Daily Archives

May 23, 2018

ଖାସ୍ ସେବାୟତଙ୍କୁ ଶୃଙ୍ଖଳା ଶିଖାଇବା ପାଇଁ… ! ଶ୍ରୀମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ ନକରି ପତିତପାବନରୁ…

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରେ ଦର୍ଶନ ନକରି ପତିତପାବନ ନିକଟରୁ ଦର୍ଶନ କରିବା ପାଇଁ ଅପିଲ କଲେ ପ୍ରତିଭା ରାୟ । ଜ୍ଞାନପୀଠ ପୁରସ୍କାର ବିଜୟିନୀ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଏପରି ଆହ୍ୱାନ କରିବା ପଛରେ ରହିଛି ଏକ ବଡ ଯୁକ୍ତି । ପୁରୀ ଶ୍ରୀମନ୍ଦିର ୪ଧାମ…

କଂଗ୍ରେସ ପାଖରେ ଟଙ୍କାର ଅଭାବ ! ନେତା ଓ ମନ୍ତ୍ରୀଙ୍କ ସ୍ନାକ୍ସ ଖର୍ଚ୍ଚ କାଟ କରିବାକୁ ନିର୍ଦ୍ଦେଶ, ପ୍ରାର୍ଥୀଙ୍କୁ…

ସଙ୍କଟରେ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ କିପରି ୨୦୧୯ ନିର୍ବାଚନ ଲଢିବ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ଏପରିକି ରାଜ୍ୟ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ପଠାଯାଉଥିବା ଫଣ୍ଡ ଗତ ୫ମାସ ହେଲା ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି ।…

ପେଟ୍ରୋଲ ଦର ବୃଦ୍ଧି ପରେ ରାସ୍ତାରେ ଗାଡି ଛାଡି ଚାଲିଗଲେ ଲୋକେ ! ରାତାରାତି ପେଟ୍ରୋଲ ଦର କମାଇଲେ ସରକାର

ଭାରତରେ ପେଟ୍ରୋଲ ଓ ଡ଼ିଜେଲ ଦର ଆକାଶ ଛୁଇଁଲାଣି । ପେଟ୍ରୋଲ ଦର ବୃଦ୍ଧି କାରଣରୁ ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି । ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହାକୁ ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ବିରୋଧ ଦେଖିବାକୁ ମିଳୁଛି । ଗତ ୯ ଦିନ…

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ମୁହଁରେ ଫେରିଲା ହସ! କ୍ଷୁଦ୍ର ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଗଲା ଟଙ୍କା

କନକ ବ୍ୟୁରୋ : ଆଜି ଚିଟଫଣ୍ଡ ଜମାକାରୀଙ୍କ ମୁହଁରେ ହସ ଫେରିଛି । ସେମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି ଯେ, ସେମାନେ ହରାଇଥିବା ଟଙ୍କା ଫେରିପାଇବେ । ୧୦ ହଜାର ଟଙ୍କାରୁ କମ୍ ଜମା ରଖିଥିବା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆଜିଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ଷ ବର୍ଷ…

ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଷ୍ଟେଜ ସେୟାର କଲେ ୯ଟି ଦଳର ନେତା ! ହେଲେ କାହିଁକି ଦୂରେଇ ରହିଲେ ନବୀନ

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ନୂଆ ଜାତୀୟ ସମୀକରଣ ତିଆରି ହୋଇଛି । ଗୋଟିଏ ପଟେ ମୋଦି ଓ ବିଜେପି, ଅନ୍ୟପଟେ ସବୁ ବିରୋଧୀ । ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣରେ ଏହି ରଣନୀତିର ମୂଳଦୁଆ ପଡିଛି । ପ୍ରାୟ ୮୫ ହଜାର ଲୋକଙ୍କ ଉପସ୍ଥିତିରେ…