Browsing Tag

Wing Commander Abhinandan

ବାୟୁସେନା ଦିବସରେ ପୁଣି ପରାକ୍ରମ ଦେଖାଇଥିଲେ ଭାରତର ବୀରପୁତ୍ର ଅଭିନନ୍ଦନ : ଉଡ଼ାଇଥିଲେ ଲଢୁଆ ବିମାନ, ତାଳିରେ ଫାଟି…

କନକ ବ୍ୟୁରୋ: ପାକିସ୍ତାନର ଏଫ୍ ୧୬ ବିମାନକୁ ଶତ୍ରୁ ମାଟିରେ ଖସାଇଥିବା ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ ଗାଜିଆବାଦ ଏୟାରବେସରେ ଲଢ଼ୁଆ ମିଗ୍-୨୧ ବିମାନ ଉଡ଼ାଇଥିଲେ। ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା। ୮୭ ତମ ବାୟୁସେନା ଦିବସ ଅବସରରେ ବାଲାକୋଟ୍…

ଶତ୍ରୁ ମାଟିରେ ଖସିବା ପରେ ସାହସ ଦେଖାଇଥିଲେ ଅଭିନନ୍ଦନ: ପାକିସ୍ତାନ କାନରେ କହିଥିଲେ ଭାରତ ମାତା କି ଜୟ, ଅତ୍ୟାଚାର…

କନକ ବ୍ୟୁରୋ: ବାୟୁ ବୀର ଅଭିନନ୍ଦନ ବର୍ତ୍ତମାନକୁ ଭୁଲିପାରିବନି ଭାରତ । କାରଣ ଶତ୍ରୁ ମାଟିରେ ଖସି ସେ ଯେମିତି ସାହସର ସହ ଲଢେଇ କରିଥିଲେ, ଶତ୍ରୁଙ୍କ କବଳରେ ଦୀର୍ଘ ୫୬ ଘଣ୍ଟା ସଂଘର୍ଷ କରିଥିଲେ ତାକୁ ସାରା ଦେଶ ସାଲ୍ୟୁଟ୍ କରିଛି । ତେବେ ୨୦୧୯ର ଚର୍ଚ୍ଚିତ ଖବର ଭିତରୁ ପାକିସ୍ତାନରେ…

ସିନେମା କାହାଣୀକୁ ସତ କରିଥିଲେ ଅଭିନନ୍ଦନ: ବାପା କରିଥିବା ସିନେମା କାହାଣୀ, ପୁଅ ଜୀବନରେ ହୋଇଥିଲା ସତ

କନକ ବ୍ୟୁରୋ: ସିନେମାର କାହାଣୀ ପରି ୱିଙ୍ଗ କମାଣ୍ଡର ଅଭନନ୍ଦନ ବର୍ତ୍ତମାନଙ୍କ ଜୀବନ କାହାଣୀ ମଧ୍ୟ ଏକାପରି ଥିଲା । ୧୯୯୯ କାର୍ଗିଲ ଯୁଦ୍ଧର କାହାଣୀକୁ ନେଇ ତିଆରି ହୋଇଥିବା ତାମିଲ ଫିଲ୍ମ ‘କାଟରୁ ବେଲ୍ଲିଦାୟୀ’ରେ ଯେଉଁ ସବୁ ଦୃଶ୍ୟ ଦେଖାଯାଇଥିଲା ତାହା ସତସତିକା ଘଟିଥିଲା ଅଭିନନ୍ଦନଙ୍କ ସହ…

ନିଶ ମୋଡି, ଛାତି ଫୁଲାଇ ଦେଶକୁ ଫେରିଥିଲେ ଅଭିନନ୍ଦନ । ବାୟୁ ବୀରଙ୍କ ଫେରିବା ବାଟକୁ ଚାହିଁ ୱାଘା ସୀମାରେ ଜଗି…

କନକ ବ୍ୟୁରୋ: ବର୍ଷ ୨୦୧୯ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ । ପାକିସ୍ତାନ ମାଟିରୁ ୱାଘା ସୀମା ଦେଇ ଅଭିନନ୍ଦନ ଯେତେବେଳେ ବୀର ଭଳି ଛାତି ଫୁଲାଇ, ନିଶ ମୋଡି ଫେରିଥିଲେ ସେ ସମୟର ଚିତ୍ର, ସେସମୟର ଦୃଶ୍ୟ ଖାଲି ଭାରତୀୟଙ୍କ ମନରେ ନୁହେଁ ପୁରୁଣା ବର୍ଷର…

ଆଜି ବି ଅଭୁଲା ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ: ଆକାଶ ଉପରେ ପାକ୍ ବିମାନକୁ ତଡି ଶତ୍ରୁ ମାଟିରେ ସାହସ ଦେଖାଇଥିଲେ…

କନକ ବ୍ୟ୍ୟୁରୋ: ଭାରତ ମାତାର ଛାତିରେ ତା ସାହସୀ ପୁଅର ନାଁ ଯେମିତି ଅଲିଭା ହୋଇ ରହିଛି ଠିକ ସେମିତି ବର୍ଷ ୨୦୧୯ ଆଖିରେ ମଧ୍ୟ ଅଭିନନ୍ଦନ ଅଭୁଲା ହୋଇ ରହିଛନ୍ତି । ୱିଙ୍କ କମାଣ୍ଡର ଅଭିନନ୍ଦନଙ୍କ ପାକିସ୍ତାନରୁ ପ୍ରତ୍ୟାବର୍ତ୍ତନ ଆଉ ଶତ୍ରୁ ଦେଶରେ ଅସୀମ ସାହସପୂର୍ଣ୍ଣ କିର୍ତ୍ତୀର କାହାଣୀ…