Daily Archives

September 4, 2018

ପେଟ୍ରୋଲ ଦର କନ୍ଦାଇଲା, କଲେଜ ବେଳର ସାଇକେଲ ଖୋଜା ପଡିଲା । ଜୟପୁରରେ ଗାଡି ଛାଡି ଲୋକେ ଚଳାଇଲେ ସାଇକେଲ

କନକ ବ୍ୟୁରୋ : ଅସ୍ତବ୍ୟସ୍ତ କଲାଣି ପେଟ୍ରୋଲ ଦର । ଦିନକୁ ଦିନ ପେଟ୍ରୋଲ ଦର ବଢି ବଢି ଚାଲିଥିବା ବେଳେ କମିବାର ନାଁ ନେଉନାହିଁ । ଆଉ ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିଛି । ବାରମ୍ବାର ପେଟ୍ରୋଲ ଦରରେ ବୃଦ୍ଧି ଖାସକରି ମଧ୍ୟବିତ୍ତ ତଥା ଗରିବ ଲୋକମାନଙ୍କ ଉପରେ ବୋଝ ଉପରେ…

ଲାଲୁଙ୍କୁ ହେଉନି ରାତିରେ ନିଦ, ଶୁଆଇ ଦେଉନାହାନ୍ତି କୁକୁର ଓ ମଶା ।

ଚାରା ଘୋଟାଲା ମାମଲାରେ ସଜା କାଟୁଥିବା ଲାଲୁ ଯାଦବ ଏବେ ରାଂଚି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କୁକୁର ଭୁକିବା, ମଶା କାମୁଡ଼ିବା ଓ ଶୌଚାଳୟରୁ ଦୁର୍ଗନ୍ଧ ବାହାରିବା ଯୋଗୁ ରାତିରେ ଶୋଇ ପାରୁନାହାନ୍ତି ଆରଜେଡ଼ି ସୁପ୍ରିମୋ । ଅଲଗା ୱାର୍ଡକୁ ସ୍ଥାନାନ୍ତର ପାଇଁ ଲାଲୁ କରିଛନ୍ତି ଆବେଦନ…

ବିମାନ ଭିତରେ ବିଜେପୀ ବିରୋଧୀ ସ୍ଲୋଗାନ ଦେବା ପଡିଲା ମହଙ୍ଗା : ୧୫ ଦିନ ଜେଲ୍ ଦଣ୍ଡ ଭୋଗିଲେ ଯୁବତୀ

ବିମାନ ଭିତରେ ବିଜେପି ବିରୋଧୀ ସ୍ଲୋଗାନ ଦେବା ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ବେଶ୍ ଭାରି ପଡ଼ିଛି। ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରାଯିବା ସହିତ ତାଙ୍କୁ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ସୋମବାର ଦିନ ତାମିଲନାଡୁ ବିଜେପି ରାଜ୍ୟ ଅଧ୍ୟକ୍ଷା ତାମିଲ ସାଇ ସୁନ୍ଦର ରାଜନ…

ଦଳିତ ଶବ୍ଦ ବ୍ୟବହାର ନ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ! ସମସ୍ତ ରାଜ୍ୟର ଶାସନ ସଚିବଙ୍କୁ ଚିଠି ଲେଖିଲା…

କନକ ବ୍ୟୁରୋ : ଦଳିତ ଶଦ୍ଦ ବ୍ୟବହାରକୁ ନେଇ ଜାରି ହେଲା କଟକଣା । ବମ୍ବେ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କେନ୍ଦ୍ର ସରକାର ରାଜ୍ୟର ସମସ୍ତ ଶାସନ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି । ସରକାରୀ କାଗଜପତ୍ରରେ ଦଳିତ ଶଦ୍ଦ ବ୍ୟବହାର ନ କରିବା ପାଇଁ ଏହି ଚିଠିରେ…

ପାମ୍ପଡ ଯେତେ ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପକ୍ଷେ ସେତିକି କ୍ଷତିକାରକ : ମୋଟାପଣ ଠାରୁ ଆରମ୍ଭ କରି ଆହୁରି ଅନେକ ସମସ୍ୟା…

ଖାଦ୍ୟରେ ଯଦି ପାମ୍ପଡ ଥାଏ, ତେବେ ତାହା ଅଧିକ ସ୍ୱାଦିଷ୍ଟ ଲାଗେ। ଆପଣ ଜାଣନ୍ତି କି, ପାମ୍ପଡକୁ ସ୍ୱାଦିଷ୍ଟ ବନାଇବା ଲାଗି ସେଥିରେ କେତେକ କୃତ୍ରିମ ସ୍ୱାଦ ଓ ରଙ୍ଗ ମିଶାଯାଇଥାଏ। ଏହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଏବେ ଆସନ୍ତୁ ଜାଣିବା ପାମ୍ପଡ ଖାଇଲେ କି କି ସମସ୍ୟା ଦେଖା…

ଘଞ୍ଚ ଜଙ୍ଗଲ ଓ ଅନ୍ଧକାର ଯାହା ରାସ୍ତାରେ ସାଜିନଥିଲା ପ୍ରତିବନ୍ଧକ ! ଅପହଞ୍ଚ ଇଲାକାରେ ୨୦ ବର୍ଷ ଧରି ଶିକ୍ଷା…

ଅପହଞ୍ଚ ଇଲାକାରେ ଶିକ୍ଷା ପହଞ୍ଚାଇବା ପାଇଁ ଚେଷ୍ଟିତ ଥିବା ଶିକ୍ଷକଙ୍କର ସଂଘର୍ଷ ଯେତିକି କଠିନ ସେତିକି ପ୍ରେରଣାଦାୟୀ ମଧ୍ୟ । ଗୋଟିଏ କି ଦୁଇ ଦିନ ନୁହେଁ, ଇତିମଧ୍ୟରେ ବିତିଗଲାଣି ୨୦ ବର୍ଷ । ସଂଘର୍ଷର ଏହି ରାସ୍ତାରେ ନଦୀ ଅଛି ଏପରିକି ବନ୍ୟା ମଧ୍ୟ ଅଛି କିନ୍ତୁ ନାହିଁ କୌଣସି ପୋଲ ।…