Daily Archives

August 26, 2018

ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା: ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳା ଓ ଶିଶୁର…

କନକ ବ୍ୟୁରୋ: ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା । ସ୍ଥାନୀୟ ମାଲଗୋଦାମ ବସ୍ତିର ଜଣେ ଗର୍ଭବତୀ ମହିଳା ପ୍ରସୂତି ପାଇଁ ଆସିଥିବା ବେଳେ ଉଭୟ ପ୍ରସୂତି ଓ ଗର୍ଭସ୍ଥ ଶିଶୁର ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଛି । ଗତକାଲି ରାତି ସାଢେ ୧୧ଟା ବେଳେ ମାଲଗୋଦାମ ବସ୍ତିର…

କରଜ ପରିଶୋଧ ପାଇଁ ପରିବାରର ମୁଖ୍ୟ ନିଜର ପୈତୃକ ସମ୍ପତ୍ତି ବିକ୍ରି କରିପାରିବେ : ସର୍ବୋଚ୍ଚ ନ୍ୟାୟାଳୟ

କନକ ବ୍ୟୁରୋ : ଦୀର୍ଘ ୫୪ ବର୍ଷ ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅନେକ ଦିନ ହେଲାଣି ପୈତୃକ ସମ୍ପତ୍ତିରୁ ନେଇ ସାରା ଦେଶରେ ଅନେକ ମାମଲା ରୁଜୁ ହେବା ସହ ବିଭିନ୍ନ କୋର୍ଟରେ ତାହାର ବିଚାର ମଧ୍ୟ ଚାଲିଥିବା ଜଣାପଡିଛି । ତେବେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଯଦି…

ଭାରତରେ ଚାଲିଛି ଦୁନିଆର ସବୁଠାରୁ ବଡ଼ ପ୍ରତିମାର ନିର୍ମାଣ : ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀରେ ମୂର୍ତ୍ତି ଅନାବୃତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଓ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ‘ଦ ଷ୍ଟେଚ୍ୟୁ ଅଫ୍ ୟୁନିଟି’ର ନିର୍ମାଣ କାର୍ଯ୍ୟ ୨୫ ଅକ୍ଟୋବର ପୁର୍ବରୁ ସଂପୂର୍ଣ୍ଣ ହେବାର ଆଶା ଅଛି । ୩୧ ଅକ୍ଟୋବର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ହୁଏ । ଆଶା କରାଯାଉଛି କି, ତାଙ୍କର…

ଏମିତି ବନ୍ଧନ ଜଗତେ ନାହିଁ । ୨୧ ବର୍ଷ ହେଲା ପାକିସ୍ତାନ ଜେଲକୁ ରାକ୍ଷୀ ପଠାଉଛନ୍ତି ଭାରତୀୟ ମହିଳା, ପାକିସ୍ତାନ କୋଟ…

୨୧ ବର୍ଷ ହେଲା ପାକିସ୍ତାନ ଜେଲକୁ ରାକ୍ଷୀ ପଠାଉଛନ୍ତି ଭାରତୀୟ ମହିଳା । କାହାଣୀ ଅହମ୍ମଦାବାଦ ଚନ୍ଦ୍ରଖେଡ଼ା ଅଂଚଳର ରେଖା ଯାଦବଙ୍କର, ଯିଏ ୧୯୯୭ ମସିହାରୁ ନିଜ ଭାଇଙ୍କ ଉଦ୍ଦେଶ୍ୟରେ ପାକିସ୍ତାନ ଜେଲକୁ ରାକ୍ଷୀ ପଠାଉଛନ୍ତି । ରେଖାଙ୍କ ଭାଇ କୁଲଦୀପ ଯାଦବ ୧୯୯୪ ମସିହାରୁ ଗୁପ୍ତଚର ବୃତି…

ଦଶମ ପାସଙ୍କ ପାଇଁ ସରକାରୀ ଚାକିରୀ । ମାସିକ ଦରମା ୧୦ ହଜାରରୁ ବି ଅଧିକ , ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

ଦଶମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ସରକାରଙ୍କ ପକ୍ଷରୁ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଗ୍ରୁପଡିରେ ପାଖାପାଖି ୧୮ ହଜାର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମାସିକ ଦରମା ରହିଛି ୧୦ ହଜାର ଟଙ୍କାରୁ ଅଧିକ ରହିଛି । ତେବେ ଆସନ୍ତୁ ଜାଣିବା ଆବେଦନ…

ଢେଙ୍କାନାଳରେ କାଠ ଫାଳିଆରେ ପିଟି ପିଟି ଯୁବକଙ୍କୁ ହତ୍ୟା ! ପରିବାର କଳହକୁ କେନ୍ଦ୍ରକରି ହତ୍ୟା ହୋଇଥିବା ସନ୍ଦେହ ।

ଢେଙ୍କାନାଳରେ କାଠଫାଳିଆରେ ପିଟି ଯୁବକଙ୍କୁ ହତ୍ୟା । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ଅତି ନୃଶଂସ ଭାବେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ହତ୍ୟାର କାରଣ ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପହଁଛି ପୁଲିସ୍ ଛାନଭିନ୍ ଆରମ୍ଭ କରିଛି ।…