Browsing Category

ଦେଶ ବିଦେଶ

ହତ୍ୟା ରହସ୍ୟ ଖୋଲିବ କି ହାତଲେଖା କାଗଜ? କନକ ନ୍ୟୁଜ ହାତରେ ଲାଗିଲା ହାତଲେଖା କାଗଜର ଫଟୋ

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ମାମଲାରେ କନକ ନ୍ୟୁଜ ହାତରେ ଲାଗିଲା ହାତଲେଖା କାଗଜର ଫଟୋ । ୨୦ ଖଣ୍ଡ ହାତଲେଖା କାଗଜର ଫଟୋ କନକ ନ୍ୟୁଜ ହାତରେ ଲାଗିଛି । କ୍ରାଇମବ୍ରାଞ୍ଚ ପାଇଛି ଏହି ରହସ୍ୟମୟ ହାତଲେଖା କାଗଜ । ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ଏହି କାଗଜ…
Read More...

ନାଗାଲାଣ୍ଡ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା ।

କନକ ବ୍ୟୁରୋ: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ଦଳ ୨୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ତାଲିକା ଅନୁସାରେ ନାଗାଲାଣ୍ଡର ବିଜେପି ଅଧ୍ୟକ୍ଷ ତେମାଜିନ ଇମନା ଅଲଁଙ୍ଗ, ଏଲଁଙ୍ଗଟକି ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ନାଗାଲାଣ୍ଡରେ…
Read More...

ତାମିଲନାଡୁରେ ବଦଳିଲା ପାଣିପାଗ। ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବିଗିଡିଲା ସ୍ଥିତି।

କନକ ବ୍ୟୁରୋ: ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ପାଣିପାଗରେ ପରିବର୍ତ୍ତନ ଆସିଛି । ରାଜଧାନୀ ଚେନ୍ନାଇ ସମେତ ତିରୁବରୁର ଏବଂ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବର୍ଷା ପରେ ଏହି ସବୁ ଜିଲ୍ଲାରେ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୋକେ…
Read More...

ପରଫ୍ୟୁମ୍ ବମ୍, ଛୁଇଁବା ମାତ୍ରେ ହେଉଛି ବ୍ଲାଷ୍ଟ । ଜମ୍ମୁ-କାଶ୍ମୀରରେ ନୂଆ ଷଡଯନ୍ତ୍ର କରୁଛନ୍ତି ଆତଙ୍କବାଦୀ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ନୂଆ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଗତ ଜାନୁଆରୀ ୨୧ରେ ଜମ୍ମୁ-କାଶ୍ମୀରରେ ୨ଟି ଆଇଇଡି ଧମାକା ହୋଇଥିଲା । ଏହି ଆକ୍ରମଣରେ ୯ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆଇଇଡି ବିସ୍ଫୋରଣ କରିଥିବା ଆତଙ୍କୀକୁ ପୋଲିସ କାବୁ କରିଥିବା ବେଳେ ଆତଙ୍କବାଦୀଙ୍କ…
Read More...

ନେପାଳର ଶାଳଗ୍ରାମ ଶିଳାରେ ହେବ ଶ୍ରୀରାମ, ମା’ ସୀତାଙ୍କ ମୂର୍ତ୍ତି । ଜାଣନ୍ତୁ ଏହାର ରହସ୍ୟମୟ ତଥ୍ୟ

କନକ ବ୍ୟୁରୋ:  ଅଯୋଧ୍ୟା ରେ ନିର୍ମାଣ ହେଉଥିବା ରାମ ମନ୍ଦିରରେ ପୂଜା ପାଇବେ ପୁରୁଷୋତ୍ତମ ଶ୍ରୀମରାମଙ୍କ ବାଳ ସ୍ୱରୂପ । ଏହି ମୂର୍ତ୍ତି ନିର୍ମାଣ ପାଇଁ ଆସିଛି ଦୁର୍ଲଭ ଶିଳା, ଯାହାର ଐତିହସିକ, ପୌରାଣିକ , ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି । ବିରଳ ଶାଳଗ୍ରାମ ଶିଳାରେ ନିର୍ମାଣ…
Read More...

ନେତା ଦୁଇଟି ଆସନରୁ ଲଢିପାରିବେ କି ନିର୍ବାଚନ? ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ…

କନକ ବ୍ୟୁରୋ: ଦୁଇଟି ଆସନରୁ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ନେଇ ହୋଇଥିବା ଆବେଦନ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ଏହି ଜନହିତ ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି, ଏହା ବିଧାନ ନୀତିର ମାମଲା । ଆବେଦନକାରୀଙ୍କ ଓକିଲ…
Read More...

୨୮ ମାସ ପରେ ମୁକୁଳିଲେ ସାମ୍ବାଦିକ ସିଦ୍ଦୀକୀ କପ୍ପନ । ଜେଲରୁ ବାହାରି କହିଲେ ଏଭଳି କଥା

କନକ ବ୍ୟୁରୋ: ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ଉତ୍ତର ପ୍ରଦେଶରେ ଗିରଫ ହୋଇଥିବା କେରଳର ସାମ୍ବାଦିକ ସିଦ୍ଦୀକୀ କପ୍ପନ୍‌ ୨୮ ମାସ ପରେ ଆଜି ଜେଲରୁ ମୁକିଳିଛନ୍ତି। ଲକ୍ଷ୍ନୌ ଜେଲରୁ ତାଙ୍କୁ ମୁକ୍ତ କରିବା ଲାଗି ବୁଧବାର ଦିନ ଲକ୍ଷ୍ନୌ ସେସନ୍‌ କୋର୍ଟ ଜାମିନ ଅପିଲକୁ…
Read More...

ପରୀକ୍ଷା ହଲରେ ସମସ୍ତେ ଛାତ୍ରୀ ଥିଲେ । ଝିଅଙ୍କ ମେଳରେ ନିଜକୁ ଏକୁଟିଆ ପାଇ ଚେତାଶୂନ୍ୟ ହେଲା ଛାତ୍ର ।

କନକ ବ୍ୟୁରୋ: ନାଳନ୍ଦାର ବିହାରସରିଫ ଅଲ୍ଲାମା ଇକବାଲ କଲେଜରେ ଇଣ୍ଟର ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା । ମନୀଷ ନାମକ ଛାତ୍ର ପରୀକ୍ଷା ଦେବାକୁ ପହଞ୍ଚିଥିଲା । ହେଲେ ସେଠାରେ ତାଙ୍କୁ ଛାଡି ଅନ୍ୟ କୌଣସି ଛାତ୍ର ନଥିଲେ । ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକୁଟିଆ ପାଇ ଚେତାଶୂନ୍ୟ…
Read More...

ଝିଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମହିଳା, କାର ଉପରେ ଓଲଟି ପଡିଲା ସିମେଣ୍ଟ କଂକ୍ରିଟ୍ ମିକ୍ସଚର ଟ୍ରକ୍, ୨ ମୃତ

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ ,କିପରି ଆସିବ କିଏ ବା କହିବ । ସକାଳୁ ସକାଳୁ ଖୁସି ମନରେ ଝିଅକୁ କାରରେ ସ୍କୁଲ ଛାଡିବାକୁ ଯାଉଥିଲେ ମହିଳା, ହେଲେ ଜାଣିନଥିଲେ ବାଟରେ ଚାହିଁ ବସିଥିଲା ଯମ । ରାସ୍ତାରେ ଯାଉଥିବାବେଳେ ତାଙ୍କ କାର ଉପରେ ହଠାତ୍ ଭାରସାମ୍ୟ ହରାଇ ଓଲଟିପଡିଥିଲା ସିମେଣ୍ଟ…
Read More...

୨୦ ହଜାର କୋଟି ଟଙ୍କାର ଏଫପିଓ ବାତିଲ କଲା ଆଦାନୀ ଗ୍ରୁପ : ହିଣ୍ଡେନବର୍ଗ ରିପୋର୍ଟ ପରେ ବ୍ୟାକଫୁଟରେ ରହିଛି କମ୍ପାନୀ

କନକ ବ୍ୟୁରୋ : ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ପକ୍ଷରୁ ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫର ବା ଏଫପିଓ ବାତିଲ ହୋଇଛି । ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି । କିନ୍ତୁ କମ୍ପାନୀ ଏହି ଏଫପିଓକୁ ବାତିଲ କରିଦେଇଛି । କମ୍ପାନିର…
Read More...