିରୁ ବଞ୍ଚାଇବ ଏହି ଆପ୍ ! ଫୋନର ଲାଷ୍ଟ ଲୋକେସନ ଜଣାଇବା ସହ ଚୋରର ଫଟୋ ଉଠାଇ ଛାଡିଦେବ ଆପଣଙ୍କ…

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଯାଇଛି । କାରଣ ଫୋନ ବର୍ତ୍ତମାନ କେବଳ ଏକ ଭାବର ଆଦାନ ପ୍ରଦାନର ମାଧ୍ୟମା ପାଲଟିନି ବରଂ ଫୋନରେ ଆମର ବହୁତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଠାରୁ ଆରମ୍ଭ କରି ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଜିନିଷ ଗଚ୍ଚିତ ରଖାଯାଉଛି । ଯଦି ଏଭଳି…