Daily Archives

August 26, 2018

ବୟସ ମାତ୍ର ୨ ବର୍ଷ, କିନ୍ତୁ ପ୍ରତିଦିନ ଦରକାର ୪୦ଟି ସିଗାରେଟ । ମନାକଲେ ଦେଖାଉଛି ନାଲିଆଖି, ସୋସିଆଲ ମିଡିଆରେ ଭିଡିଓ…

ଇଣ୍ଡୋନେସିଆରେ ଏବେ ଜଣେ ଦୁଇ ବର୍ଷର ଶିଶୁକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏପରିକି ଶିଶୁଟିର ଅଜବ ଅଭ୍ୟାସ ଦେଖି ଲୋକମାନେ ମଧ୍ୟ ତାଜୁବ । କାରଣ ଏହି ଦୁଇ ବର୍ଷର ପିଲାଟିର ସିଗାରେଟ ନ ହେଲେ ଦିନ ବିତୁନାହିଁ । ଏପରିକି ପ୍ରତିଦିନ ଏହି ୨ ବର୍ଷର ଶିଶୁ ପାଖାପାଖି ୪୦ଟି ସିଗାରେଟ ଟାଣି ଦେଉଛି ।…

ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁ ସଙ୍ଗିନ୍ ହେଲା ବନ୍ୟା ସ୍ଥିତି ! ରିଷିକେଶ, ହରିଦ୍ୱାରରେ ବଢ଼ିଲା ଗଙ୍ଗା ନଦୀର…

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟା । ନିଦ ହଜାଇଲା ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁ ଗଙ୍ଗା ନଦୀ ଅତି ସାଂଘାତିକ ଭାବେ ଫୁଲିଛି । ଯେଉଁ ନଦୀକୁ ଉତ୍ତରାଖଣ୍ଡର ଲାଇଫ୍ ଲାଇନ୍ କୁହାଯାଏ ସେହି ନଦୀ ଏବେ ଉତ୍ତରାଖଣ୍ଡ ପାଇଁ ଆଣିଛି ଭୟଙ୍କର ଜଳପ୍ରଳୟ । ରିଷିକେଶରେ ଗଙ୍ଗାନଦୀର…

ବଜ୍ରପାତ ବିପଦ : ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷାର ସମ୍ଭାବନା, ସତର୍କ ସୂଚନା ଜାରିକଲା…

କନକ ବ୍ୟୁରୋ: ୧୬ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୭ଟା ୩୦ ମିନିଟ୍ ମଧରେ ରାଜ୍ୟର ୧୬ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକରେ…

ସେନା ଆଗରେ ମୁଣ୍ଡ ନୁଆଁଇଲେ ଆତଙ୍କବାଦୀ ! କାଶ୍ମୀରରେ ୪ଜଣ ଆତଙ୍କବାଦୀ ସେନା ଆଗରେ କଲେ ଆତ୍ମସମର୍ପଣ ।

ଜାମ୍ମୁକାଶ୍ମୀରର ହନ୍ଦବାଡା ଠାରେ ଆତଙ୍କବାଦୀଙ୍କ ଉପରେ ଭାରି ପଡିଛି ଭାରତୀୟ ସେନା । ଅଲ ବଦରର ୪ଜଣ ଆତଙ୍କବାଦୀ ସେନାର ଜାଲରେ ପଡିବା ପରେ ଆତ୍ମସମର୍ପଣ କରିଛନ୍ତି । ଆତଙ୍କବାଦୀ ସମୂହରେ ନୂଆ କରି ଭର୍ତ୍ତି ହୋଇଥିବା ଏହି ୪ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ଗିରଫ କରିଛି । ଭାରତୀୟ ସେନା…

ବାୟୁମଣ୍ଡଳ ପ୍ରଦୂଷଣ କାରଣରୁ କମୁଛି ଭାରତବାସୀଙ୍କ ଆୟୁ ! ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ ।

ଦିନକୁ ଦିନ ବାୟୁମଣ୍ଡଳ ପ୍ରଦୂଷଣ ହେବାରେ ଲାଗିଛି । ବାୟୁମଣ୍ଡଳ ପ୍ରଦୂଷଣ ହେବା ଫଳରେ ଏହାର ପ୍ରଭାବ ସିଧାସଳଖ ମଣିଷ ଶରୀର ଉପରେ ପଡୁଛି । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା ସହ ଅନ୍ୟାନ୍ୟ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଏବେ ବୈଜ୍ଞାନିକ ମାନଙ୍କ ଏକ ପରିକ୍ଷଣରୁ…

ଓବିସି ଆୟୋଗ ଗଠନ ଦେଶ ପାଇଁ ଏକ ମାଇଲ ଖୁଣ୍ଟ, ୪୭ତମ ମନ୍ କି ବାତ୍ ରେ କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ୪୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦି ଜାତି ଓ ଜନଜାତିକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଅନେକ ଦଶନ୍ଧିରୁ ତଫସିଲଜାତି/ଉପଜାତି ଆୟୋଗ ପରି ଓବିସି ଆୟୋଗ ଗଠନ କରିବାର ଦାବି ହୋଇଆସୁଛି । ଅନୁନ୍ନତ ସମୁଦାୟର ଅଧିକାରଗୁଡ଼ିକୁ ସୁନିଶ୍ଚିତ କରିବା…