ଫିଲ୍ମି ଫ୍ରାଇଡେରେ ପରଦାରେ ସତ କାହାଣୀ : ଆସିଲା ‘ପ୍ୟାଡମ୍ୟାନ୍’

39

ଆଜି ବଡ ପରଦାକୁ ଆସୁଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ୟାଡମ୍ୟାନ’ । ଫିଲ୍ମର ଲିଡରେ ଅକ୍ଷୟ କୁମାର ଅଛନ୍ତି । ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ସୋନମ କପୁର ଓ ରାଧିକା ଆପତେ ।

ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଫିଲ୍ମର କାହାଣୀ । ସେପଟେ ପ୍ୟାଡମ୍ୟାନର ବଢିଛି ସମସ୍ୟା । କାରଣ ରିଲିଜର ଠିକ ଗୋଟେ ଦିନ ପୂର୍ବରୁ ବିବାଦୀୟ ଫିଲ୍ମ ‘ପଦ୍ମାବତ୍’ ପୂର୍ବରୁ ବ୍ୟାନ୍ ହୋଇଥିବା ସ୍ଥାନରେ ରିଲିଜ ହୋଇଛି । ଏଥିପାଇଁ ପ୍ୟାଡମ୍ୟାନର ବ୍ୟବସାୟ ଉପରେ ଏହାର ପ୍ରଭାବ ନେଇ ଚିନ୍ତାରେ ଅକ୍ଷୟ କୁମାର ।